Daily Archives

May 3, 2020

ଚାଲି ଚାଲି ବିହାର ଯାଉଥିବା ୨୦ ଶ୍ରମିକଙ୍କୁ ଅଟକାଇଲା ପୁଲିସ

କାଳିଆପାଣି: କାଳିଆପାଣି ଥାନା ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ସୀମାନ୍ତ ଗାଁ କୁମାରଡିହରେ ଆଜି ସଂଧ୍ୟା ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିହାର ମୁହାଁ ୨୦ ଜଣ ଅଣଓଡ଼ିଆ ଠିକା ଶ୍ରମିକ ବ୍ୟାଗ୍ ଓ ଗଣ୍ଠିଲି ଧରି ଚାଲି ଚାଲି ଖଣିଅଞ୍ଚଳ ଆଡ଼କୁ ପ୍ରବେଶ କରୁଥିବା ବେଳେ କାଳିଆପାଣି ପୁଲିସ…
ଅଧିକ ଖବର ଦେଖନ୍ତୁ...

ମେ ୯ ତାରିଖରୁ ‘କୌନ ବନେଗା କରୋଡ଼ପତି’ର ପଞ୍ଜିକରଣ ଆରମ୍ଭ

ମୁମ୍ବାଇ: ଦୀର୍ଘ ଦିନ ଧରି କରୋନା ଭାଇରସ୍‌ ପାଇଁ ଲୋକେ ଦୁଃଖୀ ରହୁଥିବା ବେଳେ ଏବେ ଆପଣଙ୍କ ପାଇଁ ଏକ ମନୋରଞ୍ଜନ ଖବର। ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ଅତି ଲୋକପ୍ରିୟ ସୋ ‘କୌନ୍‌ ବନେଗା କରୋଡ଼ପତି’ର ପଞ୍ଜିକରଣ ମେ ୯ ତାରିଖରୁ ଆରମ୍ଭ ହେବ ବୋଲି ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

କରୋନା ଆଣିଦେଲା ଖୁସି ! ନିଖୋଜ ପୁଅ ଘରକୁ ନ ଫେରିବାରୁ ମୃତ ଭାବି ଶୁଦ୍ଧି ହୋଇଥିଲେ ବାପା-ମା’, ଏବେ ପ୍ରବାସୀଙ୍କ…

ଚନ୍ଦାହାଣ୍ଡି: ୧୫ ବର୍ଷ ପୂର୍ବେ ନିଖୋଜ ଥିବା ପୁଅକୁ ଫେରାଇ ଆଣିବ କରୋନା ସଂକ୍ରମଣ!  ଓଡ଼ିଶା ସରକାର ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ଫେରେଇ ଆଣୁଛନ୍ତି। ତେବେ କିଏ ଜାଣିଥିଲା ଯେ କରୋନା ମହାମାରୀର ମୁକବିଲା ପାଇଁ ହୋଇଥିବା ଲକ୍ ଡାଉନ୍ କାହା ପାଇଁ ଖୁସିର ତାଲା ଖୋଲି ଦେବ,…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଅସୁସ୍ଥ ହୋଇପଡ଼ିଲା ପୋଷା କୁକୁର, ଡାକ୍ତରୀ ସହାୟତା ମାଗିଲେ ମୁମ୍ବାଇ ଇଣ୍ଡିଆନ୍ସର ଯାଦବ

ମୁମ୍ବାଇ: କରୋନା ଭାଇରସ୍ ସଂକ୍ରମଣ ‌ହେତୁ‌ ଲକ୍‌ଡାଉନ୍‌ ବୃଦ୍ଧି ପାଇଥିବା କାରଣରୁ ଲୋକମାନେ ଆହୁରି ୨ ସପ୍ତାହ ଘରେ ବନ୍ଦ ହୋଇ ରହିବା ପାଇଁ ବାଧ୍ୟ ହୋଇ ପଡ଼ିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଟ୍ବିଟର୍‌ର ସହାୟତା ନେଇ ଜରୁରିକାଳୀନ ଡାକ୍ତରୀ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଆସିଲେ ୫୫ ପ୍ରବାସୀ

ଯାଜପୁର: ଆଜି ପ୍ରଥମ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାକୁ ୫୫ଜଣ ପ୍ରବାସୀ କୋଟା ଓ କେରଳକୁ ଫେରିଛନ୍ତି। କୋଟାରୁ ଫେରିଥିବା ୧୭ଜଣ ଇଂଜିନିୟର ଛାତ୍ରଙ୍କୁ ଗୃହ ସଙ୍ଗରୋଧରେ ରହିବା ପାଇଁ ପରାମର୍ଶ ଦିଆଯାଇ ପଠାଇ ଦିଆଯାଇଛି। ସେହିପରି କେରଳରୁ ଫେରି ଥିବା ୩୮ଜଣଙ୍କୁ ବିଭିନ୍ନ ବ୍ଲକର ସରକାରୀ…
ଅଧିକ ଖବର ଦେଖନ୍ତୁ...

୩୯ତମ ଶ୍ରାଦ୍ଧବାର୍ଷିକୀରେ ମାଆ ନର୍ଗିସଙ୍କୁ ମନେପକାଇ ଇନ୍‌ଷ୍ଟା ପୋଷ୍ଟ୍‌ କଲେ ସଞ୍ଜୟ

ନୂଆଦିଲ୍ଲୀ: ମାଆ ନର୍ଗିସ୍‌ ଦତ୍ତଙ୍କର ୩୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ସହ ନିଜ ଏକ ଫଟୋ ସେୟାର୍‌ କରି ଭାବପ୍ରବଣ ହୋଇ ପଡ଼ିଛନ୍ତି ବଲିଉଡ୍ ତାରକା‌ ସଞ୍ଜୟ ଦତ୍ତ। ସଞ୍ଜୟ ମାଆ ନର୍ଗିସଙ୍କ ସହ ତାଙ୍କର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର୍‌ କରି ତାଙ୍କୁ ମନେ ପକାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସୀମା ସିଲ୍‌ କରି ଜଗିଛି ପୁଲିସ!, ପଶ୍ଚିମବଙ୍ଗରୁ ମାଛଗାଡ଼ିରେ ଘରେ ପହଞ୍ଚିଲେ ଯୁବକ

ଚାନ୍ଦିପୁର: ସୀମାରେ କଟକଣା ବଢ଼ାଇ ଦିଆଯିବା ସହ ପୂରା ସିଲ କରାଯାଇଛି। ପଶ୍ଚିମବଙ୍ଗ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ୍‌ କରାଯାଉଛି। କରୋନା ମୁକାବିଲାରେ ବାଲେଶ୍ବର ଜିଲ୍ଲା ପୁଲିସ ଏହିପରି ସତର୍କ ରହିଥିବା ବାହାସ୍ଫୋଟ ମାରୁଥିବାବେଳେ ପଶ୍ଚିମବଙ୍ଗରୁ ପ୍ରବାସୀ ଓଡ଼ିଆ କିପରି…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ନିର୍ଦ୍ଦେଶିକା

ବ୍ରହ୍ମପୁର: କରୋନା ମହାମାରୀକୁ ନେଇ ସବୁଠି ଆଲୋଡ଼ନ ସୃଷ୍ଟି ହୋଇଛି। ନିଜାମୁଦ୍ଦିନ୍‌ ଓ ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି। ଆଉ ଏଭଳି ପରିସ୍ଥିତିରେ ଗତ ଦୁଇ ସପ୍ତାହ ମଧ୍ୟରେ ଗଞ୍ଜାମ ଜିଲ୍ଲାକୁ ୭୧ଜଣ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡ଼ିଛି। ଏହି ମାନଙ୍କୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଲସ୍କର-ଏ-ତୋଏବାର ଶୀର୍ଷ ସ୍ତରୀୟ ଆତଙ୍କବାଦୀ ନିହତ

ହନ୍ଦୱାରା: ଜମ୍ମୁ-କଶ୍ମୀରସ୍ଥିର ହଣ୍ଡୱାରାଠାରେ ପୁଲିସ୍‌ ଏନ୍‌କାଉଣ୍ଟର୍‌ରରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ଆତଙ୍କବାଦୀ ହାଇଦର ନିହତ ହୋଇଛି। ଏ ନେଇ କଶ୍ମୀରର ପୁଲିସ୍‌ ଆଇଜି  ବିଜୟ କୁମାର ରବିବାର ସୂଚନା ଦେଇଛନ୍ତି। କୁମାର କହିଛନ୍ତି କି ‘ଶୀର୍ଷ ସ୍ତରୀୟ ଲକ୍ସର…
ଅଧିକ ଖବର ଦେଖନ୍ତୁ...

ରେଡ୍‌ ଜୋନ୍‌ରେ ଅବ୍ୟବସ୍ଥା, ୫ଦିନ ହେଲା ଆସୁନାହିଁ କରୋନା ରିପୋର୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରୁ ଯାଉଥିବା କରୋନା ନମୁନାର ପରୀକ୍ଷା ରି‌େପାର୍ଟ ଗତ ୫ଦିନ ହେଲା ଆସିପାରୁନାହିଁ। କେଉଁ କାରଣରୁ ଏହା ଆସିପାରୁନି ସେ ବିଷୟରେ ନା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନା ଜିଲ୍ଲା ପ୍ରଶାସନ କାହାରି ପାଖରେ କିଛି ଖବର ନାହିଁ। ଗୋଟିଏ ପଟେ ପଶ୍ଚିମବଙ୍ଗର ପ୍ରବାସୀଓଡ଼ିଆ…
ଅଧିକ ଖବର ଦେଖନ୍ତୁ...