Daily Archives

May 24, 2020

ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ବାଣ୍ଟୁବାଣ୍ଟୁ ଭଲ ପାଇ ବସିଥିବା ଭିକାରୁଣୀଙ୍କୁ ବିବାହ କଲେ ଏହି ଯୁବକ

ଲକ୍ଷ୍ମୌ: କରୋନା ଭାଇରସ୍‌ ହେତୁ ଦେଶରେ ଲକ୍‌ଡାଉନ୍‌ ଜାରି କରଯାଇଛି। ଏହି ସମୟରେ ବିବାହ ଋତୁ ଥିବାରୁ ଅନେକଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ କଟକଣା ହେତୁ ଅନେକଙ୍କୁ ସେମାନଙ୍କ ସ୍ଥିର ହୋଇଥିବା ବିବାହ ତାରିଖକୁ ଘୁଞ୍ଚାଇବାକୁ ପଡ଼ିଛି। ତେବେ ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଅନ୍ତସତ୍ତ୍ୱା ପତ୍ନୀଙ୍କୁ ଧରି ଡାକ୍ତରଖାନାକୁ ଯାଉଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ୱାମୀ

ନୂଆଦିଲ୍ଲୀ: ଗୁରୁଗ୍ରାମର ରାମପୁରା ଫ୍ଲାଏ ଓଭର ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍ତସତ୍ତ୍ୱା ପତ୍ନୀଙ୍କୁ ଧରି ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ବେଳେ ସ୍ୱାମୀ ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ। ପ୍ରକାଶିତ ରିପୋର୍ଟ ମୁତାବକ, ଦମ୍ପତି ରାହୁଲ ଓ ରୋହିଣୀ…
ଅଧିକ ଖବର ଦେଖନ୍ତୁ...

ଆଜି ଆସିଲେ ୨୫ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ, କାଲି ପୁଣି ଆସିବ ୧୪ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର: ଦେଶର ବିଭିନ୍ନ ସ୍ଥାନରୁ ରବିବାର ପ୍ରଥମ ଥର ପାଇଁ ଓଡ଼ିଶାକୁ ୨୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିଛି । ଏହି ଟ୍ରେନଗୁଡ଼ିକରେ ପ୍ରାୟ ୨୫ ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଆସିଥିବା ସୂଚନା ମିଳିଛି । ଆସନ୍ତାକାଲି ରାଜ୍ୟକୁ ପୁଣି ୧୪ଟି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଆସିବ । ଏଥିରେ…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମିତଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର ମନା

ଲକ୍ଷ୍ମୌ: ଉତ୍ତରପ୍ରଦେଶରରେ କରୋନା ସଂକ୍ରମିତ ରୋଗୀ ଏଣିକି ଡାକ୍ତରଖାନାରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରି ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକ କେ କେ ଗୁପ୍ତା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

କୃତକର୍ମ ପାଇଁ ଜଣଙ୍କର ଗଲା ଚାକିରି, ଅନ୍ୟ ଜଣଙ୍କୁ ପ୍ରଶଂସାରେ ପୋତିଲେ ଓଡ଼ିଶା ଡିଜିପି

ଭୁବନେଶ୍ୱର(ମହେନ୍ଦ୍ର ସାହୁ): କଥାରେ ଅଛି, ଚାକିରି କରିବ ପୁଲିସି, ମାଛ ଖାଇବ ଇଲିସି । ପୁଲିସ ଚାକିରି କରି କିଛି ବ୍ୟକ୍ତି ସମାଜରେ ସୁନାମ ଅର୍ଜନ କରୁଥିବା ବେଳେ କିଛି ଲୋକ ଖାକିରେ କଳଙ୍କ ଲଗାଉଥିବା ଦୃଷ୍ଟିଗୋଚର ହେଉଛି । ପୁଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେବଳ ଠାରୁ ଆରମ୍ଭ କରି ବଡ଼ ବଡ଼…
ଅଧିକ ଖବର ଦେଖନ୍ତୁ...

ଶ୍ରମିକଙ୍କ ଦୁର୍ଦ୍ଦଶା ପାଇଁ ବିଜେପି ଅପେକ୍ଷା କଂଗ୍ରେସ ଅଧିକ ଦାୟୀ: ମାୟାବତୀ

ଲଖନଉ: ବହୁଜନ ସମାଜ ପାର୍ଟି (ବିଏସପି) ଜାତୀୟ ସଭାପତି ମାୟାବତୀ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ କଂଗ୍ରେସ ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ଅସୁବିଧା ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି। ମାୟାବତୀ କହିଛନ୍ତି ଯେ ଦେଶରେ ପ୍ରବାସୀ ଶ୍ରମିକଙ୍କ ଅସୁବିଧା…
ଅଧିକ ଖବର ଦେଖନ୍ତୁ...

ନିଆରା ଦୁର୍ଘଟଣା! ନିଜକୁ ଗୁଳି ମାରୁଥିବା ବ୍ୟକ୍ତିଙ୍କ କାନ ଦେଇ ମୁଣ୍ଡରୁ ଗୁଳି ବାହାରି କଡ଼ରେ ବସିଥିବା ପତ୍ନୀଙ୍କ…

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଘଟିଯାଇଛି ଏକ ନିଆରା ଦୁର୍ଘଟଣା। ଜଣେ ୩୪ ବର୍ଷ ବୟସ୍କ ବ୍ୟକ୍ତି ରାଗରେ ଆସି ନିଜ କାନକୁ ଗୁଳି ମାରିବାରୁ ଗୁଳିଟି ତାଙ୍କ କାନ ଦେଇ ମୁଣ୍ଡ ପଟେ ବାହାରି ଯାଇ ତାଙ୍କ ପତ୍ନୀଙ୍କ ଦେହରେ ବାଜି ଥିବା ଜାଣିବାକୁ ମିଳିଛି। ବ୍ୟକ୍ତି ଜଣକ କାର୍‌ ଚଳାଉଥିଲେ। କାର୍‌ର କଡ଼…
ଅଧିକ ଖବର ଦେଖନ୍ତୁ...

ମେଷ: ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ। ବନ୍ଧୁଙ୍କ ସହଯୋଗ ପାଇବେ। ଗବେଷଣା କାମ ସ˚ପୂର୍ଣ୍ଣ ହୋଇପାରେ। ବୃଷ: ସାରାଦିନ ଖୁସି ମନରେ ରହିବେ। ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ। ଚାକିରିଜୀବୀଙ୍କୁ କାମରେ ସଫଳତା ମିଳିବ। ମିଥୁନ: ମନୋଯୋଗରେ ନିଜର କାମ…
ଅଧିକ ଖବର ଦେଖନ୍ତୁ...

ଦଳକୁ ଫେରିବାକୁ ହେଲେ ହିଟମ୍ୟାନଙ୍କୁ ଦେବାକୁ ପଡିବ ଫିଟନେସ ପରୀକ୍ଷା

ମୁମ୍ବାଇ: ଟିମ୍ ଇଣ୍ଡିଆର ଦିନିକିଆ ଏବଂ ଟି -୨୦ ଫର୍ମାଟ୍ ଉପ-ଅଧିନାୟକ ରୋହିତ ଶର୍ମାଙ୍କୁ ଟିମକୁ ଫେରିବାକୁ ହେଲେ ଫିଟନେସ ପରୀକ୍ଷା ଦେବାକୁ ହେବ | ଖୋଦ ରୋହିତ ଏ କଥା କହିଛନ୍ତି | ସେ କହିଛନ୍ତି ଯେ ଆହତ ଅବସ୍ଥାରୁ ସୁସ୍ଥ ହେବା ପରେ ଫେରିବାକୁ ପ୍ରସ୍ତୁତ ହେବାବେଳକୁ, ଲକଡାଉନ ଯୋଗୁଁ ସେ…
ଅଧିକ ଖବର ଦେଖନ୍ତୁ...

ଝାନ୍ସୀରେ ପଙ୍ଗପାଳଙ୍କ ଉତ୍ପାତ: ଆଜି ରାତିରେ ୩କିଲୋମିଟର ଲମ୍ବ ପଙ୍ଗପାଳଙ୍କ ଉପରେ କୀଟନାଶକ ଔଷଧ ସ୍ପ୍ରେ କରିବ…

ଝାନ୍ସୀ: ଏବେ ସାରା ଦେଶ କରୋନା ଭଳି ମହାମାରୀ ସହ ଲଢ଼ୁଥିବା ବେଳେ ବିଭିନ୍ନ ରାଜ୍ୟକୁ ପ୍ରାକୃତିକ ବିପର୍ଯୟ ସହ ଲଢ଼ିବାକୁ ପଡୁଛି | କିଛି ଦିନ ତଳେ ବାତ୍ୟା‘ ଅମ୍ଫାନ’  ଓଡିଶା ଓ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଥିଲା | ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହୋଇଥିଲା | ଏବେ ଉତ୍ତରପ୍ରଦେଶର ଝାନ୍ସୀ…
ଅଧିକ ଖବର ଦେଖନ୍ତୁ...