Daily Archives

January 27, 2020

ମାରୁତି ସୁଜୁକି ଲଞ୍ଚ କଲା ଅଲଟୋ-୨୦୨୦, ୩୧ କିଲୋମିଟରର ମାଇଲେଜ ଦେବ ଏହି କାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଏହାର ଲୋକପ୍ରିୟ କାର ଅଲଟୋର ନୂଆ ଭର୍ସନକୁ ଲଞ୍ଚ କରିଛି | ଅଲଟୋର ଏସ-ସିଏନଜି ଭାରିଆଣ୍ଟର ଦୁଇଟି ମଡେଲକୁ ଲଞ୍ଚ କରିଛି | ଏହି କାରରେ ବିଏସ-୬ ଇଂଜିନ ଦିଆଯାଇଥିବା ବେଳେ କିଲୋଗ୍ରାମ ପିଛା ଏହା ୩୧.୫୯ କିଲୋମିଟରର…
ଅଧିକ ଖବର ଦେଖନ୍ତୁ...

କୌଣସି ବି କାମ ଛୋଟ ନୁହେଁ; ଜଳଖିଆ ଦୋକାନ କରି ଚର୍ଚ୍ଚା ପାଲଟିଲେ ଜାତୀୟ ସ୍ତରୀୟ ବେସବଲ ଓ କ୍ରିକେଟ ଖେଳାଳି

ଭୁବନେଶ୍ବର: ଅର୍ଥ ଅର୍ଜନ କରିବା ପାଇଁ କେବଳ ଅଫିସ୍‌ରେ ବସିବା ଜରୁରି ନୁହେଁ। ନିଜର ଦକ୍ଷତା ଓ ଇଚ୍ଛା ଶକ୍ତି ଥିଲେ କେଉଁ ବି ଉପାୟରେ ସମ୍ମାନର ସହ ଅର୍ଥ ଉପାର୍ଜନ କରିହେବ। ଏପରି କରି ଚର୍ଚ୍ଚା ପାଲଟିଛନ୍ତି ରାଜଧାନୀ ଭୁବନେଶ୍ବରର ଦୁଇ ଯୁବତୀ। ସ୍ୱାବଲମ୍ବୀ ହେବା ପାଇଁ ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ପାଇଁ ପାରାଦୀପ ବନ୍ଦରରେ ଆଲର୍ଟ ଜାରି

ଜଗତସିଂହପୁର: କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ପାରାଦୀପ ବନ୍ଦରରେ ସୋମବାର ଆଲର୍ଟ ଜାରି କରାଯାଇଛି। ଏହାପରେ ଜଗତସିଂହପୁର  ଜିଲ୍ଲାପାଳ ଓ  ବନ୍ଦରର ମୁଖ୍ୟଚିକିତ୍ସା ଅଧିକାରୀ ପୋର୍ଟ ହସ୍ପିଟାଲକୁ ଯାଇ ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ରାଜକ୍ଷମା ଆବେଦନ ଖାରଜକୁ ବିରୋଧ କରି ନିର୍ଭୟା ଦୁଷ୍କର୍ମକାରୀ ମୁକେଶ ସିଂହ ସୁପ୍ରିମ୍‌ କୋର୍ଟରେ କରିଥିବା ମାମଲାର…

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ଅନ୍ୟତମ ନିର୍ଭୟା ଦୁଷ୍କର୍ମକାରୀ ମୁକେଶ ସିଂହର ରାଜକ୍ଷମା ଆବେଦନ ଖାରଜ ହେବା ଘଟଣାକୁ ଚାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣିକୁ ଆସନ୍ତାକାଲି କରିବେ ସୁପ୍ରିମ୍‌ କୋର୍ଟ। ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ପଠାଇଥିବା ‘ଭାରତ ସମ୍ବିଧାନ’ ଗ୍ରହଣ କଲେ ନାହିଁ ମୋଦୀ !

ନୂଆଦିଲ୍ଲୀ : ଗତ କାଲି ଗଣତନ୍ତ୍ର ଦିବସ ଉପଲକ୍ଷେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆମାଜନ ମାଧ୍ୟମରେ ପଠାଯାଇଥିବା ‘ଭାରତୀୟ ସମ୍ବିଧାନ’ ଫେରିଆସିଛି । ପ୍ରଧାନମନ୍ତ୍ରୀଙ୍କ ଅଫିସ ଏହାକୁ ଗ୍ରହଣ କରିବାକୁ ମନା କରିବାରୁ ଏହା ଫେରିଆସିଛି ବୋଲି କଂଗ୍ରେସ ଟ୍ଵିଟ କରି…
ଅଧିକ ଖବର ଦେଖନ୍ତୁ...

ନିଜ ମେକ୍‌-ଅପ୍‌ ଆର୍ଟିଷ୍ଟଙ୍କ ସଫଳତା ପାଳନ କଲେ ବିଗ୍‌ ବି ଅମିତାଭ ବଚ୍ଚନ

ମୁମ୍ବାଇ: ମେଗାଷ୍ଟାର୍‌ ଅଭିତାଭ ବଚ୍ଚନ କେବଳ ଜଣେ ଭଲ ଷ୍ଟାର ନୁହଁନ୍ତି, ବରଂ ଭଲ ମଣିଷ ବୋଲି ମଧ୍ୟ ଅନେକ ସମୟରେ ପ୍ରମାଣିତ କରିଛନ୍ତି। ସେ ନିକଟରେ ତାଙ୍କ ମେକ୍‌-ଅପ୍‌ ଆର୍ଟିଷ୍ଟଙ୍କ ସଫଳତା ପାଳନ କରିବା ସହ ଏକ ଟ୍ବିଟ୍‌ ମଧ୍ୟ କରିଛନ୍ତି। ବିଗ୍‌ ବିଙ୍କ ମେକ୍‌-ଅପ୍‌ ଆର୍ଟିଷ୍ଟଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ସାର ଆପଣଙ୍କ ବିନା ଆମେ ଅଧୁରା: ଶିକ୍ଷକଙ୍କ ଅବସରକୁ ନେଇ କାନ୍ଦିଲେ ଛାତ୍ରଛାତ୍ରୀ

ଏରସମା: କିଛି ଦିନର ଅପେକ୍ଷା, ସରିଯିବ ଚାକିରି ଜୀବନ | ସରକାରୀ କାଗଜ କଲମରେ ଆଉ ଆସିବେନି ସ୍କୁଲ, କହିବେନି ଜୀବନ ଦର୍ଶନର କଥା | ଠିକ ସେଥିପାଇଁ ତ ନିଜ ପ୍ରିୟ ଶିକ୍ଷକଙ୍କ ଅବସର ସମୟ ପାଖେଇ ଆସୁଥିବା ଜାଣି ଏବେ କାନ୍ଦୁଛନ୍ତି ଛାତ୍ରଛାତ୍ରୀ | ଗୋଟିଏ ସ୍କୁଲରେ ଚାକିରି ଆରମ୍ଭ ଆଉ ସେହି…
ଅଧିକ ଖବର ଦେଖନ୍ତୁ...

ନାଗରିକତା ଆଇନ ଭାରତର ଆଭ୍ୟନ୍ତରୀଣ ମାମଲା : ୟୁରୋପୀୟ ସଂସଦରେ ଆଲୋଚନା ପ୍ରସଙ୍ଗରେ କହିଲା ଫ୍ରାନ୍ସ

ନୂଆଦିଲ୍ଲୀ : ଭାରତର ନୂଆ ନାଗରିକତା ଆଇନ ବିରୋଧରେ ୟୁରୋପୀୟ ସଂସଦରେ ଆଲୋଚନା ପାଇଁ କେତେକ ବାମପନ୍ଥୀ ସାଂସଦ ଏକ ସଂକଳ୍ପ ଆଗତ କରିଥିବାବେଳେ ସେମାନଙ୍କର ଏହି ଉଦ୍ୟମକୁ ଏକ ବଡ଼ ଧକ୍କା ଲାଗିଛି । ୟୁରୋପୀୟ ସଂଘର ଏକ ପ୍ରଭାବଶାଳୀ ତଥା ପ୍ରତିଷ୍ଠାତା ସଦସ୍ୟ ଫ୍ରାନ୍ସ କହିଛି ଯେ ଭାରତର ନୂଆ…
ଅଧିକ ଖବର ଦେଖନ୍ତୁ...

ଜାମିନ୍‌ରେ ଆସିବା ପରେ ମା’ଙ୍କ ଆତ୍ମାର ଶାନ୍ତି ପାଇଁ ପୁଞ୍ଜିଲାଲ ଘରେ କଲେ ଗାୟତ୍ରୀ ପୂଜା

ବଲାଙ୍ଗୀର: ବଲାଙ୍ଗୀର ଜେଲରୁ ୪ ଦିନର ଜାମିନ୍‌ ନେଇ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ଗତ ଜାନୁଆରି ୨୪ରେ ବାହାରିଛନ୍ତି। ଜେଲରୁ ବାହାରିବା ପରେ ପୁଞ୍ଜିଲାଲ ମେହେର ମା’ଙ୍କ ଆତ୍ମାର ଶାନ୍ତି ପାଇଁ ଘରେ ଏକ ଗାୟତ୍ରୀ ପୂଜାର…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ଦୁଷ୍କର୍ମକାରୀ ପଓ୍ଵନ ଗୁପ୍ତାର ବାପା ଆଗତ କରିଥିବା ଆଉ ଏକ ନୂଆ ଯାଚିକାକୁ ଖାରଜ କଲେ ଦିଲ୍ଲୀର ସେସନସ୍‌…

ନୂଆଦିଲ୍ଲୀ: ଫାଶୀ ଦଣ୍ଡାଦେଶରେ ଦଣ୍ଡିତ ନିର୍ଭୟା ଦୁଷ୍କର୍ମକାରୀମାନେ ଦଣ୍ଡାଦେଶର କାର୍ଯ୍ୟକାରୀତାକୁ ଆହୁରି ବିଳମ୍ବିତ କରାଇବା ଉଦ୍ଦେଶ୍ୟରେ ଗଳାବାଟର ସୁଯୋଗ ନେଇ ଯେଉଁ ଆଇନ ଦାଓପେଞ୍ଚର ଖେଳ ଖେଳିବାକୁ ଆରମ୍ଭ କରିଥିଲେ ତାହାକୁ ଶେଷ କରିବାର ନାମ ଧରୁ ନାହାନ୍ତି। ଏହି ପରିପ୍ରେକ୍ଷୀରେ…
ଅଧିକ ଖବର ଦେଖନ୍ତୁ...