Daily Archives

February 16, 2020

ପ୍ୟାରିସରେ ଆରମ୍ଭ ହେଲା ଏଫଏଟିଏଫର ଗୁରୁତ୍ୱପୂର୍ଣ୍ଣ ବୈଠକ, ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ

ପ୍ୟାରିସ : ଆଜିଠାରୁ ପ୍ୟାରିସଠାରେ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ  ଏଫଏଟିଏଫର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଗୁରୁବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ପାକିସ୍ତାନର ଭାଗ୍ୟ ନିର୍ଦ୍ଧାରଣ ହେବ । ପାକିସ୍ତାନ ଧୂସର ତାଲିକାରୁ ହଟିବ କିମ୍ବା କଳାତାଲିକାଭୁକ୍ତ ହେବ…
ଅଧିକ ଖବର ଦେଖନ୍ତୁ...

ସର୍ବସାଧାରଣ ସ୍ଥାନରେ ପରିଶ୍ରା କରିବାରୁ ଭିଡ଼ ହିଂସାର ଶିକାର ହେଲେ ଶକ୍ତିଭେଲ୍‌, ଚାଲିଗଲା ଜୀବନ

ଚେନ୍ନାଇ: ତାମିଲ୍‌ନାଡୁର ଚେନ୍ନାଇଠାରେ ଜଣେ ବ୍ୟକ୍ତି ଭିଡ଼ ହିିଂସାର ଶିକାର ହେବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭିଲୁପୁରମ୍‌ ସହରରେ ବ୍ୟକ୍ତି ଜଣକ ଏକ ସର୍ବସାଧାରଣ ସ୍ଥାନରେ ପରିଶ୍ରା କରୁଥିବା ହେତୁ ତାଙ୍କୁ କିଛି ଲୋକ ଘେରି ଯାଇ ମାରଧର କରିଥିଲେ ଓ କିଛି ସମୟ ପରେ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦, ନାଗରିକତା ଆଇନ ସଂପର୍କିତ ନିଷ୍ପତ୍ତିରେ ଆମେ ଅଟଳ : ମୋଦୀ 

ବାରାଣାସୀ : ବାରାଣାସୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କଶ୍ମୀରରୁ ଧାରା ୩୭୦ ଉଠିବା, ନାଗରିକତା (ସଂଶୋଧନ) ଆଇନ ଆଦି ପଦକ୍ଷେପ ଦେଶର ମଙ୍ଗଳ ପାଇଁ ଗ୍ରହଣ କରାଯାଇଛି । ପ୍ରବଳ ଚାପ ସତ୍ତ୍ୱେ ଆମେ ସରକାରଙ୍କ ଏହି ନିଷ୍ପତ୍ତିରେ ଅଟଳ ରହିଛୁ । ପ୍ରଧାନମନ୍ତ୍ରୀ ମୋଦୀ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ପାହାଡ଼ ଉପରେ ୧୦୦କିମି ବେଗରେ ଗଡ଼ିବ ଟ୍ରେନ୍‌

ଉତ୍ତରାଖଣ୍ଡ: ଆଗାମୀ ୫ବର୍ଷ ଭିତରେ ପ୍ରଥମ ଥର ପାଇଁ ପାହାଡ଼ ଉପରେ ଟ୍ରେନ୍‌ ଗଡ଼ିବ। ଯାହାକି ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିବ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ରେଳ ଧାରଣାର ଘୋଷଣା କରିଥିଲେ। ୨୦୧୫ରେ ଏହା ରେଳ ବିଭାଗକୁ ପଠାଯାଇଥିଲା। ମାର୍ଚ୍ଚ ୨୦୨୦ରେ ଏହି…
ଅଧିକ ଖବର ଦେଖନ୍ତୁ...

କରୋନା ସହ ଲଢ଼ିବାକୁ ଚୀନକୁ ଚିକିତ୍ସା ସାମଗ୍ରୀ ପଠାଇବ ଭାରତ

ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ସାରା ବିଶ୍ବରେ ଭୟର ଆତଙ୍କ ଖେଳାଇ ଥିବା ବେଳେ ବିଭିନ୍ନ ଦେଶରୁ ଏବେ ଏ ନେଇ ଚିନ୍ତା ପ୍ରକଟ କରାଯାଇଛି। ପୂର୍ବରୁ ଆମେରିକା ଓ ଭାରତ ପରି ଦେଶଗୁଡ଼ିକ ଚୀନକୁ ସହାୟତାର ହାତ ବଢ଼ାଇ ସାରିଛନ୍ତି। ନିକଟରେ ଚୀନରେ ଥିବା ଭାରତୀୟ ରା‌ଷ୍ଟ୍ରଦୂତ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଟୁଇଟ୍ କରି କହିଲେ, ‘ଆଉ ସ୍ୱିଗିରୁ ଖାଦ୍ୟ ଅର୍ଡର କରିବିନି’

ଭୁବନେଶ୍ବର: ଏବେ ପୁଣି ଚର୍ଚ୍ଚାରେ ଦୌଡ଼ରାଣୀ ଦୂତୀ ଚାନ୍ଦ । ଏଥର ନିଜର କ୍ରୀଡ଼ା ପ୍ରତିଭା ପାଇଁ ନୁହେଁ, ବରଂ ଏକ ବ୍ୟକ୍ତିଗତ କାରଣରୁ ଆଲୋଚନାର ବିଷୟବସ୍ତୁ ହୋଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସେ ଟୁଇଟ୍ କରି ଏକ କଥା ଜଣାଇବା ପରେ ଏଭଳି ଚର୍ଚ୍ଚାର ଆରମ୍ଭ ହୋଇଛି। ଆଉ ସ୍ୱିଗିରୁ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଏହି ସିନେମାର ସିକ୍ବେଲରେ କାମ କରିବେ ଅଜୟ ଦେବଗନ

ମୁମ୍ବାଇ: ବେଶ୍ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା ଯେ, ଅଜୟ ଦେବଗନଙ୍କ ଅଭିନୀତ ଏକ ସିନେମାର ସିକ୍ବେଲ୍ ତିଆରି ହେବ। ଏହି ସିନେମା ହେଲା ‘ରେଡ୍-୨’। ଶୁଣିବାକୁ ମିଳୁଛି ଯେ ଚଳିତ ବର୍ଷ ଅଜୟ ଦେବଗନ ଏହାର ସୁଟିଂ ଆରମ୍ଭ କରିବେ। ତାଙ୍କର ପୂର୍ବ ସିନେମା ‘ତାଣାଜୀ’ ସୁପରହିଟ୍ ହେବା ପରେ …
ଅଧିକ ଖବର ଦେଖନ୍ତୁ...

୨୮ତାରଖରୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ଚଳିତ ମାସ ୨୮ତାରଖରୁ ୨ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସିବେ ବୋଲି ଜଣାଯାଇଛି । ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ଵାଲ୍‌ଙ୍କ ଶପଥ ଉତ୍ସବରେ ‘ଲିଟଲ୍‌ ମଫଲର୍‌ମେନ୍‌’ଙ୍କ ଗହଳି

ନୂଆଦିଲ୍ଲୀ: କେଜ୍ରିଓ୍ଵାଲ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ଯୋଗ ଦେବାକୁ କେତେ ଜଣ ପିଲା ତାଙ୍କ ପରି (କେଜ୍ରିଓ୍ଵାଲ୍‌) ବେଶଭୂଷା ହୋଇ ଆଜି ରାମଲୀଳା ମୈଦାନକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜାଇଦ୍‌ ହୁସେନ୍‌। ଶପଥ ଗ୍ରହଣ ଉତ୍ସବସ୍ଥଳୀକୁ ଯିବା ନିମନ୍ତେ ସେ ଧାଡ଼ିରେ ଠିଆହୋଇଥିଲେ।…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ି ଓ ଟଙ୍କାପଇସାକୁ କେନ୍ଦ୍ର କରି ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଲା ସାନଭାଇ

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାନଭାଇ ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ନୃଶଂସ ଭାବେ ହାଣି ନିପାତ କରିଛି। ଘଟଣାରୁ ପ୍ରକାଶ ଯେ ଜମିବାଡ଼ିକୁ କେନ୍ଦ୍ର କରି ସାନଭାଇ କାଳି ମୁଣ୍ଡା (୨୨) ବଡ଼ଭାଇ କାଣ୍ଡେ ମୁଣ୍ଡା(୩୦),ତାଙ୍କ…
ଅଧିକ ଖବର ଦେଖନ୍ତୁ...