Daily Archives

January 14, 2020

ପୁରୀରେ ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୫ ନିଶା ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ପୁରୀ: ଅବକାରୀ ବିଭାଗ ରାତ୍ରୀକାଳୀନ ଚଢ଼ାଉ ସମୟରେ ବିଷେଶ୍ୱର ଲୋନ୍‌ସ୍ଥିତ ନରେନ୍ଦ୍ର କୋଣରୁ ୧୦୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏଥି ସହ ଅବକାରୀ ବିଭାଗର କର୍ମଚାରୀମାନେ ଏହି ନିଶା କାରବାର ସହ ଜଡ଼ିତ ୫ ଜଣ…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ର ମାୟା; ରିଭଲଭର ଧରି ନିଜର ଭିଡିଓ ସୁଟିଂ କରୁଥିବା ବେଳେ ଫୁଟିଗଲା ରିଭଲଭର, ଚାଲିଗଲା ଯୁବକଙ୍କ…

ବରେଲୀ: ଉତ୍ତରପ୍ରଦେଶର ବରେଲୀରେ ଆଜି ଘଟି ଯାଇଛି ଏକ ଅଘଟଣ। ମୋବାଇଲ ଭିଡିଓ ଆପ୍‌ ଟିକ୍‌ଟକ୍‌ର ମାୟାରେ ବାୟା ହୋଇ ଯାଇଥିବା ଜଣେ ଯୁବକ ଗୋଟିଏ ରିଭଲଭରକୁ ହାତରେ ଧରି ନିଜର ଭିଡିଓ ସୁଟିଂ କରୁଥିବା କାଳରେ ରିଭଲଭରଟି ଅଚାନକ ଫୁଟିଯିବା କାରଣରୁ ଗୁଳିବିଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀରରେ ହିମସ୍ଖଳନ, ୫ ସୈନିକଙ୍କ ସମେତ ୧୦ ନିହତ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀରରେ ଆଜି ପୃଥକ ପୃଥକ ହିମସ୍ଖଳନରେ ମୋଟ ୪ ଜଣ ସେନା ଯବାନ, ଜଣେ ବିଏସଏଫ ଯବାନ ଓ ୫ ଜଣ ସାଧାରଣ ଲୋକ ନିହତ ହୋଇଥିବା ଖବର ହସ୍ତଗତ ହୋଇଛି । କୁପଓ୍ଵାଡ଼ା ଜିଲ୍ଲାର ମିଚିଲ ସେକ୍ଟରରେ ହିମ୍ମସ୍ଖଳନ ହୋଇ ୪ ସେନା ଯବାନ ସହିଦ ହୋଇଥିବାବେଳେ ଆଉ ଜଣେ ଯବାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ମକର : ରଙ୍ଗବେରଙ୍ଗ ଗୁଡ଼ିରେ ଭରିବ ଆକାଶ, ଡିଜାଇନ୍ ଗୁଡ଼ିର ଚାହିଦା ଥିବା‌ ବେଳେ ମାଞ୍ଜାଦିଆ ସୂତା ବିକ୍ରି…

କଟକ: ରାତି ପାହିଲେ ମକର ସଂକ୍ରାନ୍ତି । କଟକବାସୀ ନଈପଠାରେ ଗୁଡ଼ି ଉଡାଇବାକୁ ସଜବାଜ ହୋଇଗଲେଣି।  ଏଥିପାଇଁ କଟକରେ ଜମିଛି ଗୁଡି ବ୍ୟବସାୟ । ବଜାରରେ ଦେଖିବାକୁ ମିଳୁଛି ବିଭିନ୍ନ କିସମର ରଙ୍ଗବେରଙ୍ଗର ଜରି ଗୁଡି । ଗୁଡ଼ିରେ ଲେଖାଥିବା ଶବ୍ଦ ଓ ବାକ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ବୋଲି…
ଅଧିକ ଖବର ଦେଖନ୍ତୁ...

ରାଜକ୍ଷମା ଆବେଦନ କଲା ନିର୍ଭୟା ମାମଲାର ଦୋଷୀ ମୁକେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇବାକୁ ଯାଉଥିବା ମୁକେଶ ରାଜକ୍ଷମା ଆବେଦନ କରିଛି । ତିହାର ଜେଲ କର୍ତ୍ତୃପକ୍ଷ ଜରିଆରେ ସେ ଏହି ରାଜକ୍ଷମା ଆବେଦନ କରିଛି । ଆସନ୍ତା ୨୨ ତାରିଖରେ ମୁକେଶ ସମେତ ଅନ୍ୟ ୩ ଜଣଙ୍କୁ ଫାଶୀ ଦଣ୍ଡ ଦିଆଯିବ । ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ୫-ଟି ଛାଟ: ମାଲକାନଗିରି ଡିଏସଡବ୍ଲ୍ୟୁଓ ଓ ସିଡିପିଓ ନିଲମ୍ବିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ଏବଂ ମାଲକାନଗିରି ସମନ୍ଵିତ ଶିଶୁ ବିକାଶ ଅଧିକାରୀ ବିପୁଳା ସର୍ଦ୍ଦାରଙ୍କ ଉପରେ ରାଜ୍ୟ ସରକାରଙ୍କର ୫-ଟି ଛାଟ ପଡିଛି। ନିଲମ୍ବନ ପୂର୍ବରୁ ଜିଲ୍ଲାପାଳ ଏହି ଦୁଇ ଅଧିକାରଙ୍କର ସମସ୍ତ ଦୁର୍ନୀତିକୁ ନେଇ ତଦନ୍ତ…
ଅଧିକ ଖବର ଦେଖନ୍ତୁ...

ଇ-କମର୍ସ ପୋର୍ଟାଲରେ ୨୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କଲେ ଆଉ ଦରକାର ପଡ଼ିବ ନାହିଁ ଓଟିପି

ମୁମ୍ବାଇ/ ନୂଆଦିଲ୍ଲୀ: ଇ- କମର୍ସକୁ ଅଧିକ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ) ସଂପ୍ରତି ପ୍ରଚଳିତ ଥିବା ନିୟମରେ କିଛିଟା ପରିବର୍ତ୍ତନ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ଏଣିକି ଇ-କମର୍ସ ପୋର୍ଟାଲ ସାଇଟ୍‌ରୁ ଜିନିଷ କ୍ରୟ କାଳରେ ୨୦୦୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...

ସମାଧିରୁ ୧୫୦ଟି ମୃତଦେହ କାଢି ଖାଇଦେଇଥିଲେ ଦୁଇ ଭାଇ, ଘରୁ ଜବତ ହୋଇଥିଲା ମଣିଷ ମାଂସ ତରକାରୀ !

କରାଚୀ:  ବାଘ-ସିଂହ ଭଳି ବନ୍ୟଜନ୍ତୁ ମଣିଷଙ୍କୁ ମାରି ଖାଇଥିବାର କଥା ଆପଣ ଶୁଣିଥାଇପାରନ୍ତି | ଆଦିମ ଯୁଗରେ ମଧ୍ୟ ମଣିଷ, ମଣିଷର ମାଂସ ଖାଉଥିବା କଥା ବି ଆପଣ ବହିରେ ପଢ଼ିଥିବେ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଦୁଇଜଣ ଭାଇଙ୍କ କଥା କହିବୁ ଯେଉଁମାନେ ପାଖାପାଖି ୧୫୦ଟି ମୃତଦେହକୁ ସମାଧିରୁ…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପରେ ରାସ୍ତାକୁ ଓହ୍ଲାଇବ ବଜାଜ୍ ଚେତକ : ପେଟ୍ରୋଲ ନୁହେଁ ବ୍ୟାଟେରିରେ ଚାଲିବ, ୭୦ହଜାର କିଲୋମିଟର ପରେ ବଦଳିବ…

ମୁମ୍ବାଇ : ୧୪ ବର୍ଷର  ବ୍ୟବଧାନ ପ‌ରେ ପୁଣି ରାସ୍ତାକୁ ଫେରୁଛି ଲୋକପ୍ରିୟ ସ୍କୁଟର ଚେତକ । ନୂଆ ଟେକ୍ନଲଜିରେ ତିଆରି ଚେତକ ବଜାରକୁ ପ୍ରବେଶ କରୁଛି । ପେଟ୍ରୋଲ ନୁହେଁ ବ୍ୟାଟେରି  ଚାର୍ଜ କଲେ ଚାଲିବ ଚେତକ । ବଜାଜ କମ୍ପାନି ୧୪ ବର୍ଷ ପରେ ଚେତକର ଏହି ନୂଆ ସ୍କୁଟର ଇଲେକଟ୍ରିକ ଭର୍ସନର…
ଅଧିକ ଖବର ଦେଖନ୍ତୁ...