Daily Archives

January 19, 2020

ସେନା ଶିବିର ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ: ୮୦ଯବାନଙ୍କ ମୃତ୍ୟୁ

ଦୁବାଇ: ୟେମେନର ମରିବରେ ଥିବା ସେନା ଶିବିର ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣରେ ୮୦ରୁ ଅଧିକ ଯବାନଙ୍କର ରବିବାର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିବା ୟେମେନର ସେନା ସୂଚନା ଦେଇଛନ୍ତି। ମରିବରେ ସେନା ଶିବିର ଭିତରେ ଥିବା ଏକ ମସଜିଦ ଉପରେ ହୋଇଥିବା ଏହି ଆକ୍ରମଣ ପଛରେ ଇରାନ…
ଅଧିକ ଖବର ଦେଖନ୍ତୁ...

ଏଣିିକି ୨୪ ଘଣ୍ଟା ଖୋଲା ରହିବ ମଲ୍‌,ପବ୍‌, ରୋସ୍ତୋରାଁ ଓ ଦୋକାନ

ମୁମ୍ବାଇ: ସହରରେ ଥିବା ମଲଗୁଡ଼ିକ ରାତି ୧୦ଟା ଭିତରେ ବନ୍ଦ ହୋଇଯିବାର ନିୟମ ରହିଛି। ଅନେକ ସମୟରେ ଦେଖାଯାଏ ଗ୍ରାହକମାନେ ମଲରେ ଜିନିଷପତ୍ର କିଣିବାରେ ଏତେ ଭୋଳ ହୋଇଯାଇଥାଆନ୍ତି ଯେ ମଲ ବନ୍ଦ ହେବା ସମୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ଏଭଳି କ୍ଷେତ୍ରରେ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର…
ଅଧିକ ଖବର ଦେଖନ୍ତୁ...

ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବରେ ବିଚଳିତ ହୋଇ ଇମ୍ରାନ୍‌ ଖାନ୍‌ କହିଲେ; ଆଉ ଏବେ ଚୁପ୍‌ ବସିବୁ ନାହିଁ, ଦେବୁ…

ନୂଆଦିଲ୍ଲୀ:  ନିଜ ଭୁଲ ସୁଧାରିବା ବଦଳରେ ଭାରତକୁ ଧମକ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ଆଜି ଟୁଇଟ୍ ଜରିଆରେ ସେ ଭାରତକୁ ପାଲଟା ଆକ୍ରମଣ କରିବାର ଧମକ ଦେଇଛନ୍ତି। ଟୁଇଟ୍ କରି ଲେଖିଛନ୍ତି, ମୁଁ ଭାରତ ଓ ବିଶ୍ୱସମୁଦାୟକୁ ଜଣାଇ ଦେବାକୁ ଚାହୁଁଛି, ଏଲଓସିରେ ଭାରତ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ଶବାନା ଆଜମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏପରି ରହିଛି

ନୂଆଦିଲ୍ଲୀ: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌-ୱେରେ ଗତ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଅଶୀ ଦଶକର ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ ଆହତ ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଦୁଃଖୀ କରି ଦେଇଥିଲା। ଏହି ଦୁର୍ଘଟଣା ପରେ ଶବାନା ଆଜମୀଙ୍କୁ ନଭି ମୁମ୍ବାଇର ଏମ୍‌ଜିଏମ୍‌…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ମାସରେ ୧୨ଦିନ ବନ୍ଦ ରହିବ ବ୍ୟାଙ୍କ!

ନୂଆଦିଲ୍ଲୀ: ଆସନ୍ତା ମାସ (ଫେବ୍ରୁଆରି)ରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିପାରେ । ଏଭଳି ପରିସ୍ଥିତିରେ ଆପଣଙ୍କ ଦୈନନ୍ଦିନ ଜୀବନରେ ବ୍ୟାଙ୍କ ବନ୍ଦର ସିଧା ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ତେବେ ବ୍ୟାଙ୍କଗୁଡ଼ିକର ଦୀର୍ଘ ଦିନ ଧରି ଧର୍ମଘଟ ଏବଂ ରାଷ୍ଟ୍ରୀୟ ଅବକାଶ କାରଣରୁ ବ୍ୟାଙ୍କ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ନାବାଳିକାର ମୃତଦେହ ପରିତ୍ୟକ୍ତ ପୋଖରୀରୁ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ଭଦ୍ରକ: ନିଖୋଜ ଥିବା ଜନୈକା ନାବାଳିକାର ମୃତଦେହକୁ ପୁଲିସ ଆଜି ଟ୍ରେନ୍‌ ଲାଇନ୍‌ ନିକଟରେ ଥିବା ଏକ ପରିତ୍ୟକ୍ତ ପୋଖରୀ ମଧ୍ୟରୁ ଉଦ୍ଧାର କରିଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଗାଁରୁ ନାବାଳିକା ଲିଜା ବେହେରା ୪ ଦିନ ପୂର୍ବରୁ ନିଖୋଜ ଥିଲେ। ପୁଲିସ ଆଜି ଲିଜାର ମୃତଦେହକୁ ଚରମ୍ପା…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦: ମୋବାଇଲ୍‌ ଫୋନ୍‌ରେ ରହିଛି ଆକର୍ଷଣୀୟ ଅଫର୍‌

ନୂଆଦିଲ୍ଲୀ: ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦ର ଶୁଭାରମ୍ଭ ହୋଇସାରିଛି। ଚଳିତ ବର୍ଷ ଏହି ସେଲ୍‌ ଜାନୁଆରି ୨୨, ୨୦୨୦ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏହି ସେଲ୍‌ରେ ମୋବାଇଲ୍‌ ଫୋନ୍‌, ଲାପଟପ୍‌, ଟିଭି ଆଦିରେ ଭଲ ଅଫର୍‌ ମିଳୁଥିବା ଜଣା ପଡ଼ିଛି। ଗ୍ରେଟ୍‌ ଇଣ୍ଡିଆନ୍‌ ସେଲ୍‌ ୨୦୨୦…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦାଙ୍କ ପାଉଁଶ ବି ପାଇଲାନି ଓଡ଼ିଶା

ସୁନନ୍ଦା ପଟ୍ଟନାୟକ ଚାଲିଗଲେ। ତୀବ୍ର ଅଭିମାନରେ। କ୍ଷୋଭରେ। କୋଲକାତାର ନିମତଲା ଘାଟରେ ତୁରନ୍ତ ତାଙ୍କର ଶବଦାହ କରିଦିଆଗଲା। ମୁଠାଏ ପାଉଁଶ ବି ପାଇଲାନି ଓଡ଼ିଶା। ଏହା ମୁଁ ଲେଖୁଚି ଗଭୀର ବେଦନାରେ। କାରଣ ସେ ଥିଲେ ଓଡ଼ିଶା ବାହାରେ ଓଡ଼ିଶାର ସ୍ବର। କିନ୍ତୁ ନିଜର ସେଇ କନ୍ୟାଟିକୁ ଶେଷଯାଏ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ ଦିନିକିଆ: ଭାରତକୁ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଅଷ୍ଟ୍ରେଲିଆ, ସ୍ମିଥ୍‌ଙ୍କ ବିସ୍ଫୋରକ ଶତକ, ସାମି ନେଲେ…

ବେଙ୍ଗାଲୁରୁ: ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲାରେ ଭାରତକୁ ୨୮୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି। ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌…
ଅଧିକ ଖବର ଦେଖନ୍ତୁ...

ବିୟୁଟି ପାର୍ଲର ଆଢ଼ୁଆଳ‌ରେ ଚାଲୁଥିଲା ସେକ୍ସ ରାକେଟ୍, ୧୭ଜଣଙ୍କୁ ଗିରଫ କଲା ପୁଲିସ

କୋଲକାତା: ପଶ୍ଚିମବଙ୍ଗର ଦୁର୍ଗାପୁର ସହରର‌େ ଚାଲୁଥିବା ସେକ୍ସ ରାକେଟକୁ ଠାବ କରିଛି ପୁଲିସ। ବିୟୁଟି ପାର୍ଲର ଆଢ଼ୁଆଳ‌ରେ ସେକ୍ସ ରାକେଟ ଚାଲୁଥିବା ଜାଣି ସେଠାରେ ପହଞ୍ଚିବା ପରେ ପୁଲିସ ୧୬ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ଦୁର୍ଗାପୁର ସହରରେ ଏକ ହନିଟ୍ରାପ୍ ସକ୍ରିୟ ଥିବାର ସୂଚନା…
ଅଧିକ ଖବର ଦେଖନ୍ତୁ...