Daily Archives

September 9, 2019

ଆଗାମୀ ୧୦ ବର୍ଷ ଭିତରେ ଭାରତ ଚନ୍ଦ୍ରପୃଷ୍ଠରେ ପ୍ରତିଷ୍ଠା କରିବ ନିଜସ୍ୱ କେନ୍ଦ୍ର: ଡିଆର୍‌ଡିଓ ବୈଜ୍ଞାନିକ ପିଲାଇ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ମହଜୁଦ୍‌ ଥିବା ବିପୁଳ ପରିମାଣର ହିଲିୟମ୍‌-୩ର ନିସ୍କର୍ଷଣ ପାଇଁ ଭାରତ ଆଗାମୀ ୧୦ ବର୍ଷ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ଏକ ନିଜସ୍ୱ କେନ୍ଦ୍ର ବା ବେସ୍‌ ସ୍ଥାପନ କରିବ। ଏ ସୂଚନା ଦେଇଛନ୍ତି ଡିଆର୍‌ଡିଓର ପ୍ରାକ୍ତନ ବୈଜ୍ଞାନିକ ଏ. ଶିବଥାନୁ ପିଲାଇ। ଦୂରଦର୍ଶନ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ସାଂସଦଙ୍କୁ କାମୁଡ଼ିଲା ମାଙ୍କଡ

ନୂଆଦିଲ୍ଲୀ: ବିଜେପି ସାଂସଦ ରାକେଶ ସିହ୍ନା ମାଙ୍କଡ ଆକ୍ରମଣର ଶିକାର ହୋଇଛନ୍ତି | ଦିଲ୍ଲୀର ସାହାଜାହାନ ରୋଡ଼ରେ କିଛି ମାଙ୍କଡ ସାଂସଦଙ୍କୁ କାମୁଡ଼ିଦେଇଛନ୍ତି | ଏହାପରେ ରାକେଶ କହିଛନ୍ତି ଯେ ପ୍ରଥମେ ମାଙ୍କଡ ମାନେ ତାଙ୍କ ସରକାରୀ ବାସଭବନରେ ପହଂଚି ଉତ୍ପାତ କରିଥିଲେ | ଅଗଷ୍ଟ ୨୮ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ପ୍ୟାଚ୍‌-ଅପ୍‌: ଦୀର୍ଘ ଦିନର ତିକ୍ତତାର ଅନ୍ତଃ ଘଟିଲା, ପରସ୍ପରଙ୍କୁ ଆଲିଙ୍ଗନ କଲେ ବିବେକ-ଅଭିଷେକ

ମୁମ୍ବାଇ: ବଲିଉଡ୍‌ କଳାକାର ଅଭିଷେକ ବଚ୍ଚନ ଓ ବିବେକ ଓବରାଏଙ୍କ ମଧ୍ୟରେ ଉପୁଜିଥିବା ତିକ୍ତତାର କାରଣ କାହାକୁ ବା ଅଛପା! ବିବେକ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପୂର୍ବତନ ପ୍ରେମିକ ହୋଇଥିବା ବେଳେ ଅଭିଷେକ ହେଉଛନ୍ତି ତାଙ୍କ ସ୍ୱାମୀ। ଐଶ୍ୱର୍ଯ୍ୟାଙ୍କ ପାଇଁ ଉପୁଜିଥିବା ଅଭି-ବିବେକଙ୍କର…
ଅଧିକ ଖବର ଦେଖନ୍ତୁ...

କବାବ ମଗାଇବା ମହିଳା ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଲା, ଦେବାକୁ ପଡ଼ିଲା ୨ଲକ୍ଷ ୭ହଜାର ଟଙ୍କା

ନୂଆଦିଲ୍ଲୀ: କ୍ରେଡିଟ୍‌ କାର୍ଡରୁ ସମୟ ସମୟରେ କୌଣସି ଜିନିଷ ହେଉ ଅବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଟଙ୍କା ପୈଠ କରିବା କଥା ତା’ଠାରୁ ଅଧିକ ଟଙ୍କା କଟି ଯାଇଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ମାମଲା ଜେରୁଜେଲମରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବିଦେଶୀ ମହିଳା ପର୍ଯ୍ୟଟକ ଏକ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣାରୁ ୨ ମାଓବାଦୀ ଗିରଫ

ଚିତ୍ରକୋଣ୍ଡା:  ବିଶାଖାପାଟଣା ଜିଲ୍ଲା ଆନାବରମ୍‌ରେ ସୋମବାର ୨ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ଦୁଇ ମାଓବାଦୀ ମାଲକାନଗିରି ଜିଲ୍ଲାର ରାଲେଗଡ଼ ଗାଁର ବୋଲି ଜଣାପଡ଼ିଛି। ଦୁଇ ମାଓବାଦୀଙ୍କ ନାମ କୋରା ସୁହୁ ଓ ଅନ୍ୟ ଜଣଙ୍କ ନାମ ବେଞ୍ଜିବାବୁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଉଭୟେ ଆନ୍ଧ୍ର ଓ…
ଅଧିକ ଖବର ଦେଖନ୍ତୁ...

ସିଟିଇଟି-୨୦୧୯ ପରୀକ୍ଷା ନେଇ ଘୋଷଣା ହେଲା ତାରିଖ 

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୮ ତାରିଖରେ ସିଟିଇଟି ବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ସାରା ଦେଶରେ ଅନୁଷ୍ଠିତ ହେବ | ଦେଶର ୧୧୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହେବାକୁ ଥିବାବେଳେ ଏଥିପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୯ ତାରିଖରୁ ଆରମ୍ଭ କରାଯିବ |…
ଅଧିକ ଖବର ଦେଖନ୍ତୁ...

ଏକକ ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ଗ୍ରେଟର ନୋଇଡା: ଉତ୍ତର ପ୍ରଦେଶର ନୋଇଡାଠାରେ ଜାତିସଂଘ ଦ୍ୱାରା ଆୟୋଜିତ ଏକ ଉତ୍ସବରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଅଭିଭାଷଣ ଦେଇ ଏକକ ବ୍ୟବହାର ଲାଗି ଉଦ୍ଦିଷ୍ଟ ପ୍ଲାଷ୍ଟିକର ବ୍ୟବହାର ଉପରେ ଅଙ୍କୁଶ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ମୋଦୀ କହିଛନ୍ତି କି ଏକକ ବ୍ୟବହୃତ…
ଅଧିକ ଖବର ଦେଖନ୍ତୁ...

ବର୍ଷକ ପରେ ଭାରତ ଫେରୁଛନ୍ତି ଋଷି କପୁର, ଏଭଳି ଟୁଇଟ୍‌ କରି ବିଦାୟ ଦେଲେ ଅନୁପମ ଖେର୍‌

ମୁମ୍ବାଇ : ପ୍ରାୟ ବର୍ଷେ ପରେ ଭାରତ ଫେରୁଛନ୍ତି ବଲିଉଡ୍‌ ଅଭିନେତା ଋଷି କପୁର ଓ ତାଙ୍କ ପତ୍ନୀ ନୀତୁ କପୁର । ବର୍ଷେ ତଳେ ଋଷି କପୁର ନିଜ ରୋଗର ଚିକିତ୍ସା ପାଇଁ ନ୍ୟୁୟର୍କ ଯାଇଥିବା ବେଳେ ଆଜି ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ଭାରତ ଫେରୁଥିବା ନେଇ ଟୁଇଟ୍‌ କରି ଜଣାଇଛନ୍ତି ଅଭିନେତା ଅନୁପମ…
ଅଧିକ ଖବର ଦେଖନ୍ତୁ...

ବ୍ୟଭିଚାରର ବୈଧୀକରଣ ଯବାନମାନଙ୍କ ମଧ୍ୟରେ ଅନୁଶାସନହୀନତା ସୃଷ୍ଟି କରିବ ବୋଲି ଦର୍ଶାଇ ସ୍ୱତନ୍ତ୍ର ଆଇନ୍‌ ପ୍ରଣୟନ ପାଇଁ…

ନୂଆଦିଲ୍ଲୀ: ବ୍ୟଭିଚାରର ବୈଧୀକରଣ ଯବାନ ବା ସଶସ୍ତ୍ର ବାହିନୀର ସୈନିକମାନଙ୍କ ମଧ୍ୟରେ ଅନୁଶାସନହୀନତା ସୃଷ୍ଟି କରିବ ବୋଲି ଆଶଙ୍କା କରୁଛି ସେନା ବାହିନୀ। ତେଣୁ, ସେନା ବାହିନୀ ଏ ପ୍ରସଙ୍ଗକୁ ଆନୁଷ୍ଠାନିକ ଭାବେ ଉଠାଇଛି ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ। ଏବଂ ସଶସ୍ତ୍ର ବାହିନୀ ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଚିତ୍ର ଦୃଶ୍ୟ: ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହୋଇ ଭରା ନଦୀ ପାର ହେଲେ ରୋଗୀ

ରାୟଗଡ଼ା: ରାୟଗଡ଼ା ଗୁଡାରୀ ବ୍ଲକ ସିରିଗୁଡା ପଞ୍ଚାୟତର ଚୁଲିପଡା ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ନ ଆସିବାରୁ ଜଣେ ରୋଗୀଙ୍କୁ ଗ୍ରାମବାସୀ ଖଟିଆରେ ବୋହି ଜଳଭରା ନଦୀ ପାର କରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ସୂଚନାଯୋଗ୍ୟ, ଗୁଡାରୀ…
ଅଧିକ ଖବର ଦେଖନ୍ତୁ...