Daily Archives

December 1, 2019

ଏମାନଙ୍କୁ ଦେଖିଲେ ଭୟରେ କମ୍ପିଥାନ୍ତି ଦୁଷ୍କର୍ମକାରୀ!

ପୁନେ: ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ନିର୍ଯାତନା ଓ ଦୁଷ୍କର୍ମ ଭଳି ଘଟଣା ବଢ଼ିବାରେ ଲାଗିଛି | କିଛି ଏଭଳି କାମନାବିକୃତ ପୁରୁଷଙ୍କୁ ଜବାବ ଦେବାକୁ ଅଣ୍ଟା ଭିଡିଛି 'ରଣରାଗିଣୀ' | 'ରଣରାଗିଣୀ' ହେଉଛି ମହାରାଷ୍ଟ୍ର ପୁନେର ଏକ ମହିଳା ବାଉଁସରଙ୍କ ଟିମ ଯେଉଁମାନେ କି ନିଜକୁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଟ୍ରାଫିକ୍‌ ନିୟମ ଉଲଂଘନ: ୮୪ ଜଣଙ୍କ ଠାରୁ ଲକ୍ଷେ ୭ ହଜାର ଟଙ୍କା ଜରିମାନା ଆଦାୟ

ବାଲେଶ୍ୱର/ଭଦ୍ରକ: ଟ୍ରାଫିକ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ରବିବାର ବାଲେଶ୍ୱର ଓ ଭଦ୍ରକ ପୁଲିସ ୧ ଲକ୍ଷ ୭ ହଜାର ଟଙ୍କା ଜରିମାନା ଆଦାୟ କରିଛି। ଦୁଇ ସହରରେ ୮୪ ଜଣ ନିୟମ ଉଲଂଘନକାରୀଙ୍କ ଠାରୁ ପୁଲିସ ଏହି ଜରିମାନା ଆଦାୟ କରିଛି। ରିପୋର୍ଟ ଅନୁସାରେ ମଦ ପିଇ ଏବଂ ବିନା ହେଲମେଟରେ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ରୋଡ ରୋମିଓଙ୍କୁ ମହଙ୍ଗା ପଡ଼ିଲା; ଛେଚା ଖାଇଲେ, ଜୋତାମାଳ ପିନ୍ଧିଲେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ ଯୁବତୀଙ୍କୁ ଅଶ୍ଳୀଳ ବ୍ୟବହାର କରିବା ରୋଡ ରୋମିଓଙ୍କୁ ମହଙ୍ଗା ପଡ଼ିଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, ଢେଙ୍କାନାଳ ଜିଲ୍ଲାର ରାସୋଳ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଜଣେ ଯୁବକ କମେଣ୍ଟ ମାରିବା ସହ ଅଶ୍ଳୀଳ ବ୍ୟବହାର ଦେଖାଇଥିଲେ ।…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜର ୭ ଦିନର ନାତୁଣୀକୁ ଜେଜେମାଆ ହତ୍ୟା କରିଥିବା ଅଭିଯୋଗ

ବେଙ୍ଗାଲୁର: ଜଣେ ଜ୍ୟୋତିଷ ଭବିଷ୍ୟବାଣୀ ଉପରେ ବିଶ୍ବାସ କରି ବେଙ୍ଗାଲୁରର ଜଣେ ମହିଳା ନିଜର ୭ ଦିନର ନାତୁଣୀକୁ କାଟି ଦେଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ହେଉଛନ୍ତି ପରମେଶ୍ବରୀ ଏ। ପରମେଶ୍ବରୀ ହେଉଛନ୍ତି ଚିକାବନବରର ମେଦାରହଲିର ବାସିନ୍ଦା। ଶନିବାର ପୁଲିସ୍‌ ଅଭିଯୁକ୍ତା…
ଅଧିକ ଖବର ଦେଖନ୍ତୁ...

ଶାସ୍ତ୍ରୀୟ ବାଦ୍ୟ-ନୃତ୍ୟ-ସଂଗୀତର ସମ୍ଭାର ‘କୋଣାର୍କ ଉତ୍ସବ’ ଉଦ୍‌ଘାଟିତ

କୋଣାର୍କ: ଶାସ୍ତ୍ରୀୟ ବାଦ୍ୟ, ନୃତ୍ୟ ଓ ସଂଗୀତର ମହାକୁମ୍ଭ ‘କୋଣାର୍କ ଉତ୍ସବ’ ରବିବାର ଉଦ୍‌ଘାଟିତ ହୋଇଛି। ପାଞ୍ଚ ଦିବସୀୟ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ…
ଅଧିକ ଖବର ଦେଖନ୍ତୁ...

ସଂପର୍କୀୟ ମାମୁ ପୁଅ ପିପିଲିରୁ ଉଠାଇ ନେଇ ଗଞ୍ଜାମରେ ଜୋରଜବରଦସ୍ତ କରିଥିଲା ବିବାହ; ନାବାଳିକା ହେଲେ ଉଦ୍ଧାର

ପୁରୀ: ପିପିଲି ଅଞ୍ଚଳରୁ କିଛିଦିନ ତଳେ ନିଖୋଜ ନାବାଳିକା ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଏହି ଝିଅକୁ ସୋରଡା ବ୍ଲକ ସାଲିମାଗୋଚ୍ଛା ପଞ୍ଚାୟତର ମୁଡେଶକୁପା ଗାଁରୁ ଉଦ୍ଧାର କରାଯାଇଛି । ନାବାଳିକା ଛାତ୍ରୀଙ୍କୁ ବଳପୂର୍ବକ ଉଠାଇ ନେଇ ବିବାହ…
ଅଧିକ ଖବର ଦେଖନ୍ତୁ...

ବ୍ୟାଗ୍‌ ପାଇଁ ଅତିରିକ୍ତ ୧୮ ଟଙ୍କା ମାଗିବାରୁ ବିଗ୍‌ବଜାର ଉପ‌ରେ ୧୦ ହଜାର ଟଙ୍କାର ଜରିମାନା

ଚଣ୍ଡିଗଡ଼: ଜିନିଷ କିଣିବା ସମୟରେ ସାଧାରଣତଃ ଦୋକାନୀମାନେ ବ୍ୟାଗ ପାଇଁ ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ନେଇଥାନ୍ତି । ତେବେ ଏହା ଏବେ ଦୋକାନୀମାନଙ୍କ ପାଇଁ ହୋଇପାରେ ମହଙ୍ଗା । କାହିଁକି ନା ଏଣିକି ଯଦି କୌଣସି ଦୋକାନୀ ବ୍ୟାଗ ପାଇଁ ଗ୍ରାହକଙ୍କୁ ଅତିରିକ୍ତ ଟଙ୍କା ମାଗନ୍ତି ତେବେ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ରୁ ମିଆଁମାର ବଜ୍ରକାପ୍ତା ପଠାଇ ରୋଜଗାର କରୁଥିଲେ ଲକ୍ଷାଧିକ ଟଙ୍କା, ଚଢ଼ାଉ କରି ୮ ଜଣଙ୍କୁ ଗିରଫ କଲା ବନ ବିଭାଗ

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ବନ ବିଭାଗ ବଜ୍ରକାପ୍ତା ଚାଲାଣ କରିବା ଅଭିଯୋଗରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ରବିବାର ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟ ସାମିଲ ଅଛନ୍ତି। ବନ ବିଭାଗର କର୍ମଚାରୀମାନେ ସଂପୃକ୍ତ ଅଭିଯୁକ୍ତଙ୍କ ଘରେ ଅତର୍କିତ ଭାବେ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ଭୋଜି ସାରି ଘରକୁ ଫେରୁଥିବା ବେଳେ ୬ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

ଚେନ୍ନାଇ: ହାଇଦ୍ରାବାଦରେ ଡାକ୍ତରରାଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବାର ଦୁଃଖଦ ଘଟଣା ଥମି ନଥିଲା ବେଳେ ତାମିଲନାଡୁର କୋୟମ୍ବଟୁରୁ ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ୧୭ତମ ଜନ୍ମଦିନରେ ୬ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରର ହନି ଟ୍ରାପ୍‌ ଗ୍ୟାଙ୍ଗ୍‌ ପୁଲିସ୍‌ ହାତରେ ଧରାପଡ଼ିଲା, ୨ ମହିଳାଙ୍କ ସମେତ ୪ ଗିରଫ

ବେଙ୍ଗାଲୁର: ବେଙ୍ଗାଲୁରର ପୁଲିସ୍‌ ଏକ ହନି ଟ୍ରାପ୍‌ ଗ୍ୟାଙ୍ଗ୍‌କୁ ଠାବ କରିଛି। ଦୁଇ ମହିଳାଙ୍କ ସମେତ ଏହି ଗ୍ୟାଙ୍ଗ୍‌ରୁ ସମୁଦାୟ ୪ ଜଣକୁ ଗିରଫ କରିଛି। ଏହି ରାକେଟ୍‌ର କିଙ୍ଗ୍‌ପିନ୍‌ ରାଘବେନ୍ଦ୍ର ଓ ରଘୁ ବୋଲି ପୁଲିସ୍‌ ଚିହ୍ନଟ କରିଛି। କର୍ଣ୍ଣାଟକର ବିଜେପି ବିଧାୟକଙ୍କର ଏକ ବିବାଦୀୟ…
ଅଧିକ ଖବର ଦେଖନ୍ତୁ...