Daily Archives

February 24, 2020

ତିନି ସାଙ୍ଗଙ୍କ ଉଦ୍ଭାବନ: ଗାଡି ଧୂଆଁରୁ ପ୍ରସ୍ତୁତ ହେବ ପ୍ରିଣ୍ଟର ପାଇଁ କାଳି

ଇନ୍ଦୋର: ଦିନକୁ ଦିନ ସାରା ବିଶ୍ୱରେ ବଢୁଛି ପ୍ରଦୂଷଣର ମାତ୍ରା | ଆମ ଦେଶର ଦିଲ୍ଲୀରେ ପ୍ରଦୂଷଣ ଏତେ ମାତ୍ରାରେ ବ୍ୟାପକ ହେବାରେ ଲାଗିଛି ଯେ ଏଠାରେ ଜୀବନ ଜିଇଁବା କଷ୍ଟକର ହୋଇପଡୁଛି | ଯାହାକୁ ନେଇ ପରିବେଶବିତ ଚିନ୍ତାରେ ଥିବାବେଳେ ୩ ଜଣ ସାଙ୍ଗ ଏବେ ପ୍ରଦୂଷଣମୁକ୍ତ ଭାରତର ସ୍ବପ୍ନ ଦେଖି…
ଅଧିକ ଖବର ଦେଖନ୍ତୁ...

ତାଜମହଲ ଆମକୁ ବିମୋହିତ କରିଛି, ଏହା ସମୃଦ୍ଧ ଭାରତୀୟ ସଂସ୍କୃତିର ପ୍ରମାଣ : ଟ୍ରମ୍ପ

ନୂଆଦିଲ୍ଲୀ : ମୋଗଲ-ଭାରତୀୟ ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ତାଜମହଲ ପରିଦର୍ଶନ କରି ବିମୋହିତ ହୋଇଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ । ଏହି ଅବସରରେ ତାଜମହଲ ପରିସରରେ ରଖାଯାଇଥିବା ପରିଦର୍ଶକ ପୁସ୍ତିକାରେ ଟ୍ରମ୍ପ ଦମ୍ପତ୍ତି ସ୍ୱାକ୍ଷର…
ଅଧିକ ଖବର ଦେଖନ୍ତୁ...

୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ପେନ୍‌ସନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରୁଛନ୍ତି। ଏହି କ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଜଣ ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରିବା ସହ ସେମାନଙ୍କ ପେନ୍‌ସନ ମଧ୍ୟ ବନ୍ଦ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଅନୁବାଦ ଲାଗି ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ

ନୂଆଦିଲ୍ଲୀ: ଅନୂଦିତ କୃତି 'ଶ୍ରେଷ୍ଠ ହିନ୍ଦୀ ଗଳ୍ପ' ପାଇଁ ୨୦୧୯ ବର୍ଷର କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇବେ ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ। ଏହା ଆଜି ନୂଆଦିଲ୍ଲୀଠାରେ ବିଧିବଦ୍ଧ ଭାବେ ଅନୁମୋଦିତ ତଥା ଘୋଷିତ ହୋଇଛି। ୨୦୧୯ ବର୍ଷ ପାଇଁ ସାହିତ୍ୟ…
ଅଧିକ ଖବର ଦେଖନ୍ତୁ...

‘ପ୍ରଥମ୍ ମହିଲା ଔର ମେଁ’… ରାଷ୍ଟ୍ରପତି ଟ୍ରମ୍ପଙ୍କ ହିନ୍ଦୀ ଟୁଇଟ ଦେଖି ଚକିତ ହେଲା ବିଶ୍ୱ

ଅହମ୍ମଦାବାଦ: ଆଜି ଠାରୁ ସପରିବାର ନିଜର ଦୁଇଦିନିଆ ଭାରତ ଗସ୍ତ ଆରମ୍ଭ କରିଥିବା ରାଷ୍ଟ୍ରପତି ଟ୍ରମ୍ପ ଟୁଇଟ କରିବାରେ ବେଶ ସିଦ୍ଧହସ୍ତ। ଏବଂ ଅନେକ ସମୟରେ ସେ ତାଙ୍କର ଟୁଇଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେହିପରି ଅହମ୍ମଦାବାଦରେ ଅବତରଣ କରିବା ପୂର୍ବରୁ ନିଜର ବ୍ୟକ୍ତଗତ ସରକାରୀ ବିମାନ…
ଅଧିକ ଖବର ଦେଖନ୍ତୁ...

ମସଜିଦ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ୫ ଏକର ଜମି ଗ୍ରହଣ କରିବାକୁ ରାଜି ହେଲା ସୁନି ସେଣ୍ଟ୍ରାଲ୍‌ ୱକଫ ବୋର୍ଡ

ଲକ୍ଷ୍ନୌ: ସୁପ୍ରିମ୍‌କୋର୍ଟଙ୍କ ଅଯୋଧ୍ୟା ମାମଲା‌ର ରାୟ ଶୁଣାଣିର ଦୀର୍ଘ ଦିନ ପରେ ଶେଷରେ ସୋମବାର ମୁସ୍‌ଲିମ୍‌ମାନଙ୍କୁ ଦିଆଯିବାକୁ ଥିବା ୫ ଏକର ଜମିକୁ ଗ୍ରହଣ କରିବାକୁ ରାଜି ହୋଇଛି ୟୁପିର ସୁନି ସେଣ୍ଟ୍ରାଲ୍‌ ୱକଫ୍ ବୋର୍ଡ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଏଥିରେ କେବଳ ମସ୍‌ଜିଦ୍‌…
ଅଧିକ ଖବର ଦେଖନ୍ତୁ...

ତାଜମହଲର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହେଲେ ଟ୍ରମ୍ପ ଦମ୍ପତ୍ତି

ଆଗ୍ରା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଉତ୍ତରପ୍ରଦେଶର ଐତିହାସିକ ସହର ଆଗ୍ରାରେ ପହଞ୍ଚିଛନ୍ତି । ଏହି ଅବସରରେ ଟ୍ରମ୍ପ ଦମ୍ପତ୍ତି ପ୍ରସିଦ୍ଧ ମୋଗଲ ଭାସ୍କର୍ଯ୍ୟ ତଥା ପ୍ରେମର ପ୍ରତୀକ ତାଜମହଲ ପରିଦର୍ଶନ କରିଥିଲେ । ଉଭୟ ତାଜମହଲ ବୁଲିବା ସହ ଏହାର…
ଅଧିକ ଖବର ଦେଖନ୍ତୁ...

ଏହି ଛୋଟିଆ କାମ କରିଦେଲେ, ରେଳ ମନ୍ତ୍ରାଳୟ ନେବ ଆପଣଙ୍କୁ ନିଦରୁ ଉଠାଇବାର ଦାୟିତ୍ୱ

ନୂଆଦିଲ୍ଲୀ: କିଛି ଦିନ ତଳେ ଉତ୍ତର-ପଶ୍ଚିମ ରେଲୱେ ଆରମ୍ଭ କରିଥିବା 'ୱେକ ଅଫ କଲ' ସେବା ବାବଦରେ ଆମେ ଆପଣଙ୍କୁ କହିଥିଲୁ | ଏହି ସେବା ଦ୍ୱାରା ଯାତ୍ରୀଙ୍କୁ ନିଦରୁ ଉଠାଇବାକୁ ଖୋଦ ଉତ୍ତର ପଶ୍ଚିମ ରେଲୱେ ଦାୟିତ୍ୱ ନେଇଥିବାର କଥା ଆମେ ଜଣାଇଥିଲୁ | ହେଲେ ଏବେ ଟ୍ରେନରେ ଯାତ୍ରା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧରେ ସଂଘର୍ଷ; ପୁଲିସ କର୍ମଚାରୀ ନିହତ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗସ୍ତ ପରିପ୍ରେକ୍ଷୀରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆ ଯାଇଛି। ତେବେ, ରାଷ୍ଟ୍ରପତି ଟ୍ରମ୍ପ ଦିଲ୍ଲୀରେ ପହଞ୍ଚିବା ପାଇଁ ଆଉ ଅଳ୍ପ କେତେ ଘଣ୍ଟା ବାକି ରହିଥିବା ବେଳେ ଦିଲ୍ଲୀର ବାତାବରଣ ଉତ୍ତେଜନାପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ : ରାଷ୍ଟପତି…

ଅହମ୍ମଦାବାଦ: ‘ଭାରତ ଲାଗି ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଆମେରିକା ଭାରତକୁ ଭଲପାଏ, ସମ୍ମାନ କରେ ଏବଂ ଭାରତୀୟମାନଙ୍କୁ ବିଶ୍ୱସ୍ତ ବନ୍ଧୁ ବୋଲି ବିବେଚନା କରେ।’ ଅହମଦାବାଦସ୍ଥିତ ପୃଥିବୀର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍‌ରେ ୧.୨୫ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...