Daily Archives

March 25, 2020

ଅନ୍ତଃରାଜ୍ୟ ତନଖି ଫାଟକରେ ସବୁ ମାଲଗାଡ଼ିକୁ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଅନ୍ତଃରାଜ୍ୟ ତନଖି ଫାଟକରେ ମାଲଗାଡ଼ିକୁ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି । ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଦେଶବ୍ୟାପି ୨୧ ଦିନ ଯାଏଁ ଲକଡାଉନ ଘୋଷଣାକୁ ମୁଁ ସ୍ୱାଗତ ଜଣାଉଛି । ଓଡ଼ିଶା ସରକାର…
ଅଧିକ ଖବର ଦେଖନ୍ତୁ...

ତାଲାବନ୍ଦରେ ବାହାରକୁ ଆସିଥିଲେ: ‘ମୁଁ ଲୋକଙ୍କ ଶତ୍ରୁ’ ଲେଖା ଥିବା ପ୍ଲାକାର୍ଡ ଧରାଇ ଯୁବକଙ୍କୁ ଲଜ୍ଜିତ କଲେ,ତାଗିଦ…

ଭୁବନେଶ୍ୱର: ସ୍ଥାନୀୟ କମିଶନରେଟ ପୁଲିସର ଆଜି ବିନା ଗୁରୁତ୍ବପୂର୍ଣ୍ଣ କାମରେ ବାହାରକୁ ବାହାରି ଥିବା ଲୋକଙ୍କୁ ବୁଦ୍ଧି ଶିଖାଉଥିବା ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିନାକାରଣରେ ବୁଲି କିଛି ଯୁବକ ଆଜି ଲଜ୍ଜିତ ହୋଇଛନ୍ତି । ସଂପୃକ୍ତ ଯୁବକମାନଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

୧୪ ଏପ୍ରିଲ ରାତି ୧୨ଟା ପର୍ଯ୍ୟନ୍ତ ଗଡ଼ିବନି ଯାତ୍ରୀବାହୀ ଟ୍ରେନ୍

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ବ୍ୟାପିବାକୁ ଆଖି ଆଗରେ ରଖି ଭାରତୀୟ ରେଳ ପକ୍ଷରୁ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ୨୦୨୦ ୧୪ ଏପ୍ରିଲ ରାତି ୧୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ‘ଚାଇନା ଭାଇରସ୍‌’ ବୋଲି କୁହା ନ ଯାଉ; ଭାରତକୁ ଅନୁରୋଧ କଲେ ଚୀନ୍‌ ବୈଦେଶିକ ମନ୍ତ୍ରୀ

ବେଜିଂ: ସଂପ୍ରତି କରୋନା ଭାଇରସ୍‌ କୋଭିଡ୍‌-୧୯ ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଛି ସତ। ଚୀନ୍‌ ପାଇଁ ମଧ୍ୟ ଏହା କମ୍‌ ଘାତକ ସାବ୍ୟସ୍ତ ହୋଇନାହିଁ। କେନ୍ଦ୍ରୀୟ ଚୀନ୍‌ର ଉହାନ୍‌ ପ୍ରଦେଶରେ ଗତ ଡିସେମ୍ବର ମାସରେ ଅବଶ୍ୟ ପ୍ରଥମେ କରୋନା ଭାଇରସ୍‌ କୋଭିଡ୍‌-୧୯କୁ ଠାବ କରା ଯାଇଥିଲା। ହେଲେ,…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନକୁ ଔଷଧ ଯୋଗାଣ ଲାଗି ସରକାରଙ୍କ ପଦକ୍ଷେପ : ଯୋଗାଣକାରୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି, ଯୋଗାଣର ୨୪…

ଭୁବନେଶ୍ବର: ସବୁ ଚିକିତ୍ସାଳୟକୁ ତୁରନ୍ତ ଜିନିଷପତ୍ର ଯୋଗାଇବା ନେଇ ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଔଷଧ ନିଗମ ପକ୍ଷରୁ ବିଭିନ୍ନ ହସ୍ପିଟାଲକୁ ଯୋଗାଣ ଲାଗି କିଣାଯାଉଥିବା ଔଷଧକୁ ଯଦି ଯୋଗାଣକାରୀ ବ୍ୟାବସାୟିକ ସଂସ୍ଥା ସମୟ ପୂର୍ବରୁ ଦିଅନ୍ତି ତେବେ…
ଅଧିକ ଖବର ଦେଖନ୍ତୁ...

କରୋନା ଯୁଦ୍ଧ ପାଇଁ ସ୍ବେଛାସେବୀ ହେବାକୁ ଚାଁହୁଥିଲେ ଏଠାରେ ଆବେଦନ କରନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ୨୧ ଦିନିଆ ତାଲା ପକାଇବାକୁ ଘୋଷଣା କରିଛନ୍ତି। ଏହା ଅଧୀନରେ ଲୋକଙ୍କୁ ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ନିଜ ଘରେ ରହିବାକୁ ପଡିବ। ଏହା ବ୍ୟତୀତ ସାଧାରଣ ଲୋକଙ୍କ ନିକଟରେ କରୋନା ଭୂତାଣୁ ବିଷୟରେ ସୂଚନା…
ଅଧିକ ଖବର ଦେଖନ୍ତୁ...

କରୋନାକୁ ହରାଇବାକୁ ହେଲେ ଆମକୁ ୨୧ ଦିନିଆ ଯୁଦ୍ଧ ଲଢିବାକୁ ହେବ : ମୋଦୀ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକଟର ମୁକାବିଲା ପାଇଁ ସୋସିଆଲ ଡିଷ୍ଟାନ୍ସିଂ ବା ସଂଗରୋଧ ହିଁ ଏକମାତ୍ର ଉପାୟ । ଏଥିପାଇଁ ହିଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଜନସାଧାରଣ ଏଥିରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଜଣାଇଛନ୍ତି । ତେବେ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ମଦ ଜବତ 

ଭଦ୍ରକ: ଗୋଟିଏ ପଟେ ଲକଡାଉନ ପାଇଁ ସମସ୍ତ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ଅନ୍ୟପଟେ ଚୋରାମଦ କାରବାର ଭଦ୍ରକ ଜିଲ୍ଲାରେ ବଢିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ମଦ ଜବଦ କରିବା ସହ ଚୋରାମଦ ବ୍ୟବସାୟୀକୁ ମଧ୍ୟ ଗିରଫ କରାଯାଉଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଦ୍ବିତୀୟ କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍‌ସରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ ପରୀକ୍ଷା କେନ୍ଦ୍ର ଭାବେ ଭୁବନେଶ୍ବର ଏମ୍‌ସରେ କରୋନା(କୋଭିଡ-୧୯) ନମୁନା ପରୀକ୍ଷା ଆଜିଠାରୁ  ଆରମ୍ଭ ହୋଇଛି। ଏମ୍‌ସ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବୁଧବାର ଏଠାରେ ୩ଟି ନମୁନା ପରୀକ୍ଷା ହୋଇଛି ଏବଂ ୩ଟି ଯାକ ନ‌େଗେଟିଭ ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ମାନୁନାହାନ୍ତି ଲୋକେ: ପରିବା ବଜାର-ରାସନ ଦୋକାନରେ ଭିଡ଼, ଆଳୁ କିଲୋ ୫୦କୁ ଡାଲି ୧୫୦ ଟଙ୍କା

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅପ୍ରେଲ ୧୪ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି । ଏହି ନିୟମକୁ କଡାକଡି ପାଳନ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି । ସ୍ମାର୍ଟ ସିଟି ରାଉରକେଲାରେ ଚିତ୍ର କିନ୍ତୁ ଓଲଟା । ସହରର ବଜାରକୁ ଦେଖିଲେ ନିୟମକୁ…
ଅଧିକ ଖବର ଦେଖନ୍ତୁ...