Daily Archives

May 10, 2020

ଇଟାଭାଟିରୁ ଭିଟାମାଟି ଅଭିମୁଖେ ଶ୍ରମିକ: ମୁଣ୍ଡରେ ଜୀବନ ଜୀବିକାର ବୋଝ, କାନ୍ଧରେ ଛୁଆ

ରାୟଗଡ଼ା: ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଭିଟାମାଟି ଛାଡ଼ିଥିଲେ। କିନ୍ତୁ ଲକଡାଉନ୍ ଯୋଗୁ ଜୀବନ, ଜୀବିକାର ଦୋ’ ଛକିରେ ଅଟକି ଗଲେ ଶ୍ରମିକ। ଯେଉଁ ଇଟାଭାଟି ବର୍ଷ ତମାମ ଆହାର ଯୋଗାଉଥିଲା, ସେହି ଇଟାଭାଟିରୁ ଭିଟାମାଟି ମୁହାଁ ହୋଇଛନ୍ତି ଶ୍ରମିକ। ମୁଣ୍ଡରେ ବୋଝ, କାନ୍ଧରେ ଛୁଆଙ୍କ ଧରି…
ଅଧିକ ଖବର ଦେଖନ୍ତୁ...

ମୟୂରଭଞ୍ଜ: ସୁରତ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଲା, ଗୁଜୁରାଟରୁ ଫେରିବାକୁ ପଞ୍ଜିକରଣ କରିଛନ୍ତି ୨ହଜାରରୁ ଊର୍ଧ୍ବ

ବାରିପଦା: ସୁରତ ଫେରନ୍ତାଙ୍କ ପାଇଁ ମୟୂରଭଞ୍ଜରେ ଚିନ୍ତା ବଢ଼ିଲା। ମୟୂରଭଞ୍ଜ ଜିଲ୍ଲାରେ ଆଜି ପୁଣି ଜଣେ ସୁରତ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି। କପ୍ତିପଦା ବ୍ଲକର ୩୭ବର୍ଷ ବୟସ୍କ ଏହି ସୁରତ ଫେରନ୍ତା ଅସ୍ଥାୟୀ ମେଡିକାଲ୍ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଏହି ଆକ୍ରାନ୍ତଙ୍କୁ ମିଶାଇ…
ଅଧିକ ଖବର ଦେଖନ୍ତୁ...

ମୁକେଶ ଖାନ୍ନାଙ୍କ ସାମ୍ନାରେ ୧୬ ବର୍ଷିଅ ସୋନୁ ନିଗମ ଗାଉଥିବା ପୁରୁଣା ଭିଡିଓ ଭାଇରାଲ୍‌

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଅନେକ କିଛି ଖରାପ ଘଟିଥିଲେ ବି କିଛି ଭଲ ବି ନିଶ୍ଚୟ ଘଟିଛି। ଅଶୀରୁ ନବେ ଦଶକ ମଧ୍ୟରେ ହୋଇ0ଥିବା ଲୋକପ୍ରିୟ ଆଧ୍ୟାତ୍ମିକ ଧାରାବାହିକ ରାମାୟଣ ଓ ମହାଭାରତକୁ ଲୋକେ ପୁଣି ଥରେ ଟିଭି ପରଦାରେ ଦେଖିବାକୁ ପାଇଛନ୍ତି। ରାମାନନ୍ଦ ସାଗର ଓ ବିଆର୍‌ ଚୋପ୍ରାଙ୍କ…
ଅଧିକ ଖବର ଦେଖନ୍ତୁ...

ମାଆଙ୍କୁ ସୃଷ୍ଟି କରିଥିବାରୁ ଆଈମାଆଙ୍କୁ ଧନ୍ୟବାଦ ଦେଲେ ଅଭିନେତ୍ରୀ ସାରା

ମୁମ୍ବାଇ: ମେ ୧୦ ତାରିଖଟି ଆମ ସମସ୍ତଙ୍କ ପାଇଁ ନିଶ୍ଚୟ ସ୍ବତନ୍ତ୍ର। କାହିଁକି ନା, ଏହି ଦିନଟି ହେଉଛି ମାଆମାନଙ୍କ ଦିନ। ଅର୍ଥାତ ମାତୃ ଦିବସ ବା ମଦର୍ସ ଡେ ଭାବେ ପରିଚିତ ଏହି ତାରିଖଟି। ଏହି ଦିନରେ ଅନେକ ପୁଅଝିଅ ନିଜ ନିଜ ମାଆଙ୍କୁ ମନେ ପକାଇ ସୋସିଆଲ୍‌ ମିଡିଆରେ ମାଆଙ୍କ ସହ ଫଟୋ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ସିର ୩ ସ୍କ୍ରିନିଂ ସେଣ୍ଟର୍‌ରେ ୭୨ ଘଣ୍ଟାରେ ୨୦୦ ଜଣଙ୍କର ସ୍କ୍ରିନିଂ‌ ହୋଇଛି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରକୁ ଆସୁଥିବା ରୋଗୀମାନଙ୍କ ପାଇଁ ଭୁବନେଶ୍ବର ମୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି) ଜୋନାଲ୍‌ ସ୍ତରରେ ୩ଟି ରିସେପ୍‌ସନ ସେଣ୍ଟର୍‌ ଖୋଲିଥିବା ସୂଚନା ରହିଛି। ଫଳରେ ଏହି ସେଣ୍ଟର୍‌ମାନଙ୍କରେ ସ୍କ୍ରିନିଂ ଟେଷ୍ଟ୍‌ କରାଯାଉଛି। ଏହି ସେଣ୍ଟର୍‌ଗୁଡ଼ିକ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଆପଣଙ୍କ ଫୋନ୍‌ ଖରାପ ହୋଇଗଲେ ଆପଣ କ’ଣ କରିବେ?

ଲକ୍‌ଡାଉନ୍‌ ସମୟରେ ଅନେକ ଅସୁବିଧାର ସମାଧାନ ହୋଇପାରୁନାହିଁ। ଦୋକାନ ବଜାର ବନ୍ଦ ରହୁଥିବା କାରଣରୁ ଆମକୁ ଅଧିକରୁ ଅଧିକ ସତର୍କ ହୋଇ ଚଳିବାକୁ ପଡୁଛି। ତେବେ ମୋବାଇଲ୍‌ ଏକ ଏପରି ଜିନିଷ ଯଦି ତାହା ଖରାପ ହୋଇଯାଏ ଅନେକ ଲୋକଙ୍କ ବୁଦ୍ଧି ବଣା ହୋଇଯାଏ। ଚାଲନ୍ତୁ ଜାଣିବା ଏହି…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଦିଲ୍ଲୀ ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଜି ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମ ସଂସ୍ଥା ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । …
ଅଧିକ ଖବର ଦେଖନ୍ତୁ...

କରୋନାରୁ ବର୍ତ୍ତିବା ପରେ ଅଭିଜ୍ଞତା ବଖାଣିଲେ ଓଡ଼ିଆ ମହିଳା, ନିଜ ଅପେକ୍ଷା ଏମ୍ସରେ ଥିବା ବାପାଙ୍କ ପାଇଁ ବେଶି ଦୁଃଖ…

ଭୁବନେଶ୍ବର: କୋଭିଡ୍‌-୧୯ରୁ ଭଲ ହେବା ପରେ ଅନେକ ଆକ୍ରାନ୍ତ ଗଣମାଧ୍ୟମରେ ନିଜର ଅନୁଭୂତି ବଖାଣିଛନ୍ତି। ନିକଟରେ ଜଣେ ଓଡ଼ିଆ ମହିଳା ମଧ୍ୟ ଏହି ମହାମାରୀ କବଳରୁ ମୁକ୍ତି ପାଇବା ପରେ କରୋନା ଭାଇରସ୍‌ ଆକ୍ରାନ୍ତ ହେବା ପରେ ତାଙ୍କ ଅଭିଜ୍ଞତା କିପରି ରହିଛି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଚଳିତବର୍ଷ ବନ୍ଦ ହୋଇପାରେ ପ୍ରସିଦ୍ଧ କୈଳାସ ମାନସରୋବର ଯାତ୍ରା

ଡେରାଡୁନ୍‌: ଲକ୍‌ଡାଉାନ୍‌ କାରଣରୁ ହୁଏତ ଚଳିତବର୍ଷ ପ୍ରସିଦ୍ଧ କୈଳାସ ମାନସରୋବର ଯାତ୍ରା ବନ୍ଦ ରହିପାରେ ବୋଲି ସୂଚନା ରହିଛି। ଉତ୍ତରଖଣ୍ଡରେ ପ୍ରତିବର୍ଷ ହେଉଥିବା ଏହି ଯାତ୍ରାକୁ ନେଇ ଏ ବର୍ଷ କିଛି ପ୍ରସ୍ତୁତି ଏଯାଏ ହୋଇନାହିଁ। ଏ ନେଇ ପର୍ଯ୍ୟଟନ ବିକାଶ ଅଧିକାରୀ ବିନା ସୁଏଲ୍‌…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରେ ଫସିଥିଲେ ଅନ୍ୟ ରାଜ୍ୟର ଶ୍ରମିକ, ୨୫୭ ଜଣଙ୍କୁ ଘରକୁ ପଠାଇଲା ପ୍ରଶାସନ

ଭବାନୀପାଟଣା: ଲକଡାଉନ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ,ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ କର୍ଣ୍ଣାଟକ ରାଜ୍ୟର ବିଭିନ୍ନ ଅଞ୍ଚଳ ର ମୋଟ ୬୪୬ ଜଣ ଶ୍ରମିକ ଏଠାରେ ଅଟକି ରହି ଯାଇଥିଲେ । ସେମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲବ୍ୟାପୀ ୪୭ ଟି ଶିବିରରେ ଥଇଥାନ…
ଅଧିକ ଖବର ଦେଖନ୍ତୁ...