Daily Archives

March 25, 2020

ଆସନ୍ତାକାଲିଠାରୁ ଯାଜପୁର ଜିଲ୍ଲାରେ ଲାଗୁ ହେବ କର୍ଫ୍ୟୁ ଭଳି କଡାକଡି ନିୟମ: ଜିଲ୍ଲାପାଳ

ଯାଜପୁର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁର ଜିଲାରେ ଲକଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶକୁ ଲୋକେ ଠିକ୍ ଭାବେ ପାଳନ କରୁନଥିବା ଦେଖିବାକୁ ମିଳିଛି । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ବାହାନା ଦେଖାଇ ଅଯଥା ରାସ୍ତା ଘାଟରେ ଭିଡ କରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ

ଲଣ୍ଡନ : ବ୍ରିଟେନର ଯୁବରାଜ ଚାର୍ଲସଙ୍କୁ କରୋନା ସଂକ୍ରମଣ ହୋଇଥିବା ଖବର ହସ୍ତଗତ ହୋଇଛି । ତେବେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଚାର୍ଲସଙ୍କ ମୁଖପାତ୍ର କହିଛନ୍ତି । କେବଳ ସେ ନୁହେଁ ଯୁବରାଣୀ କାମିଲା ପାର୍କରଙ୍କର ମଧ୍ୟ ପରୀକ୍ଷା ହୋଇଥିଲା, କିନ୍ତୁ ସେ ସଂକ୍ରମିତ ହୋଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବାହାରୁ ଆସିଥିବା ୭୮ ହଜାର ୨୩୩ ଜଣ ସଂକ୍ରମଣ ଆଶଙ୍କାରୁ ମୁକ୍ତ ନୁହନ୍ତି, ସେମାନଙ୍କୁ ୧୪ଦିନ ସଙ୍ଗରୋଧରେ…

ଭୁବନେଶ୍ୱର: କରୋନା ଭାଇରସ ସଂକ୍ରମଣ ନେଇ ଖବର ପ୍ରସାରିତ ହେବା ପରେ ରାଜ୍ୟ ବାହାରେ କାମ କରୁଥିବା ୭୮ ହଜାର ୨୩୩ ଜଣ ଓଡ଼ିଆ ଏବେ ନିଜ ଘରକୁ ଫେରି ଆସିଛନ୍ତି । ଏମାନେ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ସ୍ଥାନରେ କାମ କରୁଥିଲେ । ସଂକ୍ରମଣ ଭୟରେ ଏମାନେ ଏବେ ଓଡ଼ିଶାରେ ଥିବା ନିଜ ଘରକୁ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନ: ଗୁରୁଦ୍ୱାର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୨୫ ଜଣଙ୍କର ମୃତ୍ୟୁ

କାବୁଲ: ବୁଧବାର ଦିନ ଆଫଗାନିସ୍ତାନର କାବୁଲର ଶୋର ବଜାରରେ ଥିବା ଏକ ଗୁରୁଦ୍ୱାର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି | ଏହି ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରମଣକାରୀମାନେ ସଂଖ୍ୟାଲଘୁ ସମ୍ପ୍ରଦାୟ ହିନ୍ଦୁ ଏବଂ ଶିଖ୍  ରହୁଥିବା କାବୁଲର ଶୋର ବଜାର ଅଞ୍ଚଳରେ ଏକ ଗୁରୁଦ୍ବାରକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନପିଆର ନବୀକରଣ ପ୍ରକ୍ରିୟା ସ୍ଥଗିତ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:  କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନଗଣନା ରୋକିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା କଥା ଆଜି ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ  ୨୦୨୧ ପ୍ରଥମ ପର୍ଯ୍ୟାୟ ଜନଗଣନା ସ୍ଥଗିତ ରହିବ । ଏଥିସହ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣାକୁ ସ୍ୱାଗତ କଲେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ…

ଜୟପୁର: କରୋନା ସଂକ୍ରମଣରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସମଗ୍ର ଦେଶରେ ଲାଗୁ କରିଥିବା ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣାକୁ ଆଜି ଖୋଲାଖୋଲି ସ୍ୱାଗତ କରିଛନ୍ତି ରାଜସ୍ଥାନର ଉପ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌। ସେ…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ଅର୍ଥ ହଡ଼ପ ଘଟଣା: ସିଆରସିସି-ଶିକ୍ଷକ ନିଲମ୍ବିତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ଅଣ୍ଡାଳି ଜାମବାହାଲ ନୋଡାଲ ବିଦ୍ୟାଳୟ ଛାତ୍ରାବାସର ଅନ୍ତେବାସୀଙ୍କ ଠାରୁ ଷ୍ଟାଇପେଣ୍ଡ ଅର୍ଥ ହଡ଼ପ ଘଟଣାରେ ବୀରମିତ୍ରପୁର ସିଆରସିସି ସୁଦର୍ଶନ ବଡ଼ାଇକ ଓ ସଂପୃକ୍ତ ସ୍କୁଲର ଶିକ୍ଷକ ଡି ଟପ୍ପୋ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଆଗୁଆ ଦରମା ମିଳିବ

ଭୁବନେଶ୍ବର: କରୋନା ମୁକାବିଲା ନେଇ ବୁଧବାର ଏକ ବଡ଼ ଘେ‌ାଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମୁକାବିଲା ନେଇ ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଥିବା  ରାଜ୍ୟର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ୪ ମାସର ଆଗୁଆ ଦରମା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଦେଶର ୮୦ କୋଟି ଲୋକଙ୍କୁ ତିନି ମାସ ପାଇଁ ୩ ଟଙ୍କାରେ ଚାଉଳ, ୨ଟଙ୍କାରେ ଗହମ ମିଳିବ : କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସାରା ଦେଶରେ ଆଜିଠାରୁ ଲକଡାଉନ ଆରମ୍ଭ ହୋଇଥିବାବେଳେ ଭାରତ ସରକାର ଦେଶର ଗରିବ ଲୋକମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଆସନ୍ତା ୩ ମାସ ପାଇଁ ଦେଶର ପ୍ରାୟ ୮୦ କୋଟି ଗରିବ ଲୋକ ଓ ଠିକା ଶ୍ରମିକଙ୍କୁ ଗହମ କିଲୋଗ୍ରାମ ପିଛା ୨ ଟଙ୍କା ଓ ଚାଉଳ କିଲୋଗ୍ରାମ ପିଛା ୩ ଟଙ୍କାରେ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ୭ ଶିଶୁଙ୍କ ସହ ଫସି ରହିଛନ୍ତି ୪୭ ଓଡ଼ିଆ, ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ବି ମେଲରେ ଚିଠି ଲେଖିଲେ 

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ଥାନା ଅଧିନସ୍ଥ ଗଡସାହିବାଲିଆପାଳ ଗାଁ ରୁ ଦିନ ମଜୁରିଆ ଭାବେ ମହାରାଷ୍ଟ୍ରର ମୁମ୍ବାଇକୁ ଗତ ଦୁଇମାସ ତଳେ କାମ କରିବାକୁ ଯାଇଥିବା ୭ ଜଣ ଶିଶୁ ଓ ୧୦ ମହିଳାଙ୍କୁ ମିଶାଇ ୪୭ ଜଣ ଓଡ଼ିଆ ସେଠାରେ ଗତ ୧୯ ତାରିଖରୁ ଫସି ରହିଥିବା ଜଣାପଡିଛି। କରୋନା ପାଇଁ…
ଅଧିକ ଖବର ଦେଖନ୍ତୁ...