Daily Archives

October 18, 2019

ସହିଦଙ୍କ ପତ୍ନୀଙ୍କୁ ୭ ବର୍ଷ ଯାଏଁ ଗଣଦୁଷ୍କର୍ମ କଲେ ୬ ଅଭିଯୁକ୍ତ

ଜୟପୁର: ସହିଦଙ୍କ ପତ୍ନୀଙ୍କୁ ୭ ବର୍ଷ ଧରି ଦୁଷ୍କର୍ମ କରୁଥିବାର ଅଭିଯୋଗ | ରାଜସ୍ଥାନ ଜୟପୁରରୁ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି | ସୂଚନା ଅନୁସାରେ ଜୟପୁରର ଅଲବର ଅଞ୍ଚଳରେ ଜଣେ ସହିଦଙ୍କ ବିଧବା ପତ୍ନୀଙ୍କୁ ୬ ଜଣ ଗଣଦୁଷ୍କର୍ମ କରିଆସୁଥିଲେ | ମହିଳାଙ୍କୁ ଜମି ଦେବାର ପ୍ରଲୋଭନ ଦେଇ…
ଅଧିକ ଖବର ଦେଖନ୍ତୁ...

ପିଏମ୍‌ସି ବ୍ୟାଙ୍କ୍‌ ଦୁର୍ନୀତିରେ ନିଜର ଲକ୍ଷାଧିକ ଟଙ୍କାର ଜମା ବୁଡ଼ି ଯାଇଥିବା ଜାଣିବା ପରେ ହୃଦଘାତରେ ପ୍ରାଣ ହରାଇଲେ…

ମୁମ୍ବାଇ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ପରେଟିଭ୍‌ (ପିଏମ୍‌ସି) ବ୍ୟାଙ୍କ୍‌ ଦୁର୍ନୀତି ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ପିଏମ୍‌ସି ବ୍ୟାଙ୍କ୍‌ ଦୁର୍ନୀତିରେ ନିଜର କଷ୍ଟାର୍ଜିତ ଲକ୍ଷ ଲକ୍ଷ ଟଙ୍କାର ଜମାରାଶି ହରାଇ ହଜାର ହଜାର ଜମାକାରୀ ଏବେ ସବୁଆଡ଼ୁ ନିରାଶ ହୋଇ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ ପଥର ଖଣି କରିଥିବା ଯୁବକ ଗିରଫ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଜମିରେ ବେଆଇନ୍‌ ଭାବେ ପଥର ଖଣି କରି ପଥର ବିକ୍ରି କରୁଥିବା ଜଣେ ଯୁବକଙ୍କୁ ରାଜ୍ୟ ପୁଲିସର ସ୍ପେଶାଲ୍ ଟାସ୍କ ଫୋର୍ସ ( ଏସ୍‌ଟିଏଫ୍‌) ଗୁରୁବାର ଗିରଫ କରିଛି। ଗିରଫ ଯୁବକଙ୍କ ନାମ ଶେଖ୍‌ ମହମ୍ମଦ ଅଖତର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଏଣିକି ସୈନିକ ସ୍କୁଲରେ ବାଳିକାମାନେ ପଢିପାରିବେ, ୨୦୨୧-୨୨ ଶିକ୍ଷା ବର୍ଷରୁ ନାମଲେଖା

ନୂଆଦିଲ୍ଲୀ : ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ । କେନ୍ଦ୍ର ସରକାର ଲିଙ୍ଗଗତ…
ଅଧିକ ଖବର ଦେଖନ୍ତୁ...

ରବି ଶାସ୍ତ୍ରୀଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ଦେଇ ଚର୍ଚ୍ଚାରେ ଦାଦା; ଜାଣନ୍ତୁ କେଉଁ ପ୍ରସଙ୍ଗରେ…

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ବିସିସିଆଇ ସଭାପତି ପଦର ଦାୟିତ୍ୱ ଭାର ତୁଲାଇବାକୁ ଯାଉଥିବା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲି ବରିଷ୍ଠ କ୍ରିକେଟ୍‌ କୋଚ୍‌ ରବି ଶାସ୍ତ୍ରୀଙ୍କୁ ନେଇ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ରବି ଶାସ୍ତ୍ରୀଙ୍କୁ ନେଇ ଏକ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ ଆଶଙ୍କା;୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ଟି ଜିଲ୍ଲାକୁ ବଜ୍ରପାତ ଆଶଙ୍କା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ସମ୍ବଲପୁର,…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ, ୧୮ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନଂଗାରହରରେ ଏକ ମସଜିଦରେ ବୋମା ବିସ୍ଫୋରଣ ଘଟିଛି | ଏହି ବୋମା ବିସ୍ଫୋରଣରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ବିସ୍ଫୋରଣ ସମୟରେ ମସଜିଦ ନିକଟରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ | ନମାଜ ପଢିବାକୁ ବହୁ ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...

ବାଙ୍କୀରେ ଚାଞ୍ଚଲ୍ୟ! ଗୋଡ଼ ମୁଦିରେ ଫସିଗଲା ଢମଣା, ଆହତ ସାପକୁ ଓୟୁଏଟି ନେଲେ ହେଲ୍‌ପଲାଇନ୍‌ ସଦସ୍ୟ

ବାଙ୍କୀ: କଟକ ଜିଲ୍ଲାରେ ଏକ ଗୋଡ଼ ମୁଦି ଭିତରେ ଏକ ଢମଣା ସାପ ପଶି ଯାଇଥିବା ଜାଣିବାକୁ ମିଳିଛି। ସାପଟି ମୁଦିରେ ଫସି ଆହତ ହୋଇଯିବା ପରେ ତାକୁ ଭୁବନେଶ୍ୱରସ୍ଥିତ ଓୟୁଏଟିର ପଶୁ ଚିକିତ୍ସା ବିଭାଗକୁ ନିଆଯାଇଛି। ଘଟଣାଟି ବାଙ୍କୀ ଚର୍ଚ୍ଚିକା ସାହିର ବୋଲି ଖବର ମିଳିଛି। ରିପୋର୍ଟରୁ ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

କଳାତାଲିକାଭୁକ୍ତ ହେବାରୁ ଅଳ୍ପକେ ବର୍ତ୍ତିଲା ପାକିସ୍ତାନ; ୪ ମାସ ସମୟ ଦେଲା ଏଫ୍‌ଏଟିଏଫ୍‌

ନୂଆଦିଲ୍ଲୀ : ଶୁକ୍ରବାର ପାକିସ୍ତାନ ମୁଣ୍ଡରୁ କଳା ତାଲିକାରେ ସାମିଲ ହେବାର ଡ଼ର ଓହ୍ଲାଇ ଯାଇଛି । ଆଜି ପ୍ୟାରିସ୍‌ସ୍ଥିତ ଫାଇନାନ୍ସ ଆକ୍ସନ ଟାକ୍ସ ଫୋର୍ସର ବୈଠକରେ ପାକିସ୍ତାନକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କଳା ତାଲିକାଭୁକ୍ତ  କରାଯିବ କି ନାହିଁ, ସେ ନେଇ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ଚିଦମ୍ବରମଙ୍କ ଜାମିନ ସଂପର୍କିତ ନିଷ୍ପତ୍ତି ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମଙ୍କୁ ଜାମିନ ପ୍ରଦାନ ସଂପର୍କିତ ରାୟକୁ ସଂରକ୍ଷିତ ରଖିଛନ୍ତି ସୁପ୍ରିମ କୋର୍ଟ । ତାଙ୍କର ଜାମିନ ଆବେଦନକୁ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...