Daily Archives

January 19, 2020

ଘର ଭିତରେ ପଶି ଛାତ୍ରୀଙ୍କ ବହିପତ୍ର ଜାଳି ହତ୍ୟା ଧମକ ଦେଲେ ଦୁର୍ବୃତ୍ତ

ରାୟଗଡ଼ା: ରାୟଗଡ଼ା ଚାନ୍ଦିଲି ଥାନା ଅନ୍ତର୍ଗତ ସିଙ୍ଗାପୁର ରୋଡ୍‌ ଅଞ୍ଚଳରେ ତିନିଜଣ ଦୁର୍ବୃତ୍ତ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବହିପତ୍ର ପୋଡ଼ି ଦେବା ସହ ଛୁରା ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଇ ଯାଇଛନ୍ତି। ଆଗକୁ ଦଶମ ପରୀକ୍ଷା ଥିବା ବେଳେ ବର୍ଷକର ପାଠ୍ୟପୁସ୍ତକ ଓ ପରିଶ୍ରମ କରି ତିଆରି…
ଅଧିକ ଖବର ଦେଖନ୍ତୁ...

ପରିବାରକୁ ଉପାସ ରଖି, ବକେୟା ବିଦ୍ୟୁତ ବିଲ ଭରଣା କଲେ !

ଭଦ୍ରକ: ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ ଉପଭୋକ୍ତାଙ୍କ ଲାଇନ କଟାଯିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ଏହି ନିଷ୍ପତ୍ତି ଆସିବା ପରେ ଏବେ ବିଦ୍ୟୁତ ବିଲ ଭରିବା ପାଇଁ ସେସୁ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଜଣେ ଅସହାୟ ବ୍ୟକ୍ତି କାର୍ତିକ ନାଥ ଦୁଇ…
ଅଧିକ ଖବର ଦେଖନ୍ତୁ...

ହାଜତ ଭିତରେ ପଡିଲା ହାତଗଣ୍ଠି, ଦୁଷ୍କର୍ମକାରୀ ପାଲଟିଲା ବର

କରଞ୍ଜିଆ: ଅପହରଣ ପରେ ଦୁଷ୍କର୍ମକାରୀ ପାଲଟିଲା ବର । ହାଜତ ଭିତରେ ପଡିଲା ହାତଗଣ୍ଠି । ଏପରି ଏକ ଘଟଣା ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଅଭିଯୋଗ ଆଣିଥିବା ଯୁବତୀଙ୍କ ସହ ଜେଲ ଭିତରେ ଯୁବକଙ୍କ ବାହାଘର ହୋଇଛି । ଦୁଷ୍କର୍ମ ଅଭିଯୋଗ ଆସିବାର ୧୦ ମାସ ପରେ ଏପରି ଏକ ବିବାହ…
ଅଧିକ ଖବର ଦେଖନ୍ତୁ...

ଜାଲିକାଟ୍ଟୁ : ୫ଦିନରେ ପ୍ରାଣ ହରାଇଲେଣି ୫ଯୁବକ

ମଦୁରାଇ: ତାମିଲନାଡୁର ମଦୁରାଇରେ ଜାନୁଆରି ୧୫ ତାରିଖରେ ଆରମ୍ଭ ହୋଇଥିଲା ପାରମ୍ପରିକ ପର୍ବ ଜାଲିକାଟ୍ଟୁ। ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୫୫ଜଣ ଆହତ ହୋଇଥିବା ନେଇ ଖବର ମିଳିିଥିବା ବେଳେ ୫ଦିନ ମଧ୍ୟରେ ୫ଜଣ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଶନିବାର  ତ୍ରିଚିରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟପରାଗ ଦେଖିବା ମହଙ୍ଗା ପଡ଼ିଲା; ୧୫ଜଣ ପିଲାଙ୍କର ଖରାପ ହୋଇଗଲା ଆଖି

ଜୟପୁର: ସୂର୍ଯ୍ୟପରାଗ ସମୟରେ ଘରର ବଡ଼ଲୋକମାନେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ କରିଥାଆନ୍ତି। କାରଣ ଏହି ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିଲେ ଆଖି ଖରାପ ହୋଇଯିବାର ଅନେକ ସମ୍ଭାବନା ଥାଏ ବୋଲି ସେମାନେ କହିଥାଆନ୍ତି। ଏଭଳି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ସଚିନ୍‌ ତେନ୍ଦୁଲକର ଦିବ୍ୟାଙ୍ଗ ମଡ୍ଡାରାମଙ୍କୁ ପଠାଇଲେ ଏହି ସ୍ୱତନ୍ତ୍ର ଉପହାର

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ନୂଆବର୍ଷ ଅବସରରେ ଏକ ପ୍ରେରଣାଦାୟକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ମଡ୍ଡାରାମ କଓ୍ଵାସି ନାମକ ଜଣେ ବାଳକ ଦିବ୍ୟାଙ୍ଗ ହୋଇ ବି କିଭଳି ସୁନ୍ଦର ଭାବେ କ୍ରିକେଟ ଖେଳି ପାରୁଛନ୍ତି ତାହା ଦେଖିବାକୁ ମିଳିଥିଲା। ଜାନୁଆରି ୧୮ ତାରିଖ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ପୂବର୍ରୁ ଆପ୍ ଆଣିଲା ଗ୍ୟାରେଣ୍ଟି କାର୍ଡ, ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦେଲେ ୧୦ଟି ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆମ ଆଦମୀ ପାର୍ଟିି 'କେଜ୍ରିୱାଲ କି ୧୦ଗ୍ୟା‌ରେଣ୍ଟି' ଜାରି କରିଛି। ଏହାକୁ ଜାରି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି, ମୋ ତରଫରୁ ଦିଲ୍ଲୀର ଜନତାମାନଙ୍କୁ ୧୦ଟି ଗ୍ୟାରେଣ୍ଟି ଦିଆଯାଉଛି।…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା ଭାରତ ଅଷ୍ଟ୍ରେଲିଆ ଶେଷ ଦିନିକିଆ: ଉଭୟ ଦଳ ପାଇଁ କର ବା ମର

ବାଙ୍ଗାଲୋର: ବାଙ୍ଗାଲୋରର ଚିନ୍ନାସ୍ୱାମୀ ପଡିଆରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ନିର୍ଣ୍ଣାୟକ ମୁକାବିଲା । ଟସ୍ ଜିତି ଭ୍ରମଣକାରୀ ଅଷ୍ଟ୍ରେଲିଆ ଟିମ୍ ପ୍ରଥମେ ବ୍ୟାଟିଂ କରୁଛି । ଟିମ ଇଣ୍ଡିଆକୁ ପ୍ରଥମ ସଫଳତା ଦେଇଛନ୍ତି ମହମ୍ମଦ ସାମି । ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟସମ୍ୟାନ୍ ଡେଭିଡ…
ଅଧିକ ଖବର ଦେଖନ୍ତୁ...

ସୋରରେ ଚାଞ୍ଚଲ୍ୟ, ଫାଇନାନ୍ସ୍ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ଲୁଟେରା

ସୋର: ଦିନ ଦି’ପହରେ ଦୁଇଜଣ ଫାଇନାନ୍ସ୍ କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଭିମେଇ ଛକ ନିକଟରେ । ଏକ ଘରୋଇ ଫାଇନାନ୍ସ୍…
ଅଧିକ ଖବର ଦେଖନ୍ତୁ...

ଠିକା କର୍ମଚାରୀଙ୍କୁ ଇପିଏଫ୍‌ରୁ ବଞ୍ଚିତ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଠିକା କର୍ମଚାରୀଙ୍କୁ ଏମ୍ପ୍ଲୟିଜ୍‌ ପ୍ରୋଭିଡେଣ୍ଟ ଫଣ୍ଡ (ଇପିଏଫ) ଲାଭରୁ ବଞ୍ଚିତ କରାଯାଇ ପାରିବ ନାହିଁ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି। ସରକାରୀ କମ୍ପାନିର ଠିକା କର୍ମାଚାରୀ ଇପିଏଫ୍‌ର ହକଦାର ଅଟନ୍ତି ବୋଲି କୋର୍ଟ କହିଛନ୍ତି। ନିୟମିତ…
ଅଧିକ ଖବର ଦେଖନ୍ତୁ...