Daily Archives

September 9, 2019

ପିଓକେରେ ଥିବା ଏକାଧିକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌କୁ ଧ୍ୱଂସ କରି ମାଟିରେ ମିଶାଇଲା ଭାରତୀୟ ସେନା

ଶ୍ରୀନଗର/ ନୂଆଦିଲ୍ଲୀ: ଭାରତୀୟ ସେନା ଆଜି (ସୋମବାର) ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ କରିଛି। ପାକ୍‌ ଅଧିକୃତ କଶ୍ମୀରର ଲିପା ଭ୍ୟାଲିରେ ପାକିସ୍ତାନୀ ସେନା ଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକାଧିକ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଉପରେ ଚଢ଼ାଉ କରି ସେଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଆଉ ୨ ବର୍ଷ ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ଶାସ୍ତ୍ରୀଙ୍କ ଚୁକ୍ତି ନବୀକୃତ, ଖୁସି ହେବା ପରି ଦରମା ବଢ଼ିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ହେଡ୍‌ କୋଚ ଭାବେ ରବି ଶାସ୍ତ୍ରୀଙ୍କର ଚୁକ୍ତି ନବୀକରଣ ହେବା ପରେ ତାଙ୍କର ଦରମା ଆଶାତୀତ ଭାବେ ବୃଦ୍ଧି ପାଇଛି। ପୂର୍ବରୁ ଶାସ୍ତ୍ରୀଙ୍କ ବାର୍ଷିକ ଦରମା ୮ କୋଟି ଟଙ୍କା ଥିବା ବେଳେ ଏବେ ଦରମାର ୨୦ ପ୍ରତିଶତ ବୃଦ୍ଧି ପାଇ ୯.୫ କୋଟିରେ ପହଞ୍ଚିଛି। ୫୭…
ଅଧିକ ଖବର ଦେଖନ୍ତୁ...

ସମ୍ପନ୍ନ ହେଲା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍‌ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ (ରେସିଡେଣ୍ଟ ଏଡିଟର) ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ ଆଜି ଅପରାହ୍ନରେ ସ୍ଥାନୀୟ ସତ୍ୟନଗର ଶ୍ମଶାନଠାରେ ସମ୍ପନ୍ନ ହୋଇଯାଇଛି। ଶ୍ରୀଶତପଥୀଙ୍କର ଭଣଜା ମୁଖାଗ୍ନି ଦେଇଥିଲେ। ଶ୍ରୀଶତପଥୀଙ୍କର ମରଶରୀରକୁ…
ଅଧିକ ଖବର ଦେଖନ୍ତୁ...

କୋହଲି ପିନ୍ଧିଥିବା ଏହି ଘଣ୍ଟାର ଦାମ କେତେ ଜାଣିଛନ୍ତି କି ? ଉଡିଯିବ ହୋସ !

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠାରୁ ଦାମୀ ଖେଳାଳି ଭାବେ ସୁପରିଚିତ | କିଛି ଦିନ ପୂର୍ବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ବିରାଟ ନିଜ ପତ୍ନୀ ଅନୁଷ୍କାଙ୍କ ସହ ଭାରତ ଫେରିଆସିଛନ୍ତି | ମୁମ୍ବାଇ ଏୟାରପୋର୍ଟରେ ଦୁହିଁଙ୍କୁ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

୫୨ ବର୍ଷ ବୟସରେ ବି ୨୫ ବର୍ଷର ଯୁବକ ପରି ଫିଟ୍‌ ଦିଶନ୍ତି ଖିଲାଡି ବୟ, ଜାଣନ୍ତୁ ଫିଟ୍‌ନେସ୍‌ର ରାଜ୍‌ କ’ଣ!

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାରଙ୍କ ବୟସ ୫୨। ଆପଣଙ୍କୁ ବିଶ୍ୱାସ ହେଉଛି? ୧୯୬୭ ମସିହା ସେପ୍ଟେମ୍ବର ୯ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଲାଭ କରିଥିବା ଏହି ଅଭିନେତା ଆଜି ବି ଜଣେ ୨୫ ବର୍ଷିଅ ଯୁବକ ପରି ଦିଶନ୍ତି। ଆଜି ଅକ୍ଷୟଙ୍କ ଜନ୍ମଦିନ। ତେବେ, ଚାଲନ୍ତୁ ତାଙ୍କ ଜନ୍ମଦିନରେ ଜାଣିବା…
ଅଧିକ ଖବର ଦେଖନ୍ତୁ...

ଆଜି ରାତି ୮ଟା ସୁଦ୍ଧା ୧୦ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର: ଆଜି ରାତି ୮ଟା ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ,…
ଅଧିକ ଖବର ଦେଖନ୍ତୁ...

ମା’ଙ୍କ ଆଖି ଲାଖି ଯିବାରୁ ଚଳନ୍ତା ଗାଡ଼ିରୁ ଖସି ପଡ଼ିଲା ବର୍ଷକର ଶିଶୁ, ଗୁରୁଣ୍ଡିଗୁରୁଣ୍ଡି ଚେକ୍‌ ପୋଷ୍ଟରେ…

କେରଳ: କେରଳର ଇଡ୍ଡୁକିରେ ଏକ ବିସ୍ମୟଜନକ ଘଟଣା ଘଟିଛି। ଏହି ଘଟଣାକୁ ଦେଖି ଲାଗୁଛି କି ‘ଯାହକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ କଥାଟି ନିରାଟ ସତ୍ୟ।  ମୁନ୍ନାର ଅଞ୍ଚଳରେ ଏକ ଚଳନ୍ତା ଜିପରୁ ବର୍ଷକର ଶିଶୁ ଖସି ପଡିବାର ଏକ ଭିଡିଓ ସାମ୍ନାକୁ ଆସିଛି।  ସୌଭାଗ୍ୟବଶତଃ ଶିଶୁଟିର ଜୀବନ…
ଅଧିକ ଖବର ଦେଖନ୍ତୁ...

ସୁଦର୍ଶନଙ୍କ ବାଲୁକା କଳାକୁ ଖୁବ ପସନ୍ଦ କଲେ ଅକ୍ଷୟ କୁମାର 

ନୂଆଦିଲ୍ଲୀ:କେତେବେଳେ ଆକ୍ସନ ଷ୍ଟାର୍, କେତେବେଳେ ରୋମାନ୍ସର ବାଦଶାହ ପୁଣି କେତେବେଳେ କମେଡି କିଙ୍ଗ ଏଭଳି ଏକାଧିକ ଚରିତ୍ରରେ ସେ ନଜର ଆସିଛନ୍ତି ପରଦା ଉପରେ । ୯୦ ଦଶକରୁ ହିନ୍ଦୀ ଫିଲ୍ମ ଦଶକରେ ନିଜର ଅଭିନୟର ଟ୍ୟାଲେଂଟ୍ ପରିବେଷଣ କରି ଆସୁଥିବା ଏହି ଷ୍ଟାର୍ ଜଣକ ହେଉଛନ୍ତି ଅକ୍ଷୟ କୁମାର ।…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, କେରଳ ଓ ତାମିଲନାଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ଗୁଇନ୍ଦା ସଂସ୍ଥା ପକ୍ଷରୁ ହସ୍ତଗତ ହୋଇଥିବା ରିପୋର୍ଟ ମୁତାବକ ଦକ୍ଷିଣ ଭାରତରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ସୋମବାର ପ୍ରକାଶ କରିଛନ୍ତି। ଗୁଜୁରାଟର ସାର୍‌ କ୍ରିକ୍‌ ଅଞ୍ଚଳରୁ କିଛି ପରିତ୍ୟକ୍ତି …
ଅଧିକ ଖବର ଦେଖନ୍ତୁ...

ଗଛରେ ସାପକୁ ଦେଖି ଧରିବାକୁ ଗଲେ ପୁଲିସ କର୍ମଚାରୀ, ଗଳାରେ ଗୁଡାଇ ହୋଇ ଫଣା ଟେକି ମୁଣ୍ଡରେ ଯାଇ ବସିଲା ସାପ

ଚେନ୍ନାଇ: ତାମିଲନାଡୁର ତିରୁନେଲବେଲି ଜିଲ୍ଲାରେ ଜଣେ ପୁଲିସ କର୍ମଚାରୀ ଏକ ସାପକୁ  ଧରିବାର  ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପୁଲିସକର୍ମଚାରୀଙ୍କ ସାପ ଧରା ଶୈଳୀକୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।  ପୁଲିସ କର୍ମଚାରୀ ଜଣଙ୍କ ସହ ସାପଟି ଖୁବ୍ ମଜାଦାର ଢ଼ଙ୍ଗରେ ପେଶ୍  ଆସୁଥିବା…
ଅଧିକ ଖବର ଦେଖନ୍ତୁ...