Daily Archives

February 12, 2020

ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ: ‘କେମ୍‌ ଛ୍ଛୋ ଟ୍ରମ୍ପ’ରେ ପ୍ରକମ୍ପିତ ହେବ ଅହମ୍ମଦାବାଦର ନବ ନିର୍ମିତ ସର୍ଦ୍ଦାର…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସସ୍ତ୍ରୀକ ଫେବ୍ରୁଆରି ୨୪ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଥିବା ବେଳେ ତାଙ୍କୁ ଗୁଜୁରାଟର ଅହମ୍ମଦାବାଦରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ଦାନଗଦିରୁ ୪,୭୭ ଲକ୍ଷ ଟଙ୍କାର ନକଲି ନୋଟ ଜବତ, ୬ ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦିରେ ଏକ ନକଲି ନୋଟ୍‌ ତିଆରି ରାକେଟର ପର୍ଦ୍ଦାଫାସ୍ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ନକଲି ନୋଟ୍‌ କାରବାର ବଢ଼ୁଥିବା ସୂଚନା ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଆଜି ଅପରାହ୍ନରେ ଯାଜପୁର ରୋଡ ପୁଲିସ ଦାନଗଦି ହାଟପଡ଼ିଆ ନିକଟରେ ଥିବା ଏକ ଘର…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାଜ୍ୟ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ | ଏହା ପୂର୍ବରୁ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁରୋଧ କରିଛନ୍ତି  | ଗୃହକାର୍ଯ୍ୟ କେମିତି ସୁରୁଖୁରୁରେ ଚାଲିବ ସେ ନେଇ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୧୫ରୁ ୨୯ ପର୍ଯ୍ୟନ୍ତ ଫାଷ୍ଟାଗ୍‌ ମାଗଣାରେ ମିଳିବ

ନୂଆଦିଲ୍ଲୀ : ଜାତୀୟ ରାଜପଥରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଖୁସିଖବର । ୧୫ ଦିନ ପାଇଁ ଫାଷ୍ଟାଗ୍‌ ମାଗଣାରେ ମିଳିବ । ପୂର୍ବରୁ ଏଥିପାଇଁ ୧୦୦ ଟଙ୍କା ପଡ଼ୁଥିଲା । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ବୁଧବାରଦିନ ଦିଆଯାଇଥିବା ସୂଚନା ଅନୁସାରେ ଏହା ଫେବ୍ରୁଆରି…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା ମାମଲା: ପୁଣି ନୂଆ ଚାଲ ଖେଳିଲା ଦୋଷୀ ପଓ୍ଵନ; କହିଲା, ‘ଓକିଲ ନାହାନ୍ତି; ଆଇନ ସହାୟତା ଦିଆଯାଉ’: କାନ୍ଦି…

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଘଟଣା ପୁଣି ଆଜି ଏକ ନୂଆମୋଡ଼ ନେଇଛି। ଗତକାଲି (ମଙ୍ଗଳବାର) ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମ୍‌ କୋର୍ଟ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ ଆଉ ଏକ ନୂତନ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୨୬/୧୧ ମୁମ୍ବାଇ ଆକ୍ରମଣ ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌କୁ ୧୧ ବର୍ଷ…

ଇସଲାମାବାଦ୍: ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସଇଦକୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନର ଏକ କୋର୍ଟ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଇଦ୍‌ ବିରୋଧରେ ଚାଲିଥିବା…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡ଼ି ନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁରର ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ବିଜୁ ଜନତା ଦଳ(ବିଜେଡି)ର ମହିଳା ନେତ୍ରୀ ମିନାକ୍ଷୀ ମିଶ୍ର ପୁଲିସ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ବେଙ୍ଗ ଗିଳିଦେଲା ବିଷଧର ସାପ

ନୂଆଦିଲ୍ଲୀ: ସାପ ବେଙ୍ଗକୁ ଖାଇବା ଏକ ସାଧାରଣ କଥା। କିନ୍ତୁ ନିକଟରେ ଏକ ବେଙ୍ଗ ଦୁନିଆର ତୃତୀୟ ସବୁଠାରୁ ଅଧିକ ବିଷଧର ସାପକୁ ଖାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେଲା । ଆଉ ଏତେ ବିଷଧର ସାପକୁ ଖାଇବା ପରେ ବେଙ୍ଗର କ’ଣ ହେଲା। ଘଟଣାଟି ଶୁଣିବାକୁ…
ଅଧିକ ଖବର ଦେଖନ୍ତୁ...

ସଂକ୍ରମଣ ଆଶଙ୍କାରେ କରୋନା ରୋଗୀଙ୍କୁ ରୋବୋଟ ଦେଉଛି ଔଷଧ

ବେଜିଙ୍ଗ: ଚୀନରେ ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଶେଷ ଖବର ସୁଦ୍ଧା ଚୀନରେ ଏହି ମାରାତ୍ମକ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୧୦୫ କୁ ବୃଦ୍ଧି ହୋଇଛି । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୧୧୨ ରେ ପହଁଚି ଗଲାଣି । ଚୀନରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୨୭୬ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ବଢ଼ିଲା ୧୪୫ ଟଙ୍କା; ଭୁବନେଶ୍ବରରେ ଦର ୮୯୫ ଟଙ୍କା ୫୦

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ (ଏଲ୍‌ପିଜି)ର ସିଲିଣ୍ଡର ପିଛା ମୂଲ୍ୟରେ ଆଜି (ବୁଧବାର) ୧୪୪ ଟଙ୍କା ୫୦ ପଇସାର ବୃଦ୍ଧି ଘଟାଇଛନ୍ତି କେନ୍ଦ୍ର ସରକାର। ପୂର୍ବରୁ ୧୪.୨ କିଲୋ ଓଜନ ବିଶିଷ୍ଟ ଏଲପିଜି ସିଲିଣ୍ଡରର ପିଛା ମୂଲ୍ୟ ୭୧୪ ଟଙ୍କା ଥିବା ବେଳେ ଏବେ ମୂଲ୍ୟବୃଦ୍ଧି ପରେ ମୂଲ୍ୟ ୮୫୮ଟଙ୍କା ୫୦…
ଅଧିକ ଖବର ଦେଖନ୍ତୁ...