Daily Archives

September 12, 2019

ଦୁଇଟି ଛେଳିକୁ ଏହି କାରଣରୁ ଗିରଫ କଲା ତେଲେଙ୍ଗାନା ପୁଲିସ !

ହାଇଦ୍ରାବାଦ: ତେଲେଙ୍ଗାନାର କରିମନଗରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କରିମନଗର ହୁଜୁରାବାଦରେ ପୁଲିସ ଦୁଇଟି ଛେଳିକୁ ଗିରଫ କରିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଅଭିଯୋଗ ହୋଇଛି କି ତେଲେଙ୍ଗାନା ସରକାରଙ୍କ ‘ହରିତ ଅଭିଯାନ’ ଆଧାରରେ ଲଗାଯାଇଥିବା ଗଛକୁ ଏହି ଦୁଇଟି ଛେଳି ଖାଇ…
ଅଧିକ ଖବର ଦେଖନ୍ତୁ...

୯୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ଟ୍ରକ-କାର-ବୋଲେରୋ ଜବତ, ୪ ଅଭିଯୁକ୍ତ ଗିରଫ

ଆସିକା/ସେରଗଡ଼: ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଏକ ବଡ଼ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପୁଲିସ ବିଫଳ କରିଛି। ସୂଚନା ଅନୁସାରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ବଡ଼ଗଡ଼ ଥାନା ଅଞ୍ଚଳରେ ପୁଲିସ ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକୀୟ ଦେଶ କଙ୍ଗୋରେ ଭାରତୀୟ ସେନା ଅଧିକାରୀଙ୍କ ମୃତ୍ୟୁ, ଗତ ରବିବାରଠାରୁ ନିଖୋଜ ଥିଲେ

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ କଙ୍ଗୋରେ ଏକ ଜାତିସଂଘ ଶାନ୍ତି ମିଶନରେ ନିୟୋଜିତ ଜଣେ ଭାରତୀୟ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଲେପ୍ଟନାଣ୍ଟ କର୍ଣ୍ଣେଲ ଗୌରବ ସୋଲାଙ୍କି ଗତ ୫ ଦିନ ହେଲା ନିଖୋଜ ଥିଲେ । ଆଜି ତାଙ୍କର ମୃତଦେହ କଙ୍ଗୋର…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଗୋଟିଏ ଟୁଇଟ ପାଇଁ ସାରା ଜୀବନ ମାଗଣାରେ ଖାଇବା ଅଫର ଦେଇଛି ରେସ୍ତୋରାଁ

ଓ୍ଵାସିଂଟନ୍‌: ଗୋଟିଏ ଟୁଇଟ ଆମେରିକାର ଜଣେ ମହିଳାଙ୍କ ଭାଗ୍ୟ ଖୋଲି ଦେଇଛି । ମହିଳା ଜଣକ କଲମ୍ବିଆର ଏକ ରେସ୍ତୋରାଁ ଖାଦ୍ୟର ପ୍ରଶଂସା କରି ଏକ ଟୁଇଟ କରିଥିଲେ। ଘଟଣାଚକ୍ରରେ ଏହି ଟୁଇଟ୍ ଭାଇରାଲ ହୋଇଯାଇଥିଲା। ଏହି ଟୁଇଟ କରିଥିବା ମହିଳାଙ୍କ ନାମ ବ୍ରି ହାଲ, ସେ ଜଣେ କଣ୍ଠଶିଳ୍ପୀ । ମାତ୍ର…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ ଟିମ୍‌ ଘୋଷିତ: ବାଦ୍‌ ପଡ଼ିଲେ କେଏଲ୍‌ ରାହୁଲ, ଶୁଭମନ୍‌…

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଆଗାମୀ ଟେଷ୍ଟ ଶୃଙ୍ଖଳା ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି। ଚୟନ କମିଟି ଭାରତୀୟ ଟିମ୍‌ରେ ଓପନର କେ.ଏଲ୍‌ ରାହୁଲଙ୍କୁ ସ୍ଥାନ ଦେଇ ନଥିବା ବେଳେ ଯୁବ କ୍ରିକେଟର ଶୁଭମନ ଗିଲଙ୍କୁ ସାମିଲ କରିଛି। ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ଆକାଶମାର୍ଗରୁ ପାକିସ୍ତାନର କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ବାୟୁସେନାର ‘ନେତ୍ର’, ୪୫୦ କିମି ଦୂରରୁ…

ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହିତ ତିକ୍ତତା ବଢିଚାଲିଥିବାବେଳେ ସୀମାରେ ପାକିସ୍ତାନ ସେନାର କାର୍ଯ୍ୟକଳାପ ବଢିଯାଇଛି । ନିୟନ୍ତ୍ରଣ ରେଖା ସେପଟେ ପାକିସ୍ତାନ ପକ୍ଷରୁ ସେନା ଓ ଗୋଳାବାରୁଦ ଠୁଳ କରାଯାଉଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତ ସତର୍କ ହୋଇଯାଇଛି ।…
ଅଧିକ ଖବର ଦେଖନ୍ତୁ...

କ୍ରେଡିଟ କାର୍ଡ ବିଲ୍‌ ଭରିବା ଓ ଫୋନ୍‌ କିଣିବା ପାଇଁ ଯାଆଁଳା ଶିଶୁଙ୍କୁ ବିକ୍ରି କରି ଦେଲା ମା’ !

ବେଜିଂ: ଜଣେ ୨୦ବର୍ଷୀୟ ମହିଳା କ୍ରେଡିଟ୍‌ କାର୍ଡର ବିଲ ଭରିବା ପାଇଁ ନିଜର ଯାଆଁଳା ଶିଶୁଙ୍କୁ ବିକ୍ରି କରି ଦେଇଛନ୍ତି । ଏମିତି ଏକ ଅଦ୍ଭୁତ ଘଟଣା ଚାଇନାର ବେଜିଂରେ ଘଟିଛି। ମହିଳା  ୬.୫ ଲକ୍ଷ ଟଙ୍କାର କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ନିଜ ଯାଆଁଳା ଶିଶୁଙ୍କୁ ବିକି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କୁ ସାଲ୍ୟୁଟ କଲେ ବିରାଟ କୋହଲି, କହିଲେ- ମୁଁ ସେହି ରାତିକୁ ଭୁଲିପାରିବିନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ସବୁବେଳେ ସୁସଂପର୍କ ରହିଆସିଛି। ଉଭୟ ଖେଳାଳି ପଡ଼ିଆ ଭିତରେ ହେଉ ଅଥବା ବାହାରେ ହେଉ ପରସ୍ପର ଜଣେ ଅନ୍ୟକୁ ସମ୍ମାନ କରିଥାନ୍ତି। ଏହାରି ଭିତରେ ବିରାଟ କୋହଲି ଏକ ଫଟୋକୁ ସୋସିଆଲ…
ଅଧିକ ଖବର ଦେଖନ୍ତୁ...

ଡିଆରଡିଓ ଦ୍ୱାରା ନିର୍ମିତ କ୍ଷୁଦ୍ର ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ; ଏବେ ପଦାତିକ ବାହିନୀ…

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ କ୍ଷୁଦ୍ର (ମ୍ୟାନ୍‌ ପ୍ରେଟେବୁଲ୍‌) ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍‌ଡିଓ ପକ୍ଷରୁ ଶତ ପ୍ରତିଶତ ସ୍ୱଦେଶୀ ଜ୍ଞାନ କୌଶଳରେ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର୧ରୁ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା, ଉଠାଣ ଉପରେ ଏହି ସବୁ ଶୁଳ୍କ ଲାଗୁ ହେବ

ମୁମ୍ବାଇ : ଆସନ୍ତା ଅକ୍ଟୋବର ପହିଲାରୁ ନିଜର ସେବା ଶୁଳ୍କ ବା ସର୍ଭିସ ଚାର୍ଜରେ କେତେକ ସଂଶୋଧନ କରିବାକୁ ଘୋଷଣା କରିଛି । ଏହା ଅନୁଯାୟୀ ଟଙ୍କା ଜମା, ଉଠାଣ, ହାରାହାରି ମାସିକ ବାଲାନ୍ସ ଆଦି ଉପରେ ଗ୍ରାହକମାନେ ପ୍ରଦାନ କରୁଥିବା ଶୁଳ୍କରେ ପରିବର୍ତ୍ତନ ଅଣାଯାଇଛି । ସହରାଞ୍ଚଳ ଗ୍ରାହକଙ୍କ…
ଅଧିକ ଖବର ଦେଖନ୍ତୁ...