Daily Archives

August 18, 2019

ଅଫିସ୍‌କୁ ନିଶା ଖାଇ ଆସିଲେ ଧରିବ ମେସିନ୍‌, ନିଶା ସେବନର ମାତ୍ରା ବି ଧରାପଡ଼ିବ

ନୂଆଦିଲ୍ଲୀ: ସାବାଡ ହେବେ ନିଶାଖୋର କର୍ମଚାରୀ। ଏଣିକି ମଦ୍ୟପାନ ତଥା ନିଶାଶକ୍ତ ଅବସ୍ଥାରେ ଅଫିସ ଆସିଲେ ଧରାଇଦେବ ମେସିନ୍‌। ଆଉ ଏହାର ସୂଚନା ସିଧା କଂପାନୀର ଏଚଆରଙ୍କ ନିକଟକୁ ପଠାଇଦେବ ଏହି ସ୍ମାର୍ଟ ମେସିନ। ଚେନ୍ନାଇର ରେମକୋ ନାମକ କଂପାନୀ ଏଭଳି ଏକ ସିଷ୍ଟମ ପ୍ରସ୍ତୁତ କରିଛି, ଯାହାକି…
ଅଧିକ ଖବର ଦେଖନ୍ତୁ...

ଆକସ୍ମିକ ଭାବେ ଆସିିଥିବା ବନ୍ୟାରେ ୨୦ଟି କୋଠା ଓ ୧୮ଜଣ ଲୋକ ଭାସି ଗଲେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି

ନୂଆଦିଲ୍ଲୀ: ଉତ୍ତରଭାରତରେ ମୂଷଳଧାରାରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗ ଅନୁସାରେ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି କ୍ରମରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ହିମାଞ୍ଚଳ ସୀମାରେ…
ଅଧିକ ଖବର ଦେଖନ୍ତୁ...

ନୃଶଂସ ହତ୍ୟା: ନାବାଳକ ପୁଅକୁ ଠେଙ୍ଗାରେ ପିଟି ମାରିଦେଲା ବାପା

ମାଲକାନଗିରି: କଥା ନ ମାନିବାରୁ ନାବାଳକ ପୁଅକୁ ଠେଙ୍ଗାରେ ପିଟି ପିଟି ବାପା ହତ୍ୟା କରିଥିବା ଅଭିଯୋଗ ହୋଇଛି। ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ନିଲିଗୁଡ଼ା ଗାଁରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ରବିବାର ଜଣାପଡ଼ିଛି। ନାବାଳକ ପୁଅ ନିଜ ପରିବାରର କହିବା ଅନୁସାରେ କାମ କରୁ ନଥିଲା। ପୁଅର ଏଭଳି…
ଅଧିକ ଖବର ଦେଖନ୍ତୁ...

ଡେରାଡୁନ୍‌ରେ ବର୍ଷା ଓ ବନ୍ୟା; ଉଦ୍ଧାରକାର୍ଯ୍ୟରେ ଲାଗିଲେ ଏନ୍‌ଡିଆର୍‌ଏଫ୍‌ ଓ ସେନା

ଡେରାଡୁନ୍‌: ଉତରାଖଣ୍ଡର ଡେରାଡୁନରେ ପ୍ରକୃତିର କୋପ। ଡେରାଡୁନର ମୋରି ତହସିଲ୍‌ ଅଂଚଳରେ ଆଜି ହୋଇଛି ବାଦଲ ଫଟା ବର୍ଷା। ଆଉ ବାଦଲ ଫଟା ବର୍ଷା ପରେ ପରେ ମାଡ଼ି ଆସିଛି ପ୍ରଳୟଙ୍କରୀ ବନ୍ୟା। ପାଣିର ପ୍ରଖର ସ୍ରୋତ ଆଗରେ ଯାହା କିଛି ପଡ଼ିଛି ସବୁ କିଛିକୁ ଧୋଇ ନେଇଯାଇଛି। ସେପଟେ ବନ୍ୟାର ଏପରି…
ଅଧିକ ଖବର ଦେଖନ୍ତୁ...

ଏମ୍ସରେ ନିଆଁ ଲାଗିବା ଜାଣିବା ପରେ ବି ଡାକ୍ତର ନିଜ କର୍ତ୍ତବ୍ୟରେ କରି ନଥିଲେ ହେଳା, ସୁରକ୍ଷିତ ଭାବେ ମହିଳାଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍‌ସରେ ଗତ ଶନିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ପ୍ରଥମ ଓ ଦ୍ଵିତୀୟ ମହଲା ସ୍ଥିତ ଟିଚିଂ ବ୍ଲକ୍‌ୟରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିଲା। ଅଗ୍ନିଶମ ବିଭାଗର ୩୪ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଆଜିର ଦିନରେ କୋହଲି ଖେଳିଥିଲେ ପ୍ରଥମ ଦିନିକିଆ, ଟୁଇଟର୍‌ରେ ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛି ଏବଂ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳା ପୂର୍ବରୁ ତିନିଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳୁଛି। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ବିରାଟ କୋହଲିଙ୍କ…
ଅଧିକ ଖବର ଦେଖନ୍ତୁ...

ପପୁ ପମ୍‌ପମ୍‌ଙ୍କ ବିବାଦୀୟ ପୋଷ୍ଟର୍‌; ପ୍ରଯୋଜନା ସଂସ୍ଥା ସଫେଇ ଦେବା ପରେ ବଢ଼ିଲା ସନ୍ଦେହ, ପୋଷ୍ଟର୍‌ ଜାରି କଲା କିଏ?

ଭୁବନେଶ୍ୱର: ପପୁଙ୍କ ଫିଲ୍ମ ପୋଷ୍ଟର ବିବାଦରେ ପ୍ରଯୋଜକ ଓ ପ୍ରଯୋଜନା ସଂସ୍ଥାକୁ ନୋଟିସ୍‌ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି। ସୋସିଆଲ ମିଡିଆରେ କିଏ ଏହି ପୋଷ୍ଟରକୁ ପୋଷ୍ଟ କରିଛନ୍ତି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ଅନୁପ ସାହୁ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ଭିଡିଓ ବନାଇବା ପାଇଁ ରେଳଧାରଣାରେ ଯୁବକଙ୍କୁ ସିଲିଣ୍ଡର ରଖିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରେଳବାଇ ନୋଟିଫିକେସନ ଫୋର୍ସ ରବିବାର ଜଣେ ବ୍ୟକ୍ତିକୁ ଗିରଫ କରିଛି। ରେଳ ଧାରଣାକୁ ଭୁଲ ଦିଗରେ ବ୍ୟବହାର କରିବା ଅପରାଧରେ ତାକୁ ଗିରଫ କରାଯାଇଛି। ସୋସିଆଲ ମିଡିଆ ପ୍ଳାଟଫର୍ମରେ ଭିଡିଓ ଭାଇରାଲ୍‌ ହେବା ପରେ ଉକ୍ତ ଯୁବକକୁ ଗିରଫ କରାଯାଇଛି। ଅଭିଯୁକ୍ତର ନାମ ରାମିରେଡ୍ଡି ବୋଲି…
ଅଧିକ ଖବର ଦେଖନ୍ତୁ...

ଗୁଗଲ୍‌ରେ ଭିକାରୀ ସର୍ଚ କଲେ ଆସୁଛି ଇମ୍ରାନଙ୍କ ଫଟୋ

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା କରିବା ପାକିସ୍ତାନକୁ ଏବେ ମହଙ୍ଗା ପଡିଛି। ବିଶ୍ୱସ୍ତରରେ ପାକିସ୍ତାନ ଏବେ ଏକଘରକିଆ ହୋଇଛି। ଆଉ ଏଭଳି ସମୟରେ ଇଣ୍ଟରନେଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବେଜିତ କରାଯାଉଛି। ଇମ୍ରାନଙ୍କ ଭଳିକି ଭଳି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ ହତ୍ୟା, ମୃତଦେହକୁ ଦୁଇ ଖଣ୍ଡ କରି ଲୁଚାଇ ଦେଲା ବାପା

ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁରରେ ଘଟିଥିବା ଘଟଣା ବାପ-ଝିଅର ସଂପର୍କରେ କଳଙ୍କ ଲଗାଇ ଦେଇଛି । ନିଜ ୧୯ବର୍ଷୀୟ ଝିଅ ସହ ଦୁଷ୍କର୍ମ କରି ପରେ ହତ୍ୟା କରିବା ଓ ମୃତଦେହ ଲୁଚାଇଦେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଘଟଣାର ଖବର ପାଇ ପୁଲିସ ଅଭିଯୁକ୍ତ ବାପାକୁ…
ଅଧିକ ଖବର ଦେଖନ୍ତୁ...