Daily Archives

February 12, 2020

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ଖର୍ଚ୍ଚ ଦୈନିକ ୧.୬୨ କୋଟି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବାବଦରେ ଦୈନିକ ଖର୍ଚ୍ଚ ହେଉଛି ୧.୬୨ କୋଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ହେଉଛନ୍ତି ଦେଶର ଏକମାତ୍ର ଭିଭିଆଇପି ଯାହାଙ୍କୁ ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌ (ଏସ୍‌ପିଜି)ର ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। କେବଳ ମାତ୍ର…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିଗ୍ରସ୍ତ ପୂର୍ବତନ ବନ ଅଧିକାରୀଙ୍କ ଆୟ ବହିର୍ଭୂତ ସଂପତ୍ତିର ତଦନ୍ତ କରିବ ଇଡି

ଭୁବନେଶ୍ବର: ଦୁର୍ନୀତି କରିଥିବା ହେତୁ ବାଧ୍ୟତାମୂଳକ ଅବସର ଗ୍ରହଣ କରିଥିବା ବନ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସେ ଚାକିରି କାଳରେ କରିଥିବା କୋଟି କୋଟି ଟଙ୍କାର ନେଣଦେଣର ଛାନ୍‌ଭିନ୍‌ କରିବ…
ଅଧିକ ଖବର ଦେଖନ୍ତୁ...

ପୁଣି ଗଞ୍ଜାମରେ ବିଦ୍ୟୁତ ଆଘାତରେ ଜେଜେମା ଓ ନାତିର ମୃତ୍ୟୁ

ଗଞ୍ଜାମ: ସପ୍ତାହକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ ୧୨ ଜଣଙ୍କ ଜୀବନ ନେଲାଣି | ଗତ ରବିବାର ଦିନ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ବିଦ୍ୟୁତ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି | ମୃତକ ଦୁଇ ଜଣ ସମ୍ପର୍କରେ ଜେଜେମା-ନାତି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭାରେ ୪୩ ଦାଗୀ ବିଧାୟକ, ଜଣକ ନାଁରେ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ଆପକୁ ବିପୁଳ ବହୁମତ ମିଳିଛି । ମୋଟ ୭୦ଟି ଆସନରୁ ଆପକୁ ୬୨ଟି ଓ ବିଜେପିକୁ ୮ଟି ଆସନ ମିଳିଛି । ତେବେ ଏହି ବିଧାୟକମାନଙ୍କ ମଧ୍ୟରୁ ପ୍ରାୟ ଅଧା ବିଧାୟକଙ୍କ ନାଁରେ ଅପରାଧିକ ମାମଲା ଥିବା ଏଡିଆର ରିପୋର୍ଟରୁ ଜଣାଯାଇଛି । ଆସୋସିଏସନ ଫର ଡେମୋକ୍ରାଟିକ…
ଅଧିକ ଖବର ଦେଖନ୍ତୁ...

ନୂଆ ନୁହେଁ; ପୁରୁଣା ୭ଙ୍କୁ ଧରି କେଜ୍ରିଓ୍ଵାଲ ଗଢ଼ିବେ ନୂତନ ମନ୍ତ୍ରିମଣ୍ଡଳ; ତେବେ ଉପ ମୁଖ୍ୟମନ୍ତ୍ରୀ ପଦ ରହୁଛି ନା…

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ୭୦ ଆସନ ମଧ୍ୟରୁ ୬୨ ଆସନରେ ବିଜୟଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଆମ୍‌ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଜି (ବୁଧବାର) ସକାଳେ ଅନୁଷ୍ଠିତ ହୋଇ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

‘ମୋ ସରକାର’ରେ ସାମିଲ ହେଲା ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ

ଭୁବ‌ନେଶ୍ବର: ଆଜି  ‘ମୋ ସରକାର’ରେ ସାମିଲ ହୋଇଛି ପଞ୍ଚାୟତିରାଜ ବିଭାଗ ଓ ପାନୀୟ ଜଳ ବିଭାଗ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ‘ମୋ ସରକାର’ ଅଧିନକୁ ଆସିଛି ପଞ୍ଚାୟତିରାଜ ବିଭାଗ  ଓ ପାନୀୟ ଜଳ ବିଭାଗ। ଏହା ପୂର୍ବରୁ ଖାଦ୍ୟ ଯୋଗାଣ ଓ ଖାଉଟି…
ଅଧିକ ଖବର ଦେଖନ୍ତୁ...

ଗାଈଙ୍କ ପାଇଁ ବଞ୍ଚିଗଲା ସିଆରପିଏଫ ଯବାନଙ୍କ ଜୀବନ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଦ୍ୱାରା ରଚାଯାଇଥିବା ଏକ ବଡଧରଣର ଷଡ଼ଯନ୍ତ୍ରକୁ ଗାଈଙ୍କ ଏକ ଦଳ ପଣ୍ଡ କରିଦେଇଛନ୍ତି | ନକ୍ସଲମାନେ ଯବାନଙ୍କୁ ଟାର୍ଗେଟ କରି ପ୍ରେସର ବୋମା ରଖିଥିବାବେଳେ ସେହି ରାସ୍ତା ଦେଇ ଗାଈ ଯିବା ଦ୍ୱାରା ଏଇ ଉଦ୍ୟମ ଫସର ଫାଟିଯାଇଥିଲା | ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁଷ୍ଠାନଗୁଡ଼ିକର ବିକାଶ ପାଇଁ ୧୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସ୍ବତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ। ଏଥିରେ ନିମ୍ନୋକ୍ତ ଧର୍ମାନୁଷ୍ଠାନରେ ଯାତ୍ରୀମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଘୁଞ୍ଚି ଘୁଞ୍ଚି ଯାଉଛି ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ, କୋର୍ଟ ଆଗରେ ଧାରଣାରେ ବସିଲେ ନିର୍ଭୟାର ମା’ ଆଶାଦେବୀ

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଦୋଷୀମାନଙ୍କ ଫାଶୀ ଘୁଞ୍ଚି ଘୁଞ୍ଚି ଯାଉଥିବାରୁ ନିର୍ଭୟାର ମା’ ଆଶାଦେବୀ ଦୁଃଖ ଓ ନିରାଶାରେ ଭାଙ୍ଗି ପଡ଼ିଛନ୍ତି । ଏପରିକି ଆଜି ସେ କୋର୍ଟ ମଧ୍ୟରେ କାନ୍ଦିପକାଇଥିଲେ । ଏହା ସହିତ ସେ କୋର୍ଟ ଆଗରେ ଧାରଣାରେ ବସିରହିଛନ୍ତି । ଦୋଷୀମାନଙ୍କ ବିରୋଧରେ ତୁରନ୍ତ…
ଅଧିକ ଖବର ଦେଖନ୍ତୁ...

କେଉଁ ନାୟିକାଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ଜ୍ୟୋତି, ତେଲୁଗୁ ଝିଅର ପ୍ରେମରେ ପଡ଼ିଛନ୍ତି କି ?

ଭୁବନେଶ୍ୱର: ଜ୍ୟୋତି ରଞ୍ଜନ ନାୟକ ଓଲିଉଡ୍‌ର ଜଣେ ପରିଚିତ ନାୟକ । ୪ ବର୍ଷ ତଳେ ସେ ଓଲିଉଡ୍‌ରେ ପ୍ରବେଶ କରି ଧୀରେ ଧୀରେ ଦର୍ଶକଙ୍କ ମନରେ ରାଜ୍‌ କରିବା ଆରମ୍ଭ କରିଛନ୍ତି। ‘ଧରା ଦେଲେ କଥା ସରେ’ ଚଳଚ୍ଚିତ୍ରରୁ ସେ ତାଙ୍କର ଅଭିନୟ ଜୀବନ ଆରମ୍ଭ  କରିବା ପରେ ଏବେ ସୁଦ୍ଧା ୧୬ଟି ଫିଲ୍ମରେ ନଜର…
ଅଧିକ ଖବର ଦେଖନ୍ତୁ...