Daily Archives

April 7, 2020

ତାଳଚେର ମେଡିକାଲ କୋଠାରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଅନୁଗୁଳ: ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନୂଆ କରୋନା ହସ୍ପିଟାଲର ଶୁଭ ଉଦଘାଟନ କରିଥିବା ବେଳେ ଅନୁଗୁଳ ଜିଲ୍ଲାରେ ମଧ୍ୟ ନୂଆ ହସ୍ପିଟାଲ ପାଇଁ ଯୁଦ୍ଧ କାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି। ୫୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ତାଳଚେର ସେଣ୍ଟ୍ରାଲ ହସ୍ପିଟାଲ ନିକଟରେ ଏମସିଏଲ ଗଢି ଥିବା ନୂଆ…
ଅଧିକ ଖବର ଦେଖନ୍ତୁ...

ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯, ମୃତ୍ୟୁସଂଖ୍ୟା ୧୨୪ : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୮୯ ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୩୧୨ ଥିବାବେଳେ ମୃତ୍ୟୁସଂଖ୍ୟା ୧୨୪ ରେ ପହଞ୍ଚିଛି । ଦେଶରେ ୩୫୨ ଜଣ ଆରୋଗ୍ୟ ଲାଭ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟରେ…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜରେ ୨୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ, କିମ୍ସ ଓ ଜିଲ୍ଲାପ୍ରଶାସନ ମଧ୍ୟରେ ଏମ୍ଓୟୁ…

ବାରିପଦା: ମୟୂରଭଞ୍ଜରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନେଇ ଆଜି କିମ୍ସ ହସ୍ପିଟାଲ ଏବଂ ଜିଲ୍ଲାପ୍ରଶାସନ ମଧ୍ୟରେ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ରାଜ୍ୟସରକାରଙ୍କ ଗାଇଡ୍ଲାଇନ୍ ଅନୁଯାୟୀ ଆଜି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଏବଂ କିମ୍ସ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ମୋବାଇଲ ଏଟିଏମ ସେବା, ନବରଙ୍ଗପୁରରେ କରୋନା ପାଇଁ ମୋକିଆ ଏସବିଆଇ ଶାଖା ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ନିଷିଦ୍ଧାଞ୍ଚଳରେ ମୋବାଇଲ ଏଟିଏମ ସେବା ଜାରି ରହିଛି । ବର୍ତ୍ତମାନ ଏହା ସୂର୍ଯ୍ୟନଗର ଅଞ୍ଚଳରେ ଆକ୍ସିସ ବ୍ୟାଙ୍କର ଏହି ମୋବାଇଲ ଏଟିଏମ୍ ଭ୍ୟାନ ବୁଲୁଛି । ଆସନ୍ତାକାଲି ଠାରୁ ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ଅନ୍ୟ ଅଞ୍ଚଳରେ ଏହି ସେବା ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଚାଲୁଥିବା ୩ଟି ଘରୋଇ ଟ୍ରେନର ଟିକେଟ ବୁକିଂକୁ ଏପ୍ରିଲ ୩୦ପର୍ଯ୍ୟନ୍ତ ସ୍ଥଗିତ ରଖିଲା ଆଇଆରସିଟିସି

ନୂଆଦିଲ୍ଲୀ: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ (ଆଇଆରସିଟିସି) ଚାଲୁଥିବା ଟ୍ରେନର ଟିକେଟ୍ ବୁକିଂକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ଆଇଆରସିଟିସି ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଇଆରସିଟିସି ବର୍ତ୍ତମାନ ଦୁଇଟି ତେଜସ ଟ୍ରେନ୍ ଏବଂ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ଆକାଶରେ ଉଇଁଲା ‘ସୁପରମୁନ୍‌’

ନୂଆଦିଲ୍ଲୀ: ଆକାଶରେ ସୁପରମୁନ୍ ଦେଖାଯାଇଛି । ଏହା ଏବେ ବିଶ୍ୱବାସୀ ସମେତ ଓଡ଼ିଶାର ଲୋକେ ମଧ୍ୟ ଦେଖିଛନ୍ତି । ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ୨୦୨୦ରେ ପୁନର୍ବାର ଏଭଳି ସୁପରମୁନ୍ ଦେଖିବାର ଆଉ ସୁଯୋଗ ମିଳିବ ନାହିଁ | ଏହି ସମୟ ମଧ୍ୟରେ ଚନ୍ଦ୍ର ଏବଂ ପୃଥିବୀ ମଧ୍ୟରେ ଦୂରତା ସବୁଠାରୁ କମ୍…
ଅଧିକ ଖବର ଦେଖନ୍ତୁ...

ମୁକ୍ତ ହେଲା ଚୀନ ସେନା ଦ୍ୱାରା ବନ୍ଦୀ ଭାରତୀୟ ଯୁବକ, କରୋନା ସଂଦେହରେ ଏକାନ୍ତବାସରେ ରଖିଲା ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ସେନା ଦ୍ୱାରା ଗତ ମାର୍ଚ୍ଚ ୨୩ଠାରୁ ବନ୍ଦୀ ରଖାଯାଇଥିବା ଅରୁଣାଚଳ ପ୍ରଦେଶର ଜଣେ ୨୧ ବର୍ଷୀୟ ଭାରତୀୟ ଯୁବକକୁ ଛାଡ଼ିଦେଇଛନ୍ତି । ସେମାନେ ତାହାକୁ ଭାରତୀୟ ସେନା ହାତରେ ଦେଇଛନ୍ତି । ଏ ସଂପର୍କରେ ଭାରତୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ଯୁବକର ନାଁ ହେଉଛି…
ଅଧିକ ଖବର ଦେଖନ୍ତୁ...

ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ସୂର୍ଯ୍ୟନଗରର ପଞ୍ଚମ କରୋନା ଆକ୍ରାନ୍ତ, ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି କହିଲା ଏମ୍ସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱର ଏମ୍ସର ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ଏବଂ ସେ ଭଲ ଅଛନ୍ତି । ଭୁବନେଶ୍ୱର ଏମ୍ସ ପକ୍ଷରୁ ଜାରି ଏକ ପ୍ରେସ ନୋଟ ଜରିଆରେ ଆଜି ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...