Daily Archives

January 25, 2020

ଲୋକମାନେ ଗଣତନ୍ତ୍ରର ମୁଖ୍ୟ ଶକ୍ତି : ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ଲୋକମାନେ ହେଉଛନ୍ତି ଆମ ଗଣତନ୍ତ୍ରର ମୁଖ୍ୟ ଶକ୍ତି । ଲୋକମାନେ ଆମ ଗଣତନ୍ତ୍ରର ମୁଖ୍ୟ ମୂଲ୍ୟବୋଧ ବିବିଧତା ଓ ସମାନତାକୁ ରକ୍ଷା କରିବା ଆବଶ୍ୟକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ୭୧ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ସେ…
ଅଧିକ ଖବର ଦେଖନ୍ତୁ...

ମାଛ ପେଟରୁ ବାହାରିଲା ପୁଳା ପୁଲା ପ୍ଲାଷ୍ଟିକ୍‌ ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମନୁଷ୍ୟ ପୃଥିବୀକୁ ନଷ୍ଟ କରି ସାରିଲାଣି ବୋଲି କହିଲେ କିଛି ଭୁଲ ହେବ ନାହିଁ। ଏଭଳି ସ୍ଥିତି ଜାରି ରହିବା ଆଦୌ ସ୍ୱାସ୍ଥ୍ୟକର ନୁହେଁ ବୋଲି କୁହାଯାଉଛି। ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଏହି କଥାର ପ୍ରମାଣ ଦେଖିବାକୁ ମିଳୁଛି। ଟୁଇଟର…
ଅଧିକ ଖବର ଦେଖନ୍ତୁ...

୬ ମାସ ହେଲା ଗୃହବନ୍ଦୀ ଥିବା ଓମର ଅବଦୁଲ୍ଲାଙ୍କୁ ଚିହ୍ନି ହେଉନାହିଁ, ସୋସିଆଲ ମିଡିଆରେ ଭାଇରାଲ ହେଲା ତାଙ୍କର ଏହି ଫଟୋ

ନୂଆଦିଲ୍ଲୀ : ଗତ ୬ ମାସ ହେଲା ଗୃହବନ୍ଦୀଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ଏକ ନୂଆ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କ ମୁହଁରେ ଦାଢି ବଢିଯିବା ସହ ସେ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି । କିନ୍ତୁ ଏହା ସତ୍ତ୍ୱେ ସେ ହସୁଥିବା ଦେଖାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ସାଧାରଣ ନିର୍ବାଚନ ସୁପରିଚାଳନା ଲାଗି ରାଷ୍ଟ୍ରପତିଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲେ ସୁରେନ୍ଦ୍ର କୁମାର

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ ପାଇଁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବର୍ତମାନର ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ଭାରତୀୟ ନିର୍ବାଚନ କମିସନ ଜାତୀୟ ପୁରସ୍କାର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

କୋରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଚୀନରେ ଥିବା ପ୍ରଥମ ଭାରତୀୟ ମହିଳା, ଚିକିତ୍ସା ପାଇଁ ଦରକାର ୧ କୋଟି…

ନୂଆଦିଲ୍ଳୀ: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭାଇରସ୍‌ ସାରା ବିଶ୍ବରେ ବ୍ୟାପିବା‌ରେ ଲାଗିଥିବା ବେଳେ ଚୀନଠାରେ ରହୁଥିବା ପ୍ରଥମ ଭାରତୀୟ ମହିଳା ଏହି ଭାଇରସ୍‌ର ସଂକ୍ରମଣ ହୋଇଥିବା ଚିହ୍ନଟ କରାଯାଇଛି। ମହିଳାଙ୍କୁ ପୂରା ସୁସ୍ଥ କରିବା ପାଇଁ ଚିକିତ୍ସା ବାବଦରେ ଭାରତୀୟ ମୁଦ୍ରାରେ ୧…
ଅଧିକ ଖବର ଦେଖନ୍ତୁ...

ରୋଗୀ ନେବା ବାହାନା: ଆମ୍ବୁଲାନସରୁ ୮୦ କିଲୋ ଗଂଜେଇ ଜବତ, ଚାଳକ ଗିରଫ

ଫୁଲବାଣୀ: ଆମ୍ବୁଲାନସରେ ରୋଗୀ ନେବା ବଦଳରେ ଗଂଜେଇ ଚାଲାଣ ହେଉଛି। କନ୍ଧମାଳରୁ ଭୁବନେଶ୍ୱରକୁ ଆମ୍ବୁଲାନସରେ ଗଂଜେଇ ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସ ଅତର୍କିତ ଚଢ଼ାଉ କରି ସେଥିରୁ ୨ ବସ୍ତା ଗଂଜେଇ ଜବତ କରିଛି। ଜବତ ଗଞ୍ଜେଇର ଓଜନ ୮୨ କିଲୋ ବୋଲି ପୁଲିସ କହିଛି। ରୋଗୀ ନେବା ବାହାନା…
ଅଧିକ ଖବର ଦେଖନ୍ତୁ...

ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତଲହରୀ ଜାରି, ୨୮ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରବିବାର ସାଧାରଣତନ୍ତ୍ର ଦିବସରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନୁଗୁଳ,ଝାରସୁଗୁଡ଼ା, ସୋନପୁର,ବଲାଙ୍ଗୀର, ଦେଓଗଡ଼ ଜିଲ୍ଲାରେ ଶୀତ ଅନୁଭୂତ ହେବ । ଅନ୍ୟ ଜିଲ୍ଲାଗୁଡ଼ିକରେ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଭାରତୀୟ ପାଣିପାଗ ପକ୍ଷରୁ କୁହାଯାଇଛି । କେତେକ ଜିଲ୍ଲାରେ ଘନ…
ଅଧିକ ଖବର ଦେଖନ୍ତୁ...

ଭୁଶୁଡ଼ି ପଡ଼ିଲା କୋଚିଂ ସେଣ୍ଟର ଛାତ: ୫ ଛାତ୍ରଛାତ୍ରୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ଏକ କୋଚିଂ ସେଣ୍ଟର ଛାତ ହଠାତ ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ପାଖାପାଖି ୧୦ରୁ ଊର୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଗୋକଲପୁର ଭଜନପୁରା ଅଞ୍ଚଳରେ ଏକ କୋଚିଂ…
ଅଧିକ ଖବର ଦେଖନ୍ତୁ...

ସିଏଏକୁ ରଦ୍ଦ କରିବା ପାଇଁଁ ରାଜସ୍ଥାନ ବିଧାନସଭାରେ ଗୃହୀତ ହେଲା ପ୍ରସ୍ତାବ

ଜୟପୁର: ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ରଦ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ବାନ କରି ରାଜସ୍ଥାନ ବିଧାନସଭା ଶନିବାର ଏକ ପ୍ରସ୍ତାବ ଗୃହୀତ କରିଛି। ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନରେ ଏହି ପ୍ରସ୍ତାବ ଗୃହୀତ ହୋଇଛି। ଶାସକ ଦଳ କ‌ଂଗ୍ରେସ ସିଏଏ ପ୍ରତ୍ୟାହାର  ପାଇଁ ଦାବି…
ଅଧିକ ଖବର ଦେଖନ୍ତୁ...

‘କରୋନା ଭାଇରସ’ ପାଇଁ ଆଡ଼ଭାଇଜରି ଜାରି କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ: ବିଭିନ୍ନ ହସ୍ପିଟାଲ୍, ବିମାନ ବନ୍ଦର ଓ…

ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇ କ୍ରମଶଃ ଅନ୍ୟ ଦେଶକୁ ବ୍ୟାପୁଥିବା ‘କରୋନା ଭାଇରସ’ ସଂକ୍ରମଣ ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ ଓ ମୁକାବିଲା ନେଇ…
ଅଧିକ ଖବର ଦେଖନ୍ତୁ...