Daily Archives

February 16, 2020

ମୋଟର ସାଇକେଲ୍‌କୁ ମୁହାଁମୁହିଁ ଧକ୍କା ଦେଲା କାର, ୨ ମୃତ ଓ ୩ ଗୁରୁତର

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଣ୍ଟାମାଳ ରାସ୍ତାର ଖଟଖଟିଆ ମେଟାକାନୀ ମନ୍ଦିର ନିକଟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ କାର 'ଓମିନି' ମୋଟର ସାଇକେଲକୁ ମୁହାଁମୁହିଁ ଧକ୍କା ଦେବାରୁ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩…
ଅଧିକ ଖବର ଦେଖନ୍ତୁ...

ଡାଇମଣ୍ଡ ପ୍ରିନସେସରେ ଥିବା ଆଉ ୨ ଭାରତୀୟ କରୋନା ଭାଇରସ ସଂକ୍ରମିତ, ମୋଟ ସଂଖ୍ୟା ୫ରେ ପହଞ୍ଚିଲା 

ଟୋକିଓ : ଜାପାନର ୟାକାହାମା ଉପକୂଳରେ ଅଟକି ରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନସେସରେ ଥିବା ଆଉ ଦୁଇଜଣ ଭାରତୀୟଙ୍କ ଶରୀରରେ ମାରାତ୍ମକ କରୋନା ଭାଇରସ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଜାହାଜରେ ଥିବା ମୋଟ ୫ ଜଣ ଭାରତୀୟଙ୍କଠାରେ ଏହା ଚିହ୍ନଟ ହେଲାଣି ।  ଏହି ଦୁଇଜଣଙ୍କୁ ମିଶାଇ ଜାହାଜରେ…
ଅଧିକ ଖବର ଦେଖନ୍ତୁ...

ୟୁପିର ଏକ ହୋଟେଲ୍‌ ରୁମ୍‌ରେ ଯୁବତୀଙ୍କୁ ୨ ପୁଲିସ୍‌ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଗୋରଖପୁର ରେଳବାଇ ଷ୍ଟେସନ୍‌ ନିକଟରେ ଥିବା ‌ଏକ ହୋଟେଲ୍‌ ରୁମ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଦୁଇ ଜଣ ପୁଲିସ୍‌ ମିଶି ଜଣେ ୨୦ ବର୍ଷୀୟା ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଗୁରୁବାରର। ପୀଡ଼ିତା ମହିଳା ନିଜ ପରିବାରରେ ଘଟଣା ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ହାତରେ ପୁଲିସ ଏଏସ୍ଆଇ: ତିନି ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ପୁରୀ: ପୁଣି ଖାକିରେ ଲାଗିଲା କଳଙ୍କ। ଜଣଙ୍କୁ କେଶରେ ଗୁନ୍ଥି ବାନ୍ଧି ଦେବାକୁ ଧମକ ଦେଇ ତାଙ୍କ ଠାରୁ ତିନି ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଜଣେ ପୁଲିସ ଏଏସ୍ଆଇ ଧରାପଡ଼ିଛନ୍ତି। ଭିଜିଲାନ୍ସ ଟିମ୍‌ ଟାଉନ ଥାନା ପଛପଟୁ ଏହି ଏଏସ୍ଆଇ ବାବୁଙ୍କୁ ଧରିନେଇଛନ୍ତି। ଖବର ନେବାରେ…
ଅଧିକ ଖବର ଦେଖନ୍ତୁ...

ଭଗବତ ଗୀତା ଛୁଇଁ ଶପଥ ନିଅନ୍ତି ବ୍ରିଟେନର ଅର୍ଥମନ୍ତ୍ରୀ ଋଷି ସୁନକ

ଲଣ୍ଡନ : ପ୍ରବାସୀ ଭାରତୀୟ ତଥା ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ଋଷି ସୁନକ ଗତ କିଛି ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି । ତାଙ୍କୁ ବ୍ରିଟେନର ନୂଆ ଚ୍ୟାନସେଲର ଅଫ ଏକ୍ସଚେକର(ରାଜକୋଷ ମୁଖ୍ୟ) ନିଯୁକ୍ତ କରାଯାଇଛି । ଏହି ପଦବୀଟି ଅର୍ଥମନ୍ତ୍ରୀ ସମତୁଲ ଏକ ପଦବୀ । ଏହାକୁ…
ଅଧିକ ଖବର ଦେଖନ୍ତୁ...

୮୭ ବର୍ଷିଅ ବୃଦ୍ଧ ତାଙ୍କ କରୋନା ଭାଇରସ୍‌ ଆକ୍ରାନ୍ତ ପତ୍ନୀଙ୍କ ଯତ୍ନ ନେଉଥିବା ବେଳର ଭିଡିଓ ଭାଇରାଲ୍‌

ବେଜିଂ: ମହାମାରୀ କରୋନା ଭାଇରସ୍‌ ଚୀନରୁ ସୃଷ୍ଟି ହେବା ପରେ ଇଣ୍ଟର୍‌ନେଟ୍‌ରେ ଅନେକ ହୃଦୟ ବିଦାରକ ଦୃଶ୍ୟ ସବୁ ଦେଖିବାକୁ ମିଳିଛି। ନିକଟରେ ସୋସିଆଲ୍‌ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହା ଆପଣଙ୍କ ଆଖିରୁ ଲୁହ ଖାସାଇ ଦେବ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଣେ ୮୭…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୨୦୨୦ ସୂଚୀ: ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ, ମେ’ ୧୭ ପର୍ଯ୍ୟନ୍ତ ଚାଲିବ ଲିଗ୍‌ ମ୍ୟାଚ୍‌

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆସନ୍ତା ସଂସ୍କରଣ ପାଇଁ ସୂଚୀ ଜାରି ହୋଇଛି। ଚଳିତ ବର୍ଷ ଆଇପିଏଲ୍‌ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ୧୩ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମରେ ୪ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଓ ୩ଥର ବିଜେତା ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ ପ୍ରଭାବ : ଫେବ୍ରୁଆରି ପରେ ଦେଶରେ ପାରାସିଟାମଲ, ଇବ୍ରୁପ୍ରୋଫେନ ପରି ଔଷଧର ଅଭାବ ଦେଖାଯିବ 

ନୂଆଦିଲ୍ଲୀ : ଚୀନରେ ବ୍ୟାପିଥିବା କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ବିଶ୍ୱ ଅର୍ଥନୀତି ପାଇଁ ବିପଦ ଘନେଇ ଆସୁଛି । ଏହାକୁ ନେଇ ଭାରତୀୟ ଶିଳ୍ପଜଗତରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି । ଚୀନରୁ  ବାଣିଜ୍ୟକାରବାର ପ୍ରଭାବିତ ହୋଇଥିବାରୁ ଆଗାମୀ ଦିନରେ ଦେଶରେ ବିଭିନ୍ନ ଔଷଧର ଅଭାବ େଦେଖାଯିବ…
ଅଧିକ ଖବର ଦେଖନ୍ତୁ...

ଅଜବ ଫଟୋ ପୋଜ୍‌ ଦେଇ ଭାଇରାଲ୍‌ ହେଲେ ବିରାଟ ଓ ତାଙ୍କ ‘ସୁନ୍ଦର ଦୋସ୍ତ’!

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଅନେକ ସମୟରେ ତାଙ୍କର ମଜାଦାର୍‌ ପୋଷ୍ଟ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟି ଥାଆନ୍ତି। ନିଉଜିଲାଣ୍ଡ୍‌ ସହ ଅଭ୍ୟାସ ମ୍ୟାଚ୍‌ ସାରିବା ପରେ ରବିବାର ବିରାଟ ସୋସିଆଲ୍‌ ମିଡିଆରେ ଏକ ମଜାଳିଆ ପୋଷ୍ଟ୍‌ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଫିକ୍ସିଂ ଅଭିଯୋଗ ପରେ ବଦଳିବ ୨୦ଟି ଯୁକ୍ତ ୨ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ସ୍ଥିରୀକୃତ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ। ଫିକ୍ସିଂ ଅଭିଯୋଗ ହେବା ପରେ ପରୀକ୍ଷା ପରିଚାଳନା କମିଟିର ସଦସ୍ୟଙ୍କ ଅସନ୍ତୋଷ ପରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟିର ବୈଠକରେ…
ଅଧିକ ଖବର ଦେଖନ୍ତୁ...