Daily Archives

February 24, 2020

ଟ୍ରମ୍ପଙ୍କ ଗସ୍ତବେଳେ ଭାରତକୁ ବଦନାମ କରିବାକୁ ଦିଲ୍ଲୀରେ ହିଂସାକାଣ୍ଡ କରାଯାଉଛି : ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ଅଶାନ୍ତ ହୋଇଉଠିଛି ରାଜଧାନୀ । ନାଗରିକତା ଆଇନ ବିରୋଧୀ ଓ ସପକ୍ଷବାଦୀଙ୍କମଧ୍ୟ ଚାଲିଥିବା ହିଂସା ଗୁରୁତର ଆକାର ଧାରଣ କରିଛି । ଏହି ହିଂସାକାଣ୍ଡରେ ଜଣେ ପୁଲିସ କନେଷ୍ଟବଳ ଓ ଜଣେ ସାଧାରଣ ଲୋକ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ଟ୍ରମ୍ପ ପରିବାର; ରାତି ବିତାଇବେ ହୋଟେଲ ମୌର୍ଯ୍ୟର ଚାଣକ୍ୟ ସୁଟ୍‌ରେ; ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରୁ ନିଜର ଦୁଇ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସନ୍ଧ୍ୟାରେ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଜମହଲ ବୁଲିସାରିବା ରାଷ୍ଟ୍ରପତି ଟ୍ରମ୍ପ ସପରିବାରେ ଆଗ୍ରାରୁ ତାଙ୍କର ଏୟାର ଫୋର୍ସ ଓ୍ଵାନ ବିମାନରେ ଆସି…
ଅଧିକ ଖବର ଦେଖନ୍ତୁ...

ନିଶା ହେଲା କାଳ: ସାନଭାଇକୁ ମାରଣାତ୍ମକ ଆକ୍ରମଣ ପରେ ମା’ ଶାଢ଼ିରେ ଝୁଲି ବଡ଼ଭାଇ କଲା ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଝରଘାଟିରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର ହୋଇଛି। ଏଥିସହିତ ସାନ ଭାଇକୁ ଆକ୍ରମଣ କରିବା ପରେ ବଡ଼ଭାଇ ମା’ର ଶାଢିରେ ଝୁଲି ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ସାନଭାଇକୁ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ସାଥୀଙ୍କ ସହିତ ସନ୍ତରଣ କଲେ ମହିଳା ଗର୍ଭବତୀ ହେବା ନେଇ ଦେଇଥିବା ବୟାନ ପାଇଁ କ୍ଷମା ମାଗିଲେ ଇଣ୍ଡୋନେସିଆ…

ନୂଆଦିଲ୍ଲୀ: ଜଣେ ମହିଳା ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିଲେ ଯାଇ ଗର୍ଭବତୀ ହୋଇଥାଏ। କିନ୍ତୁ ଜଣେ ଇଣ୍ଡୋନେସୀୟ ଅଧିକାରୀ ପୁରୁଷ ସାଥୀଙ୍କ ସହିତ ସନ୍ତରଣ କଲେ ବି ଜଣେ ମହିଳା ଗର୍ଭବତୀ ହେବା ନେଇ ବୟାନ ଦେଇଥିଲେ। ଏହି ବୟାନ ପରେ ଇଣ୍ଡୋନେସିଆ ଶିଶୁ ସୁରକ୍ଷା ଅଧିକାରୀ ଏହାକୁ ନେଇ ବିରୋଧ…
ଅଧିକ ଖବର ଦେଖନ୍ତୁ...

‘ତୁମର ମୃତ୍ୟୁ ହୋଇଛି ସତ କିନ୍ତୁ ମୋ ହୃଦୟରେ ଅଛ’ ଭାବି ନିଜ ପତ୍ନୀଙ୍କ ପାଇଁ ଡ୍ରଇଂରୁମରେ ଖୋଳିଲେ କବର

ମିରଟ: ସପ୍ତାହକ ତଳେ ପ୍ରେମୀ ଯୁଗଳ ପ୍ରେମ ଦିବସ ବା ଭାଲେଣ୍ଟାଇନ ସପ୍ତାହ ପାଳନ କରିଥିଲେ | ନିଜ ପ୍ରେମକୁ ଜୀବନ୍ତ ରଖିବା ପାଇଁ ଲଭ ବାର୍ଡସ ଶପଥ ବି ନେଇଥିଲେ | ତେବେ କେବଳ ଯେ ପ୍ରେମ ଦିବସରେ ହିଁ ପ୍ରେମ ହୁଏ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ମିରଟର ଜଣେ ବ୍ୟକ୍ତି | ଏଠାରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ଫାଷ୍ଟ୍‌ଲେଡି ମେଲାନିଆ ଖୋଲିଲେ ଫିଟ୍‌ନେସ୍‌ର ମନ୍ତ୍ର

 ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ଭାରତ ଗସ୍ତରେ ଆସଛନ୍ତି। ତେବେ ଟ୍ରମ୍ପ୍‌ ଦମ୍ପତି ଆଗ୍ରାର ତାଜମହଲ୍ ବୁଲି ଦେଖିଛନ୍ତି। ଖାଲି ସେତିକି ନୁହେଁ, ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ତାଙ୍କ ‌ସୌନ୍ଦର୍ଯ୍ୟର ରାଜ୍‌ ବି ଭାରତବାସୀଙ୍କ ସହ ବାଣ୍ଟିଛନ୍ତି। କିପରି ସେ…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ଓ୍ଵିଙ୍ଗ କମାଣ୍ଡର ମୃତ

ପାତିଆଲା : ଭାରତୀୟ ବାୟୁସେନାର ଏକ ପିପିଷ୍ଟ୍ରେଲ ଭାଇରସ ଏସଡବ୍ଲୁ-୮୦ ତାଲିମ ବିମାନ ସୋମବାରଦିନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଜଣେ ବାୟୁସେନା ପାଇଲଟ ମୃତ୍ୟୁବରଣ କରିବା ସହ ଜଣେ ଏନସିସି କ୍ୟାଡେଟ ଆହତ ହୋଇଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣା…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧ‌ାନମନ୍ତ୍ରୀ ମୋଦୀଙ୍କ ସହ ରେଡ୍‌ କାର୍ପେଟରେ ନଜର ଆସୁଥିବା କଳା ପୋଷାକ ପରିହିତା ଏହି…

ନୂଆଦିଲ୍ଲୀ: ଗୁଜରାଟ ଅହମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନବନ୍ଦରରେବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ପ୍ରୋଟୋକଲ୍ ଭାଙ୍ଗି ବିମାନ ବନ୍ଦରକୁ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବିମାନରୁ ଓହ୍ଲାଇବା ପପରେ ରେଡ୍…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ: ପେଟ୍ରୋଲ ପମ୍ପରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ; ଉଗ୍ର ହେଉଛି ସିଏଏ ବିରୋଧୀ ଓ ସମର୍ଥକଙ୍କ ମଧରେ ସଂଘର୍ଷ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ କ୍ରମେ ଉଗ୍ର ହେବା ସହ ବ୍ୟାପିବାକୁ ଆରମ୍ଭ କରିଛି। ବିରୋଧୀ ଆନ୍ଦୋଳନକାରୀ ଓ ସପକ୍ଷବାଦୀ ସମର୍ଥକଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷ ହିଂସାତ୍ମକ ରୂପ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଶିକ୍ଷକଙ୍କ ଛୁଟି ବିଲ୍‌ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ଜାଲରେ ପଡ଼ିଲେ କିରାଣୀ

ଝାରସୁଗୁଡ଼ା: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଛୁଟି ବିଲ୍‌ ପାସ କରିଦେବାକୁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍‌ସ ବିଭାଗ ହାତରେ ଜଣେ କିରାଣୀ ଧରାପଡ଼ିଛନ୍ତି । ଗିରଫ କିରାଣୀ ଜଣକ ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ଡିଲିଙ୍ଗ ଆସିଣ୍ଟାଣ୍ଡ ସନ୍ତୋଷ ନାଏକ ବୋଲି…
ଅଧିକ ଖବର ଦେଖନ୍ତୁ...