Daily Archives

September 9, 2019

ଲୋକପ୍ରିୟତାରେ ତୃତୀୟ ସ୍ଥାନରେ ମୋଦୀ, ପ୍ରଥମରେ କିଏ ? ଜାଣନ୍ତୁ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେ ଦେଶ ପାଇଁ କରୁଥିବା କାମ ଦେଶକୁ ବିକାଶ ପଥରେ ନେବା ସହ ତାଙ୍କ କାମ ଲୋକଙ୍କ ମନ ମଧ୍ୟ କିଣିବା ଆରମ୍ଭ କରିଛି । ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ସହ ଏବେ ସେ ଲୋକଙ୍କର ହୃଦୟର ରାଜା…
ଅଧିକ ଖବର ଦେଖନ୍ତୁ...

ଭୁଲ ଟ୍ରେନ୍‌ରେ ଚଢ଼ି ଯାଇଥିବା ଜାଣି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ, ସାନ ଭଉଣୀ ଆଗରେ ଚାଲିଗଲା ବଡ଼ ଭଉଣୀର ଜୀବନ

ସୁନ୍ଦରଗଡ: ସୁନ୍ଦରଗଡ଼ର ହେମଗିରି ଷ୍ଟେସନ୍‌ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ହେମଗିରି ଷ୍ଟେସନ ପ୍ଲାଟ୍‌ଫର୍ମରେ ସାଉଥ୍‌ ବିହାର ଏକ୍ସପ୍ରେସ ଟ୍ରେନ୍‌ରୁ ଖସିପଡ଼ିବା ହେତୁ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଉଚ୍ଚଅଧିକାରୀଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହେବ। ବେପାର ମାମଲାରେ ମନରେ ନୂଆ ବିଚାର ଆସିବ। ମିତ୍ରଙ୍କ ଭ୍ରମଣରେ ଯିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି। ବୃଷ: ଆପଣଙ୍କ କଳ୍ପନା ଶକ୍ତିରେ…
ଅଧିକ ଖବର ଦେଖନ୍ତୁ...

୧୯୮୪ ଶିଖ୍‌ ଦଙ୍ଗା: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିରୋଧରେ ପୁନଃ ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର…

ନୂଆଦିଲ୍ଲୀ: ୧୯୮୪ରେ ଦେଶରେ ଘଟିଥିବା ଶିଖ୍‌ ବିରୋଧୀ ଦଙ୍ଗାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ବିରୋଧରେ ରହିଥିବା ମାମଲାର ପୁନଃ ତଦନ୍ତ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଜି ନିଜର ସହମତି ଦେଇଛନ୍ତି। A big Victory for @Akali_Dal_…
ଅଧିକ ଖବର ଦେଖନ୍ତୁ...

ବଢ଼ିଲା ଚିନ୍ମୟାନନ୍ଦଙ୍କ ପାଇଁ ଅଡୁଆ, ଦୁଷ୍କର୍ମ ଅଭିଯୋଗ ଆଣିଲେ ଛାତ୍ରୀ

ନୂଆଦିଲ୍ଲୀ: ପୂର୍ବ ବିଜେପି ସାଂସଦ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଅଡୁଆ ବଢ଼ିବାରେ ଲାଗିଛି | ବର୍ତ୍ତମାନ ଛାତ୍ରୀ ଜଣକ ଚିନ୍ମୟାନନ୍ଦଙ୍କ ବିରୋଧରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଛନ୍ତି | ଛାତ୍ରୀ ଜଣକ ଦିଲ୍ଲୀରେ ଏଫଆଇଆର ଦାଖଲ କରିଥିବା ବେଳେ ଅଭିଯୋଗ ଆଣିଛନ୍ତି ଯେ ସାହାଜାହାନପୁର ପୁଲିସ…
ଅଧିକ ଖବର ଦେଖନ୍ତୁ...

ଲୁଧିଆନାରେ ଅଦିନିଆ ରଥଯାତ୍ରା ବନ୍ଦ କଲା ଇସ୍କନ

ଭୁବନେଶ୍ୱର: ଅଦିନିଆ ରଥଯାତ୍ରା ପାଳନରୁ ଓହରିଲା ଇସ୍କନ। ପଞ୍ଜାବର ଲୁଧିଆନାରେ ନଭେମ୍ବର ମାସରେ ଇସ୍କନ୍‌ ପକ୍ଷରୁ ହେବାକୁ ଥିବା ରଥଯାତ୍ରା ପାଳନକୁ ବନ୍ଦ କରାଯାଇଛି। ଇସ୍କନ ଲୁଧିଆନା ଶାଖାର ସଭାପତି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ଜଗନ୍ନାଥ ପ୍ରେମୀଙ୍କ ଭାବନା ଓ ଓଡ଼ିଶାବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଲାଉଥିଲେ ପୁଲିସ୍‌ ବାବୁ, ଅଟକାଇ ଜରିମାନା ମାଗିଲେ ସାଧାରଣ ଜନତା

ପାଟ୍‌ନା: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ସାଧାରଣ ଲୋକ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଲୋକମାନଙ୍କଠାରୁ ଇତି ମଧ୍ୟରେ ଜରିମାନା ଆକାରରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇ ସାରିଲାଣି। ମାତ୍ର ବିହାରରେ ଦେଖିବାକୁ ମିଳିଛି ଭିନ୍ନ ଏକ ଘଟଣା, ଯେଉଁଟି ପୁଲିସ୍‌କୁ ହେଲ୍‌ମେଟ୍‌…
ଅଧିକ ଖବର ଦେଖନ୍ତୁ...

ଚାଳକଙ୍କ ଆଖି ଲାଖି ଯିବାରୁ ପୁରୀ କୋଣାର୍କର ଜୁଣେଇ ଛକ ପୋଲରେ ପିଟି ହେଲା ଇନୋଭା

ପୁରୀ: ପୁରୀ କୋଣାର୍କର ଜୁଣେଇ ଛକରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଇନୋଭା କାର ଚାଳକଙ୍କ ଆଖି ଲାଖି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଭୁବନେଶ୍ୱରରୁ ଏକ ଇନୋଭା…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ଅକ୍ଷୟ ରିଲିଜ କଲେ ପୃଥ୍ୱୀରାଜର ଟିଜର

ମୁମ୍ବାଇ: ଜନ୍ମଦିନ ଅବସରରେ ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଅପକମିଙ୍ଗ ଫିଲ୍ମ “ପୃଥ୍ୱୀରାଜ”ର ଟିଜର । ୟଶରାଜ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ ହେବାକୁ ଥିବା ହିଷ୍ଟୋରିକାଲ୍ ସିନେମାରେ ଅକ୍ଷୟଙ୍କୁ ପୃଥ୍ୱୀରାଜ ଚରିତ୍ରରେ ଦେଖିବାକୁ ମିଳିବ । ନିଜର ଏହି ଟିଜର୍ ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର…
ଅଧିକ ଖବର ଦେଖନ୍ତୁ...

ଅନୁପ୍ରବେଶ ଉଦ୍ୟମ ବେଳେ ଆତଙ୍କବାଦୀଙ୍କୁ ନିପାତ କଲା ଭାରତୀୟ ସେନା, ଜାରି କଲା ଭିଡିଓ

ଶ୍ରୀନଗର: ମହଙ୍ଗା ପଡିଲା ଅନୁପ୍ରବେଶ ଉଦ୍ୟମ। ସୀମାରେ ପାକ୍‌ କମାଣ୍ଡୋଙ୍କୁ ନିପାତ କଲା ଭାରତୀୟ ସେନା। ପାକିସ୍ତାନ ବର୍ଡର ଆକ୍ସନ ଟିମର ସହଯୋଗରେ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଏମାନଙ୍କୁ ନିପାତ କରିଛି ଭାରତୀୟ ସେନା। ଆଉ ଏବେ ଏହାର ଭିଡିଓ ଜାରି କରିଛି ଭାରତୀୟ ସେନା।…
ଅଧିକ ଖବର ଦେଖନ୍ତୁ...