Daily Archives

February 12, 2020

ଦିଲ୍ଲୀରେ ପୁଣି ଗଣ ଆତ୍ମହତ୍ୟା ! ୩ ପିଲାଙ୍କ ସମେତ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଶରୀର ଉଦ୍ଧାର

ନୂୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକ ଘର ଭିତରୁ ଏହି ୫ ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍‌ ମୃତକଙ୍କ ବାସଭବନରୁ…
ଅଧିକ ଖବର ଦେଖନ୍ତୁ...

ବିଧାୟକଙ୍କ ହତ୍ୟା ମାମଲାରେ ସଂଶ୍ଳିଷ୍ଟ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମାଲକାନଗିରି ପୁଲିସ୍ ନିକଟରେ ଆତ୍ମସମର୍ପଣ

ମାଲକାନଗିରି: ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହବିକା ଆଜି ମାଲକାନଗିରି ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ୩୦ ବର୍ଷ ବୟସ୍କ ଜିପ୍ରୋ ହବିକା ପ୍ରାୟ ୮ ବର୍ଷ ଧରି ଏରିଆ କମିଟି ମେମ୍ବର୍ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ତାଙ୍କ ଘର କୋରାପୁଟ ଜିଲ୍ଲାର ନାରାୟଣପାଟଣା ଥାନା…
ଅଧିକ ଖବର ଦେଖନ୍ତୁ...

କୁନି କେଜ୍ରିୱାଲଙ୍କ ନାମ କଣ ଜାଣିଛନ୍ତି କି ?

ନୂଆଦିଲ୍ଲୀ: ମୁଣ୍ଡରେ ଆମ ଆଦମୀ ପାର୍ଟିର ଟୋପି, ବେକରେ ମଫଲର ଏବଂ ଦେହରେ ପୂରା କେଜ୍ରିୱାଲଙ୍କ ଭଙ୍ଗୀର ସ୍ୱେଟର ପିନ୍ଧି ଗତକାଲି କୁନି କେଜ୍ରିୱାଲ ସାଜିଥିଲେ ଜଣେ ଶିଶୁ । ଏଭଳି ଏକ କୁନି କେଜ୍ରିୱାଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ପିଏମ-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ ବଣ୍ଟନ ଅଭିଯାନ ଆରମ୍ଭ, ୨୫ରେ ସରିବ

ନୂଆଦିଲ୍ଲୀ:  ସମସ୍ତ ପିଏମ-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ କିଷାନ କ୍ରେଡିଟ କାର୍ଡ (କେସିସି) ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି । ଫଳରେ ଏ ସମସ୍ତ ଚାଷୀଙ୍କୁ ଧାର୍ଯ୍ୟ ସମୟରେ ପୁନଃପରିଶୋଧ କରିବା ଉପରେ…
ଅଧିକ ଖବର ଦେଖନ୍ତୁ...

ଏହି ବଲିଉଡ୍ ନାୟିକାଙ୍କୁ ମିଳିଲା ସଲମାନ୍ ଖାନଙ୍କ ସାଥ୍

ମୁମ୍ବାଇ: ବଲିଉଡର ଜଣେ ନାୟିକାଙ୍କୁ ପ୍ରଥମ ଥର ଲାଗି ସୁପରଷ୍ଟାର୍ ସଲମାନ୍ ଖାନଙ୍କ ସାଥ୍ ମିଳିଛି। ‘ମହେଞ୍ଜୋଦାରୋ’ରେ ସୁପରଷ୍ଟାର୍ ହ୍ରିତିକ ରୋଶନ୍ ଏବଂ ‘ହାଉସଫୁଲ-୪’ରେ ଅକ୍ଷୟ କୁମାରଙ୍କ ପରେ ଏବେ ବଲିଉଡ ନାୟିକା ପୂଜା ହେଗଡେ ବଲିଉଡର ଭାଇଜାନ୍ ସଲମାନଙ୍କ ସହିତ ପରଦାରେ ଆସୁଥିବାର ସୂଚନା…
ଅଧିକ ଖବର ଦେଖନ୍ତୁ...

ଅସ୍ତରଙ୍ଗରେ ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ, ତାତିଲେ ପଞ୍ଚାୟତବାସୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ପଞ୍ଚାୟତ ଏଡ଼ବାଂଶରେ ଅବକାରୀ ବିଭାଗର ପ୍ରସ୍ତାବିତ ମଦ ଦୋକାନକୁ ତୀବ୍ର ବିରୋଧ କରାଯାଉଛି | ଏ ନେଇ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି| ଆଜି ତାଳଦା ବିକାଶ ପରିଷଦର ସମସ୍ତ ସଭ୍ୟ,…
ଅଧିକ ଖବର ଦେଖନ୍ତୁ...

୨୦୦କୋଟି ବ୍ୟୟରେ ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର; ଜମି ଯୋଗାଇବା ପାଇଁ ନବୀନଙ୍କ…

ଭୁବନେଶ୍ବର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଓଡିଶାର ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ ଓ  କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଖର୍ଚ୍ଚ କରିବେ ବୋଲି କହିଛନ୍ତି  …
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ନୁହେଁ, ସଉକ ପାଇଁ ଛାତ୍ର ଜୀବନରୁ ପାଖରେ ବନ୍ଧୁକ ରଖିଥିବା କହିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ବର: ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ତାଲିକାକୁ ନେଇ ଜୋର ଧରିଛି ଚର୍ଚ୍ଚା। ସେ ଦର୍ଶାଇଛନ୍ତି କି ତାଙ୍କ ପାଖରେ ଦୁଇଟି ଲାଇସେନ୍ସପ୍ରାପ୍ତ ରିଭଲଭର୍ ଓ ଗୋଟିଏ ରାଇଫଲ୍ ରହିଛି। ଏହି ଖବର ପ୍ରକାଶ ପାଇବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ବନ୍ଧୁକ ରଖିବାର…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ‘ଗ୍ଲୋବାଲ୍ ମିଷ୍ଟର୍ ଏଣ୍ଡ ମିସେସ୍ ଇଣ୍ଡିଆ ଏସିଆ’ରେ ଟପ୍ -୨୦ ଭିତରେ ଓଡ଼ିଆ ଯୁବକ ଜଗତଜୀବନ

ଚାନ୍ଦବାଲି: ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ‘ଗ୍ଲୋବାଲ୍ ମିଷ୍ଟର୍ ଏଣ୍ଡ ମିସେସ୍ ଇଣ୍ଡିଆ ଏସିଆ’ରେ ଟପ୍ ୨୦ଜଣଙ୍କ ଭିତରେ ଜଣେ ଓଡ଼ିଆ ସ୍ଥାନ ପାଇଥିବା ଜଣାଯାଇଛି। ସେ ହେଲେ  କେନ୍ଦ୍ରାପ଼ଡ଼ା ଜିଲ୍ଲାର ରାଜନଗର ବ୍ଲକ୍ ଅନ୍ତର୍ଗତ ବାଳିକଣା ଗାଁର ଜଗତଜୀବନ ସାହୁ। ‘ଗ୍ଲୋବାଲ୍…
ଅଧିକ ଖବର ଦେଖନ୍ତୁ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କଂପାନିର କର୍ମଚାରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଯାଜପୁର: ଯାଜପୁର ଜିଲ୍ଲାର ମନୋହରପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜିନ୍ଦଲ କଂପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଯାଜପୁର ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...