Daily Archives

November 20, 2019

ଦେଖନ୍ତୁ କେତେ ଖୁସିରେ ସାପ ସହିତ ଦୌଡ଼ି ଡିଆଁ ଖେଳୁଛନ୍ତି ଏହି ଛୋଟପିଲା

ନୂଆଦିଲ୍ଲୀ: ଭିଏତନାମରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖି ଆପଣ ବି ଭୟ କରିଯିବେ। ଏହି ଭିଡିଓରେ କେତେକ ଛୋଟ ପିଲାଙ୍କ ମଲା ସାପ ଧରି ତାହା ସହିତ ଦୌଡ଼ି ଡିଆଁ ଖେଳୁଥିବା ଦେଖିବାକୁ ମିଳିଛି। ଜଣେ ମହିଳା ଏହି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ନିଜ କ୍ୟାମେରାରେ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧ ତାରିଖ ଠାରୁ ପ୍ରତି ଗାଡ଼ି ପାଇଁ ବାଧ୍ୟତାମୂଳକ ହୋଇଯିବ ଫାସ୍‌ଟ୍ୟାଗ୍; ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧ ତାରିଖ ଠାରୁ ଦେଶରେ ଚଳାଚଳ କରୁଥିବା ସମସ୍ତ ମୋଟରଯାନ ପାଇଁ କେନ୍ଦ୍ର ସରକାର ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରି ଦେଉଥିବା ଆଜି ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ବିନା ଫାସ୍‌ଟ୍ୟାଗରେ କୌଣସି ଗାଡ଼ି ଜାତୀୟ ରାଜପଥରେ ଚଳାଚଳ…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ ଗ୍ରୁପ୍’ର ଆଧିକାରିକ ୱେବସାଇଟ୍ ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍’ର ଆଧିକାରିକ ୱେବସାଇଟର (www.sambadgroup.in)  ଶୁଭାରମ୍ଭ କରାଯାଇଛି। ମାତ୍ର ଗୋଟିଏ କ୍ଲିକ୍‌ରେ ଏହି ୱେବସାଇଟରରୁ ‘ସମ୍ବାଦ ଗ୍ରୁପ୍’ ସଂପର୍କିତ ସମସ୍ତ ସୂଚନା ପ୍ରାପ୍ତ କରିହେବ। ଏହି ୱେବସାଇଟର ହୋମ୍ ପେଜରେ…
ଅଧିକ ଖବର ଦେଖନ୍ତୁ...

ଟୋକନ ମାଧ୍ୟମରେ ଧାନ କିଣାକୁ ତୀବ୍ର ବିରୋଧ: କାଲିଠୁ ଚାଷୀ ସଂଗଠନର ଆନ୍ଦୋଳନ

ସମ୍ବଲପୁର/ବରଗଡ଼: ଟୋକନ ମାଧ୍ୟମରେ ଧାନ କିଣା ବ୍ୟବସ୍ଥା ପ୍ରତ୍ୟାହାର ଦାବି କରୁଥିବା ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ଚାଷୀମାନେ କୈଣସି ପ୍ରକାରେ ସାଲିସ କରିବା ପାଇଁ ପ୍ରସ୍ତୁତ ନାହାନ୍ତି। ଚାଷୀ ସଂଗଠନ ଗୁରୁବାର ଠାରୁ ଜାତୀୟ ରାଜପଥ ଅବରେଧ କରି ଆନ୍ଦୋଳନକୁ ଓହ୍ଲାଇବ। ଚାଷୀମାନେ ବରଗଡ଼ ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

କୁକୁଡା ଖାଇବାକୁ ଆସି ଫସିଗଲା ଚିତାବାଘ, ଯନ୍ତାରେ ପଡ଼ିଲା

କାଙ୍କେର: ଛତିଶଗଡ଼ କାଙ୍କେର ଜିଲ୍ଲାରେ କୁକୁଡା ଖାଇବାକୁ ଆସି ଚିତାବାଘ ଫସି ଯାଇଛି। ଯନ୍ତାରେ ଫିସିଥିବା ବାଘଟି ପ୍ରତିଦିନ ଠେଲକା ବୋର୍ଡ କଡ଼କନଥା କୁକୁଡା ଫାର୍ମକୁ ଆସି କୁକୁଡା ଖାଇବା ସହିତ ଅନ୍ୟ କେତେ କୁକୁଡାକୁ କ୍ଷତବିକ୍ଷତ କରି ଚାଲି ଯାଉଥିଲା। କ୍ଷତବିକ୍ଷତ କୁକୁଡାମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଅପହରଣ ଅଭିଯୋଗରେ ଫସିଲେ ବିବାଦୀୟ ବାବା ନିତ୍ୟାନନ୍ଦ ସ୍ବାମୀ: ୪ ଅପହୃତ ଶିଶୁ ଉଦ୍ଧାର; ୨ ଶିଷ୍ୟା ଗିରଫ

ଅହମଦାବାଦ: ପୁଣି ଥରେ ବିବାଦରେ ଫସି ଯାଇଛନ୍ତି ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ। ଶିଶୁ ଅପହରଣ ଭଳି ସଙ୍ଗୀନ୍‌ ଅଭିଯୋଗ ଲାଗିଛି ବିବାଦୀୟ ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦଙ୍କ ଉପରେ। ଶିଶୁମାନଙ୍କୁ ଅପହରଣ କରିନେଇ ଅଟକ ରଖିବା ଓ ସେମାନଙ୍କୁ ନିୟୋଜିତ କରି ନିଜର ଅନୁଗାମୀ ଓ ଭକ୍ତମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରାନୁ ମଣ୍ଡଳଙ୍କୁ ନେଇ ମିମ୍‌ କରୁଥିବା ଲୋକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏଭଳି କଥା କହିଲେ ୟୁଟୁବର ଭୁବନ ବାମ

ମୁମ୍ବାଇ: ରେଳ ଷ୍ଟେସନରେ ଗୀତ ଗାଇ ଭିକ ମାଗୁଥିବା ରାନୁ ମଣ୍ଡଳ ରାତାରାତି ସୋସିଆଲ ମିଡିଆରେ ଷ୍ଟାର ପାଲଟିଥିଲେ। କିଛିଦିନ ହେବ ରାନୁମଣ୍ଡଳଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖି ସାସିଆଲ ମିଡିଆରେ ବ୍ୟବହାରକାରୀ ରାନୁଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ତେବେ ଏହି ଘଟଣାକୁ ନେଇ କେତେକ…
ଅଧିକ ଖବର ଦେଖନ୍ତୁ...

ମା’-ଝିଅଙ୍କୁ ଘର ଭିତରେ ବନ୍ଦ ରଖି ୪୦ ଦିନ ଶାରୀରିକ-ମାନସିକ ନିର୍ଯାତନା ଦେବା ଘଟଣାରେ ଖବରଦାତା ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରସାହି ଥାନା ଅଂଚଳର ଜଣେ ମହିଳା ଓ ତାଙ୍କର ମା’ଙ୍କୁ ରାଉରକେଲାରେ ଏକ ଘର ଭିତରେ ବନ୍ଦ ରଖି ୪୦ ଦିନ ଯାଏଁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଘଟଣାରେ ପୁଲିସ ଅଭିଯୁକ୍ତ ଖବରଦାତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବାସନ୍ତୀ କଲୋନିର ଅଶୋକ ମହାନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା ମାମଲାରେ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ ଠାରୁ ସୁନ୍ନି ୱାକଫ ବୋର୍ଡ ନିଜକୁ ଦୂରେଇ ନେଲା;…

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରି ମସଜିଦ୍‌ ଜମି ବିବାଦ ଉପରେ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପ୍ରଦାନ କରିଥିବା ରାୟରେ ନିଜର ଅସନ୍ତୋଷ ଜାହିର କରି ଏହି ରାୟର ପୁନଃ ସମୀକ୍ଷା ପାଇଁ ଆଉ ଥରେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଘୋଷଣା କରିଛି ଅଲ୍‌…
ଅଧିକ ଖବର ଦେଖନ୍ତୁ...

ପରିସଂଖ୍ୟାନରେ ନୁହେଁ, ଅନାଥ ଶିଶୁର ପ୍ରକୃତ ହସରେ ହିଁ ରହିଛି ବାସ୍ତବ ଉପଲବ୍ଧି

ଗତ ନଭେମ୍ବର ୧୯ ତାରିଖ ଦିନ ଯେତେବେଳେ କଟକ ବାଲିଯାତ୍ରାର ପଥୋତ୍ସବରେ କୋଲକାତାର ଏକ ବଙ୍ଗୀୟ ଦମ୍ପତି ଜଣେ ଦଶମାସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ, ଏହାକୁ ସବୁ ମହଲରେ ପ୍ରଶଂସା କରାଗଲା। ପ୍ରଶଂସା କରାଗଲା ବାଲିଯାତ୍ରାର ଏହି ନୂଆ ପରମ୍ପରାକୁ ଏବଂ ଅନାଥ ଶିଶୁଙ୍କୁ ନୂଆ ଜୀବନ…
ଅଧିକ ଖବର ଦେଖନ୍ତୁ...