Daily Archives

October 17, 2019

ଧନ୍ୟ ଏ ଶିକ୍ଷକ ! ବହି ଦେଖି ବି ପରୀକ୍ଷାରେ ଲେଖିପାରିଲେନି ଉତ୍ତର

ଭୋପାଳ: ମଧ୍ୟପ୍ରଦେଶ ଭୋପାଳରେ ଶିକ୍ଷକଙ୍କ ମଧ୍ୟରେ ହୋଇଥିବା ପରୀକ୍ଷାର ଫଳାଫଳ ସାମ୍ନାକୁ ଆସିଛି | ଏଥିରେ ୭୦ ଜଣ ଶିକ୍ଷକ କପି ବା ନକଲ କରି ବି ପାସ ହୋଇପାରିନାହାନ୍ତି | ଏହି ୭୦ ଜଣ ଶିକ୍ଷକ ୩୩ ପ୍ରତିଶତ ମାର୍କ ମଧ୍ୟ ଆଣିପାରିନାହାନ୍ତି | ହାଇସ୍କୁଲରେ ୩୩ ପ୍ରତିଶତ ମାର୍କ ଦେଉଥିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ, କେଉଁ ପ୍ରଶ୍ନର ଉତ୍ତର ତାଙ୍କ ନିକଟରେ ନାହିଁ ବୋଲି କହିଲେ ନବ ନିର୍ବାଚିତ ବିସିସିଆଇ ସଭାପତି ସୌରଭ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସର୍ବୋଚ୍ଚ ଅନୁଷ୍ଠାନ ବିସିସିଆଇର ନୂତନ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି ଖ୍ୟାତନାମା କ୍ରିକେଟିୟର ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ନିବ ନିର୍ବାଚିତ ସଭାପତି ଗାଙ୍ଗୁଲି ଆସନ୍ତା ଅକ୍ଟୋବର ୨୩ ତାରିଖରେ ତାଙ୍କର ନୂତନ କାର୍ଯ୍ୟଭାର…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ, ବିବାହ ପ୍ରତିଶ୍ରୁତି ଦେଇ ନାବାଳିକା ସହିତ ରଖିଥିଲେ ଶାରୀରିକ ସମ୍ପର୍କ

ରାଉରକେଲା: ଲହୁଣିପଡ଼ା ଥାନା ଅଞ୍ଚଳରେ ଜଣେ ଯବାନ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରି ଦେଇଥିବା ନେଇ ପୀଡିତା ଗୁରୁବାର ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବାରକୋଟ ଥାନା ମର୍ସିନ୍ତା ଗ୍ରାମର ବିରେନ୍ଦ୍ର ସମାଦ ସେନାରେ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ହିଂସା ଭିଆଇବା ପାଇଁ ଆଫଗାନିସ୍ତାନରୁ ଆତଙ୍କବାଦୀ କିଣୁଛି ପାକିସ୍ତାନ !

ନୂଆଦିଲ୍ଲୀ : ପୂର୍ବରୁ ଭାରତ-ପାକ୍‌ ମଧ୍ୟରେ ଆଶାନ୍ତିର ବାତାବରଣ ଥିବା ବେଳେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସ୍ଥିତି ଆହୁରି ଖରାପ ହୋଇଛି । କଶ୍ମୀରରେ ହିଂସାକାଣ୍ଡ ଭିଆଇ  ଅଶାନ୍ତି ସୃଷ୍ଟି ପାଇଁ ପାକ୍‌ ବିଭିନ୍ନ ପ୍ରକାରର ବାଟ ଆପଣାଇ ମଧ୍ୟ ସଫଳ ହୋଇ ପାରୁ ନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଏକମାସ ପୂର୍ବେ ନର୍ସଙ୍କ ଭୁଲ ଯୋଗୁଁ ଶିଶୁ ଶରୀରରେ ରହିଯାଇଥିବା ଇଂଜେକସନର ଭଙ୍ଗା ଛୁଞ୍ଚି,ମଳଦ୍ୱାର ଓ ଯୌନାଙ୍ଗ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକ୍‌ ଅନ୍ତର୍ଗତ ମାଧାପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଜଣେ ଶିଶୁର ମଳଦ୍ୱାର ଓ ଯୌନାଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରୁ ଭଙ୍ଗା ଇଂଜେକସନ୍ ଛୁଞ୍ଚି ବାହାରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏକମାସ ପୂର୍ବେ ଜଣେ ନର୍ସ ଉକ୍ତ ଶିଶୁକୁ ଇନ୍‌ଜେକ୍‌ସନ୍‌ ଦେଉଥିବା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବଢ଼ିପାରେ ପାର୍କିଂ ଚାର୍ଜ, ଜାଣନ୍ତୁ ଦୁଇ ଓ ଚାରିଚକିଆଯାନ ପାଇଁ କେତେ ହେବ ଚାର୍ଜ

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସରକାର ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ ଦିଲ୍ଲୀରେ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା କିଛି ବେସରକାରୀ ଯାନବାହନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ପାର୍କିଂର ଚାର୍ଜକୁ ବଢ଼ାଇବାକୁ ବିଚାର…
ଅଧିକ ଖବର ଦେଖନ୍ତୁ...

ରାମଲାଲାଙ୍କ ଜନ୍ମସ୍ଥାନ ସଂପର୍କିତ ପ୍ରମାଣକୁ ଚିରିଥିବା ବରିଷ୍ଠ ଆଇନ୍‌ଜୀବୀ ରାଜୀବ ଧାଓ୍ଵନ୍‌ଙ୍କ ବିରୋଧରେ…

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଗତ ବୁଧବାର ଦିନ ଚାଲିଥିବା ବେଳେ ମୁସଲିମ୍‌ ସଂଗଠନଗୁଡ଼ିକ ପକ୍ଷରୁ ମାମଲାର ପରିଚାଳନା କରୁଥିବା ବରିଷ୍ଠ ଆଇନ୍‌ଜୀବୀ ରାଜୀବ ଧାଓ୍ଵନ୍‌ ରାମଲାଲାଙ୍କ ଜନ୍ମସ୍ଥାନ ସଂପର୍କିତ ଏକ ଚିତ୍ର…
ଅଧିକ ଖବର ଦେଖନ୍ତୁ...

୨୧ ବର୍ଷରେ ‘କୁଛ କୁଛ ହୋତା ହୈ’

ମୁମ୍ବାଇ: ୯୦ ଦଶକରେ ପରଦାକୁ ଆସିଥିବା ଚଳଚ୍ଚିତ୍ର 'କୁଛ କୁଛ ହୋତା ହୈ' ରିଲିଜ୍ ହେବାକୁ ଇତି ମଧ୍ୟରେ ବିତି ସାରିଛି ୨୧ ବର୍ଷ । ଶାହରୁଖ୍ ଖାନ୍ - କାଜୋଲ୍ ଓ ରାନୀ ମୁଖାର୍ଜୀଙ୍କ ଏହି ଟ୍ରାଙ୍ଗୁଲାର୍ ଲଭ୍ - ଡ୍ରାମା ବଲିଉଡ୍ ସିନେମା ଇତିହାସରେ ଏକ ମାଇଲ୍ ଷ୍ଟୋନ୍ ଭାବେ ଜଣାଯାଏ । ରିଲିଜ୍…
ଅଧିକ ଖବର ଦେଖନ୍ତୁ...

ଷଷ୍ଠଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା, ସ୍କୁଲରେ ତାଲା ପକାଇ ଦେଲେ ଉତ୍ତ୍ୟକ୍ତ…

ବାରିପଦା: ବାରିପଦା ସଦର ଥାନା ଅନ୍ତର୍ଗତ ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ବ୍ରାମହଁଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ଜଣେ ଷଷ୍ଠଶ୍ରେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଅଟୋକୁ ବସ୍‌ ଧକ୍କା ଦେବାଫଳରେ ଜଣେ ମହିଳାଙ୍କର ମୃତ୍ୟୁ , ୬ ଜଣ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗୁଣସଗାରରୁ ଗୋଟିଏ ପରିବାରର ୭ ଜଣ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...