Daily Archives

October 18, 2019

ବାଲେଶ୍ୱର: ଆତ୍ମହତ୍ୟା କରିଥିବା ସାଙ୍ଗକୁ ଦେଖିବାକୁ ଯାଇ ଘରକୁ ଫେରି ଆତ୍ମହତ୍ୟା କଲେ ଯୁବକ

ବାଲେଶ୍ୱର : ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସାହୁପଡାରେ ୨ଜଣ ବେକରେ ରଶି ଲଗାଇ ଭିନ୍ନଭିନ୍ନ ଘଟଣାକୁ କେନ୍ଦ୍ର କରି ଆତ୍ମହତ୍ୟା କରିଛନ୍ତି । ମୃତ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ନାମ ତ୍ରିଲୋଚନ ସାହୁ  ଓ ଅନ୍ୟ ଜଣଙ୍କ ନାମ କାର୍ତ୍ତିଦାନନ୍ଦ ଜେନା ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଓଡ଼ିଆ ପୁଅଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ଵର: କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳର ଓଡିଶା ଶାଖାର ମହାନିରୀକ୍ଷକ ଭାବେ ଦାୟିତ୍ୱ ନେଇଛନ୍ତି ସଂଗ୍ରାମ କେଶରୀ ମହାନ୍ତି | ଶ୍ରୀ ମହାନ୍ତି ୧୯୮୬ ମସିହାରେ କ୍ୟାଡର ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ | ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ପାଠ ପଢ଼ିସାରିବା ପରେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗ

ପାଇକସାହି: ଠାକୁରଗଡ଼ ଥାନା ପୋକଣ୍ଡା ଗ୍ରାମର ରୀନା ନାୟକଙ୍କୁ ତାଙ୍କ ସ୍ୱାମୀ ପ୍ରଦୀପ କୁମାର ନାୟକ ଯୌତୁକ ନିର୍ଯାତନା ଦେଉଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏ ସଂକ୍ରାନ୍ତରେ ଥାନାରେ କେସ୍‌ ନଂ ୧୦୮/୧୯ରେ ଏକ ମାମଲା ରୁଜୁ କରିଛି। ପୁଲିସ ମୁତାବକ,…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦାଙ୍କ ମୁସୁମୁସିଆ ମୁଢ଼ି ଭଜାକୁ ଆଉ ରୋକି ପାରୁନି ବିଜୁଳି କାଟ୍ ! ଏବେ ସେ ପୂରା ସ୍ବାବଲମ୍ବୀ, ଶକ୍ତିରେ ଓ…

କେନ୍ଦୁଝର: ସୌରଶକ୍ତି ବଦଳାଇ ପାରିଛି ମୁଢି ବିକାଳିଙ୍କ ଭାଗ୍ୟ। ବାରମ୍ବାର ବିଦ୍ୟୁତ କାଟ୍ ଯୋଗୁଁ କ୍ଷତି ସହୁଥିବା ଏକ ପରିବାରକୁ ସୌରଚାଳିତ ବିଦ୍ୟୁତସେବା ଯୋଗାଇବା ପରେ ପିଲାଛୁଆଙ୍କୁ ପାଠ ପଢାଇ ଖୁସିରେ ଚାଳାଇ ପାରୁଛନ୍ତି ସୁନନ୍ଦା। ଏବେ ବିନା ବାଧାବିଘ୍ନରେ ମୁଢି ତିଆରି କରୁଛନ୍ତି, ଆଉ…
ଅଧିକ ଖବର ଦେଖନ୍ତୁ...

ସେମାନେ ଗେରୁଆ ପିନ୍ଧନ୍ତି, ଝିଅ-ବୋହୂମାନଙ୍କୁ ଦୁଷ୍କର୍ମ କରନ୍ତି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସରେନ

ପାକୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସରେନ ବୁଧବାର ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି। ‌ସେ ଭାରତୀୟ ଜନତା ପାର୍ଟିର ଗେରୁଆ ପରିଧାନକାରୀ ନେତାଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ବା ଶେଷ…
ଅଧିକ ଖବର ଦେଖନ୍ତୁ...

ନିଜକୁ ଭଗବାନ ବିଷ୍ଣୁଙ୍କର କଳକୀ ଅବତାର କହୁଥିବା ବାବାଙ୍କ ଆଶ୍ରମରେ ଆୟକର ବିଭାଗର ଚଢଉ, ୪୦୯ କୋଟି ଟଙ୍କାର ସଂପତ୍ତି…

ବାଙ୍ଗାଲୁରୁ : ନିଜକୁ ଭଗବାନ ବିଷ୍ଣୁଙ୍କର ୧୦ମ ଅବତାର ‘କଳକୀ’ କହୁଥିବା ବିବାଦୀୟ ଧର୍ମଗୁରୁ କଳକୀ ଭଗବାନଙ୍କ ଆଶ୍ରମରୁ ଆୟକର ବିଭାଗ ୯୩ କୋଟିର  ନଗଦ ଟଙ୍କା ସହ ମୋଟ ୪୦୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ପାଇଛି । ଏହା ମଧ୍ୟରେ ନଗଦ ୨.୫ ନିୟୁତ ମୂଲ୍ୟର ଆମେରିକୀୟ…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବାବେଳେ ଧରାପଡ଼ିଲେ, ସିବିଆଇର ପଚରାଉଚରା ସମୟରେ ଚେତାଶୂନ୍ୟ ହୋଇପଡ଼ିଲେ ସହକାରୀ ପୋଷ୍ଟମାଷ୍ଟର

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅଧିନ ଚିତ୍ରଡା ଠାରେ ଗୁରୁବାର ସନ୍ଧ୍ୟାରେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସହକାରୀ ପୋଷ୍ଟାଲ ଆସିଷ୍ଟାଣ୍ଡ ସି.ବି.ଆଇ ଟିମର ଜାଲରେ ଫସିଯାଇଛନ୍ତି। ସୂଚନାଯୋଗ୍ୟ, ଉପ ଡାକଘର ଚିତ୍ରଡାର ସହକାରୀ ପୋଷ୍ଟ ମାଷ୍ଟର ସ୍ନେହାଶିଷ ପରିଡା ଜନୈକ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପାଇଁ ଟଙ୍କା ନିଆଯାଉଥିବା ସନ୍ଦେହ କରି ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଙ୍ଗ ସ୍କ୍ୱାର୍ଡ

ମୁମ୍ବାଇ: ଏନସିପି ସାଂସଦ ସୁପ୍ରିୟା ସୁଲେଙ୍କର ହେଲିକପ୍ଟରକୁ ଆଜି ଯାଞ୍ଚ କରିଛନ୍ତି ନିର୍ବାଚନ କମିଶନଙ୍କ ଫ୍ଲାଇଙ୍ଗ ସ୍କ୍ୱାର୍ଡ | ତେବେ ଯାଞ୍ଚ ପରେ ସୁପ୍ରିୟା ସେହି ହେଲିକପ୍ଟରରେ ପ୍ରଚାର କରିବାକୁ ଯାଇଥିଲେ | ମିଳିଥିବା ସୂଚନା ମୁତାବକ ମହାରାଷ୍ଟ୍ରର ମୁରବାଡ଼ ବିଧାନସଭା ଓ ୟେବଲା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: କମେଣ୍ଟମରାକୁ କେନ୍ଦ୍ର କରି ବୋମାମାଡ

ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଆ ବ୍ଲକ୍‌ କୁଞ୍ଜୁରି ପଞ୍ଚାୟତର ଡାଳତଳା ଗ୍ରାମରେ ଗତକାଲି ଲକ୍ଷ୍ମୀପୂଜା ପାଇଁ ମେଲୋଡି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ମେଲୋଡି କାର୍ଯ୍ୟକ୍ରମ ଚାଲିଥିବା ସମୟରେ କମେଣ୍ଟମରାକୁ କେନ୍ଦ୍ର କରି କିଛି ଯୁବକଙ୍କ ମଧ୍ୟ ବଚସା ହୋଇଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

୨୨ରେ ବ୍ୟାଙ୍କ ଧର୍ମଘଟ, ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସାମିଲ ହେବେ ନାହିଁ

ମୁମ୍ବାଇ : ଆସନ୍ତା ୨୨ ତାରିଖରେ ସାରା ଦେଶରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇପାରେ । କାରଣ ଦେଶର ୨ଟି ପ୍ରମୁଖ ବ୍ୟାଙ୍କ ୟୁନିୟନ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲୋୟିଜ୍‌ ଆସୋସିଏସନ ଓ ବ୍ୟାଙ୍କ ଏମ୍ପ୍ଲୋଇଜ୍‌ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି । ବ୍ୟାଙ୍କ ମିଶ୍ରଣ ଓ…
ଅଧିକ ଖବର ଦେଖନ୍ତୁ...