Daily Archives

January 5, 2020

ସିଏଏ କୌଣସି ବ୍ୟକ୍ତିର ନାଗରିକତା ଛଡ଼ାଇ ନେବନି, ବରଂ ଏହି ଆଇନ୍‌ ନାଗରିକତା ପ୍ରଦାନ କରିବ: କେନ୍ଦ୍ରମନ୍ତ୍ରୀ

ମହାକାଳପଡ଼ା: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) କୌଣସି ବ୍ୟକ୍ତିର ନାଗରିକତାକୁ ଛଡ଼ାଇ ନେବ ନାହିଁ, ବରଂ ଏହି ଆଇନ୍‌ ଜଣେ ବ୍ୟକ୍ତିଙ୍କୁ ନାଗରିକତା ପ୍ରଦାନ କରିବ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ରବିବାର ଏହା କହିଛନ୍ତି। କେନ୍ଦ୍ରାପଡ଼ା…
ଅଧିକ ଖବର ଦେଖନ୍ତୁ...

କେତୋଟି ପୁରୁଣା ମୋବାଇଲ ଫୋନ୍‌କୁ ଏକାଠି କରି ପ୍ରଶଂସକ ତିଆରି କଲେ କୋହଲିଙ୍କ ଏହି ସୁନ୍ଦର ଚିତ୍ର; ଖୁସି ହେଲେ…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିରାଟଙ୍କ ପ୍ରଶଂସକମାନେ ବିରାଟଙ୍କ ପ୍ରତି ସେମାନଙ୍କ ଭଲ ପାଇବା କେତେ ଅଛି ତାହାକୁ ଦେଖାଇବା ପାଇଁ ଅନେକ ସମୟରେ ବିଭିନ୍ନ ପ୍ରକାର ଉପାୟମାନ ଆପଣାଇ ଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ବର୍ଷା ଯୋଗୁଁ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରି ନାହିଁ…

ଗୁଆହାଟି: ଭାରତୀୟ କ୍ରିକେଟ୍‌ ଦଳ ୨୦୨୦ (ମସିହା)ର ଅଭିଯାନ ଟି-୨୦ରୁ ହିଁ ଆରମ୍ଭ କରିଛି। ଚଳିତ ବର୍ଷର ପ୍ରଥମ ମୁକାବିଲାରେ ବିରାଟ କୋହଲି ବାହିନୀ ରବିବାର ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟୁଛି। ଏହା ମଧ୍ୟ ୨୦୨୦ ଋତୁରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌। ୩ ମ୍ୟାଚ୍‌ର…
ଅଧିକ ଖବର ଦେଖନ୍ତୁ...

କ୍ବାସିମଙ୍କ ହତ୍ୟା ପରେ ଗମ୍ଭୀର ହେଲା ସ୍ଥିତି; କେଉଁ ପରିସ୍ଥିତିରେ ବି ଆମେରିକା ଓ ଇରାନ ମଧ୍ୟରେ ହୋଇପାରେ ଯୁଦ୍ଧ

ନୂଆଦିଲ୍ଲୀ: ଇରାନର କୁର୍ଦ୍ଦଶ ଫୋର୍ସର ମୁଖ୍ୟ କ୍ବାସିମ ସୁଲେମାନୀକୁ ଆମେରିକା ହତ୍ୟା କରିବା ପରେ ମଧ୍ୟପ୍ରାଚ୍ୟ କ୍ଷେତ୍ରରେ ସ୍ଥିତି ଗମ୍ଭୀର ହୋଇଛି । ଏପରିକି ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି । ପ୍ରତିଶୋଧପରାୟଣ ହୋଇ ଇରାନ ଆମେରିକାର ଦୁଇଟି ମିଲିଟାରି ବେସ ଉପରେ…
ଅଧିକ ଖବର ଦେଖନ୍ତୁ...

ଜହ୍ନକୁ ଯାଇ ଏସବୁ ଖାଦ୍ୟ ଖାଇବେ ମହାକାଶଚାରୀ, ଇସ୍ରୋ ପ୍ରସ୍ତୁତ କଲା ରାନ୍ଧଣା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ 'ଗଗନଯାନ' ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍‌ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌…
ଅଧିକ ଖବର ଦେଖନ୍ତୁ...

ଏୟାର ଇଣ୍ଡିଆ ବନ୍ଦ ହେବା ଖବରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ ଲୋହାନୀ

ନୂଆଦିଲ୍ଲୀ: ଆଗାମୀ ୬ମାସ ମଧ୍ୟରେ ଏୟାର ଇଣ୍ଡିଆ କମ୍ପାନି ବନ୍ଦ ହେବାକୁ ଯାଉଥିବା ନେଇ ଖବର ମିଳିଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନ କମ୍ପାନି ଏୟାର ଇଣ୍ଡିଆର ବିକ୍ରି ପାଇଁ ଏବେ ଗ୍ରାହକ ଖୋଜା ଚାଲିଥିବା ବେଳେ ୬ମ‌ାସ ମଧ୍ୟରେ ଗ୍ରାହକ ନ ମିଳିଲେ ଏୟାରଲାଇନକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କୁ ଲାଗିଲେ ଠାକୁରାଣୀ ! ଦେଖନ୍ତୁ ଭିଡିଓ

ଆଠମଲ୍ଲିକ: ବିଧାୟକଙ୍କୁ କାଳିସୀ ଲାଗିଛି ! କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଆଠମଲ୍ଲିକର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗ୍ରାମଦେବୀଙ୍କ ପୂଜା ଚାଲିଥିବା ସମୟରେ ଏହି ଘଟଣା ଘଟିଛି । ପୂଜାରେ ନିଜେ ବିଧାୟକ ରମେଶ ସାଏ ମଧ୍ୟ ସାମିଲ ଥିଲେ । କିଛି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଥମୁନି ଅତ୍ୟାଚାର, ଶିଖ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଥମିବାର ନାଁ ନେଉନାହିଁ | ଏବେ ପାକିସ୍ତାନର ପେଶାୱାରରେ ଏକ ଶିଖ ଯୁବକଙ୍କୁ ହତ୍ୟା କରାଯାଇଥିବାର ମାମଲା ସାମ୍ନାକୁ ଆସିଛି | ଯୁବକଙ୍କ ମୃତଦେହକୁ ପେଶାୱାରର ଚମକଣି ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଉପରେ ନଜର ରଖିବ ସିସିଟିଭି: ପଦ୍ମନାଭ ବେହେରା

ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ରେ ସିସିଟିଭି ଖଞ୍ଜାଯିବ। ଜାତୀୟ ରାଜପଥରେ ବଢୁଥିବା ଦୁର୍ଘଟଣା ଉପରେ ସିସିଟିଭି ନଜର ରଖିବ। ସରକାର ଏଭଳିି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବେହେରା…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ପଶିଛନ୍ତି ଦୁଇଜଣ ଆତଙ୍କବାଦୀ, ହାଇଆଲର୍ଟ ଜାରି

ଲକ୍ଷ୍ମୌ: ଦକ୍ଷିଣ ଭାରତ ସହିତ ଜଡ଼ିତ ଥିବା ଦୁଇଜଣ ଆତଙ୍କବାଦୀ ଉତ୍ତରପ୍ରଦେଶରେ ପ୍ରବେଶ କରିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ ପାଇବା ପରେ ହାଇଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଏହି ଦୁଇଜଣ ଆତଙ୍କବାଦୀ ଭାରତ-ନେପାଳ ସୀମାକୁ ଲାଗିଥିବା କୌଣସି ଜିଲ୍ଲାକୁ…
ଅଧିକ ଖବର ଦେଖନ୍ତୁ...