Daily Archives

July 6, 2020

ଆପଣଙ୍କ ପାଖକୁ ‘ଟିକ-ଟକ ପ୍ରୋ’ ଡାଉନଲୋଡ କରିବା ନେଇ ମେସେଜ ଆସୁଛି କି? ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ନିକଟରେ ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିମଧ୍ୟରେ ଲୋକପ୍ରିୟ ଆପ୍ ଟିକ-ଟକ, ୟୁସି ବ୍ରାଉଜର ଏବଂ ସେୟାରାଇଟ୍ ଭଳି ଅଧିକ ବ୍ୟବହୃତ ହେଉଥିବା ଆପ ଅନ୍ତର୍ଭୁକ୍ତ, ଯାହା ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଥିଲା | ଲଦାଖରେ ଚୀନ୍ ସୈନିକଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର : ନୀଳଗିରିର ବିଜେପି ବିଧାୟକ ସୁକାନ୍ତ ନାୟକ କରୋନା ସଂକ୍ରମିତ ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଜେ କ୍ୱାରାଣ୍ଟାଇନରେ ରହିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ କ୍ୱାରାଣ୍ଟାଇନରେ ରହିଥିବା ସେ ଟ୍ଵିଟ କରି ଜଣାଇଛନ୍ତି । ବାଲେଶ୍ୱରର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଏକାଠି ଲେଖାଥିଲା ବାପ-ଝିଅଙ୍କ ମରଣଯୋଗ; ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ବାଲିଗୁଡା: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଜକିକିଆ ଗାଁ ନିକଟ ୫୯ନମ୍ବର ଜାତୀୟ ରାଜପଥରେ ସୋମବାର ଅପରାହ୍ନ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାପ- ଝିଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ପିତାଙ୍କ ନାମ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନଗୁଡିକୁ ବାକି ଥିବା ପରୀକ୍ଷା କରିବାକୁ ଅନୁମତି ଦେଲା ଗୃହ ମନ୍ତ୍ରାଳୟ 

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ପାଇଁ ମାର୍ଚ୍ଚରୁ ଅଟକି ରହିଥିବା ବର୍ଷ ଶେଷର ପରୀକ୍ଷାଗୁଡିକ ଏବେ କରାଯାଇପାରିବ | କୋଭିଡ-୧୯ ପ୍ରଟୋକଲ ଅନୁସରଣ କରି ବିଶ୍ୱବିଦ୍ୟାଳୟଏବଂ ଶିକ୍ଷାନୁଷ୍ଠାନଗୁଡିକ ପରୀକ୍ଷା କରାଇପାରିବେ ବୋଲି ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି।…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କର ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଜୁନ୍ ୨୨ ତାରିଖ ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ପାଇଁ ଟିକା ବା ଔଷଧ ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ:…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟବାସୀଙ୍କ ପାଇଁ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ଦୀର୍ଘ ଦିନ ରହିବାକୁ ଭାରତୀୟ ସେନାର ଯୋଜନା, କିଣିବ ପ୍ରବଳ ଥଣ୍ଡା ସହିପାରୁଥିବା ସ୍ୱତନ୍ତ୍ର ଧରଣର ତମ୍ବୁ

ନୂଆଦିଲ୍ଲୀ : ଲଦାଖର ଗଲଓ୍ଵାନ ଘାଟିରେ ଚୀନ ସୈନ୍ୟ ପଛକୁ ଫେରିଥିଲେ ମଧ୍ୟ ଭାରତୀୟ ସେନା ସଜାଗ ରହିଛି । ଚୀନ ସେନା ଉପରେ ସଂପୂର୍ଣ୍ଣ ଭରସା କରିପାରୁନାହିଁ ଭାରତ । ଏହାକୁ ଦୃଷ୍ଟିରେ ରଖି ଲଦାଖରେ ନିୟମିତ ଭାବେ ସୁରକ୍ଷା ବଢାଇବାକୁ ଚିନ୍ତା କରାଯାଉଛି । ବିଶେଷକରି ଲଦାଖରେ ବରଫ ପଡ଼ିବା…
ଅଧିକ ଖବର ଦେଖନ୍ତୁ...

କରୋନା ଲଢ଼େଇରେ ବିଜୟୀ ହେବାକୁ ହେଲେ ଏହି ତିନିଟି ମନ୍ତ୍ରର ପାଳନ କରିବାକୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷର ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ରଚିଛି । ବିନାଭକ୍ତରେ ମହାପ୍ରଭୁଙ୍କ ରଥଯାତ୍ରାର ସମସ୍ତନୀତି ସୁରୁଖୁରୁରେ ଶେଷହୋଇଛି। ଏଥିପାଇଁ ସେବାୟତ ବନ୍ଧୁମାନଙ୍କୁ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ, ପୁଲିସ, ସ୍ବାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହିତ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଏମ୍ସର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ଅନେକ ରୋଗୀ ବିଗତ ଅତୀତରେ ଆତ୍ମହତ୍ୟା ଭଳି ପଦକ୍ଷପ ନେଇଥିବା ବେଳେ ଆଜି ଜଣେ ୩୪ବର୍ଷିୟ ସାମ୍ବାଦିକ ଆତ୍ମହତ୍ୟା କରିଛନ୍ତି | ସେ କରୋନା ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ | ଆଜି ଦିନ ୨ଟା ସମୟରେ ସେ…
ଅଧିକ ଖବର ଦେଖନ୍ତୁ...

ଲକ୍‌ଡାଉନ୍‌ ସମୟରେ ଦିଲ୍ଳୀରେ ରହି କମ୍ପାନି ଟଙ୍କା ଖର୍ଚ୍ଚ କରିଥିବାରୁ ଅପହରଣ କରି ଗୁପ୍ତାଙ୍ଗରେ ସାନିଟାଇଜର୍‌ ଢାଳି…

ପୁଣେ: ଲକ୍‌ଡାଉନ୍ ସମୟରେ ପୁଣେର ଜଣେ ବ୍ୟକ୍ତି ଦିଲ୍ଳୀରେ ରହି କମ୍ପାନିର ଟଙ୍କା ଖର୍ଚ୍ଚ କରିଥିବା ହେତୁ କମ୍ପାନିର ମାଲିକ ଜଣେ କର୍ମଚାରୀଙ୍କୁ ଅପହରଣ କରି ନେଇ ତାଙ୍କ ଗୁପ୍ତାଙ୍ଗରେ ସାନିିଟାଇଜର୍‌ ଢାଳି ଦେଇଥିବା ଅଭିଯୋଗ ହୋଇଛି। ୩୦ ବର୍ଷିଅ ବ୍ୟକ୍ତି ଜଣକ ଲକ୍‌ଡାଉନ୍‌ ସମୟରେ…
ଅଧିକ ଖବର ଦେଖନ୍ତୁ...