Daily Archives

January 5, 2020

ଝିଅର ତା ପ୍ରେମିକ ସହ ଅନ୍ତରଙ୍ଗ ମୁହୂର୍ତ୍ତକୁ ଭିଡିଓ କରି ବ୍ଲାକମେଲ୍‌ କରି ଚାଲିଥିଲା ବାପ! ନାବାଳିକା ଝିଅ ସହ…

ମୁମ୍ବାଇ: ରକ୍ଷକ ରୂପରେ ଭକ୍ଷକ! ମୁମ୍ବାଇର ଜଣେ ବ୍ୟକ୍ତି ନିଜର ୧୭ ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ କରି ତାକୁ ବ୍ଲାକ୍‌ମେଲ୍‌ କରିବା କଥା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଝିଅଟିର ତାଙ୍କ ପ୍ରେମିକ ସହ ଥିବା ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରଖି ବ୍ୟକ୍ତି ଜଣକ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆରେ ଜଙ୍ଗଲ ନିଆଁ ନେଲାଣି ୫୦ କୋଟି ବନ୍ୟଜନ୍ତୁଙ୍କ ଜୀବନ, ଭାରତ ଗସ୍ତ ରଦ୍ଦ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଅଷ୍ଟ୍ରେଲିଆର ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି | ଅଷ୍ଟ୍ରେଲିଆ ସରକାର ତୃତୀୟ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି | ଜଙ୍ଗଲ ଆଖପାଖ ଅଂଚଳରେ ରହୁଥିବା ଲୋକମାନେ ଏବେ ସଙ୍କଟଜନକ ସ୍ଥିତିକୁ ଆସିଯାଇଛନ୍ତି | ଗରମ ପବନ ସାଙ୍ଗକୁ ବିଷାକ୍ତ ଧୂଆଁ ଏବେ ସାରା…
ଅଧିକ ଖବର ଦେଖନ୍ତୁ...

ବିଗ୍‌ବସ୍‌ରେ ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କକୁ ନେଇ କଥା ହେଲେ ପ୍ରତିଯୋଗୀ, ଇଣ୍ଟରନେଟ୍‌ରେ ଛାଇଲା ଭିଡିଓ

ନୂଆଦିଲ୍ଳୀ: ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ସୋ’ ବିଗବସର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁରହିଛି । ଏହି ସୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡ଼ା କରୁଥିବା କିମ୍ବା ପରସ୍ପର ବିରୋଧରେ ଗପୁଥିବାର ହିଁ ଶୁଣିବାକୁ ମିଳିଥାଏ । କିଛି ଦିନ ତଳେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

କୁହୁଡି ପାଇଁ ୭ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା ସମେତ ୭ଟି ଜିଲ୍ଲାକୁ କୁହୁଡି ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ…
ଅଧିକ ଖବର ଦେଖନ୍ତୁ...

ରାଜକୋଟ ଓ ଅହମ୍ମଦାବାଦ୍‌ର ଶିଶୁ ମୃତ୍ୟୁକୁ ନେଇ ପଚରା ଯାଇଥିବା ପ୍ରଶ୍ନକୁ ଏଡ଼େଇ ଚାଲିଗଲେ ମୁଖ୍ୟମନ୍ତ୍ରୀ ରୁପାନି

ଅହମ୍ମଦାବାଦ୍‌: ଗୁଜୁରାଟରେ ଗତ କିଛି ଦିନ ଭିତରେ ମାତ୍ରାଧିକ ଶିଶୁ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଏ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କୁ ରବିବାର ଏକ ପ୍ରଶ୍ନ ପଚରାଯାଇଥିଲେ ବି ସେ ତାହାର ଉତ୍ତର ନଦେଇ ଏଡ଼େଇ ଯିବା କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ସେ ପ୍ରଶ୍ନର ଉତ୍ତର ନଦେଇ ବାଟ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ନେତୃତ୍ୱରେ ହେବ ଦିଲ୍ଲୀରେ ସରକାର: ଅମିତ ଶାହା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ଅଣ୍ଟା ଭିଡିଛି | ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଦିନ ବୁଥ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ରକୂଳକୁ ବୁଲିବାକୁ ଆସି ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଧରାପଡ଼ିଲେ ପର୍ଯ୍ୟଟକ

ନୂଆଦିଲ୍ଲୀ: ସମୁଦ୍ରକୂଳରେ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ଦୁଇ ପର୍ଯ୍ୟଟକଙ୍କୁ ପୁଲିସ ଗିରଫ କରିଛି। ଏଭଳି ଏକ ଘଟଣା ଥାଇଲାଣ୍ଡ ପଟାୟା ସମୁଦ୍ର କୂଳରେ ଘଟିଥିବା ଜଣାପଡ଼ିଛି। ଗିରଫ ଦୁଇ ପର୍ଯ୍ୟଟକଙ୍କ ନାମ ରୋମନ୍‌ ଗ୍ରେଗୋରେନକୋ(୨୬ ବର୍ଷ) ଓ ଡରିଆ ବିନୋଗ୍ରାଦୋବା(୧୯) ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

‌ଜେଲ୍‌ ଗଲେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ବର : ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍‌ସ ଅଧିକାରୀଙ୍କ ହାତରେ ଧରାପଡ଼ିଥିବା ଆଇଏଏସ୍‌ ଅଫିସର ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ରବିବାର ଜେଲ୍‌ ପଠାଯାଇଛି। ନିଲମ୍ବିତ ଆଇଏଏସ୍ ବିଜୟ କେତନଙ୍କ ଜାମିନ ଆବେଦନକୁ ଖାରଜ କରି ‌ଅଦାଲତ ତାଙ୍କୁ ୧୪ ଦିନ ପାଇଁ ବିଚାର…
ଅଧିକ ଖବର ଦେଖନ୍ତୁ...

ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ?

ଭୁବନେଶ୍ବର: ୨୦୨୦ରେ ଦର୍ଶକ ସେମାନଙ୍କର ପ୍ରିୟ ନାୟକ, ନାୟିକାଙ୍କୁ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ବୋଲି ଆଶା ରଖିଛନ୍ତି। ଏବର୍ଷ କେଉଁ ନାୟକଙ୍କର କେତୋଟି ଓଡ଼ିଆ ସିନେମା ମୁକ୍ତିଲାଭ କରିବ,ତାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହା ଜଣାପଡ଼ୁଛି ୨୦୨୦ରେ ଓଲିଉଡର ଲୋକପ୍ରିୟ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ମୁମ୍ବାଇରେ ୭.୪ ପ୍ରତିଶତ ଆତ୍ମହତ୍ୟା ବୃଦ୍ଧି

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଆତ୍ମହତ୍ୟା ବଢ଼ିଥିବା ନେଇ ସୂଚନା ମିଳିଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ୭.୪ ପ୍ରତିଶତ ଆତ୍ମହତ୍ୟା ବଢ଼ିଛି । ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟରେ ଏହା ପ୍ରକାଶ ପାଇଛି। ଭିନ୍ନ କାରଣରୁ ଲୋକେ ମାନସିକ ଚାପର ଶିକାର ହୋଇ…
ଅଧିକ ଖବର ଦେଖନ୍ତୁ...