Daily Archives

July 7, 2020

ନେପାଳୀ ରାଜନେତାଙ୍କ ସହ ବୈଠକ ଯୋଗୁଁ ପୁଣି ବିବାଦରେ ପଡ଼ିଲେ ନେପାଳସ୍ଥିତ ଚୀନ୍ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଶାସନରେ ଅପାରଗତା କାରଣରୁ ଇସ୍ତଫା ଦେବାକୁ ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଉପରେ ତାଙ୍କ ଦଳ ମଧ୍ୟରୁ ଚାପ ବଢୁଥିବା ବେଳେ ନେପାଳୀ ରାଜନୈତିକ ନେତାମାନଙ୍କ ସହ ବୈଠକରେ ଯୋଗ ଦେଇ ଚୀନ୍‌ର ରାଷ୍ଟ୍ରଦୂତ ହୋଉ ୟାନ୍‌କ୍ବି ପୁଣି ବିବାଦୀୟ ହୋଇପଡ଼ିଛନ୍ତି। ଏ ଭଳି…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ସାମାଜିକ କର୍ମୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ବର: ଜଣାଶୁଣା ସାମାଜିକ କର୍ମୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶଙ୍କର ମୃତ ଦେହ ଆଜି ରେଳବାଇ ପୁଲିସ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଏକ ହତ୍ୟାକାଣ୍ଡ ନା…
ଅଧିକ ଖବର ଦେଖନ୍ତୁ...

ସେନାରେ ନିୟୋଜିତ ସମସ୍ତ ମହିଳା ଅଫିସର୍‌ଙ୍କୁ ପର୍‌ମାନେଣ୍ଟ୍‌ କମିସନ୍ ଦେବାକୁ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ…

ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀରେ ନିୟୋଜିତ ସମସ୍ତ ମହିଳା ଅଫିସର୍‌ଙ୍କୁ ପର୍‌ମାନେଣ୍ଟ୍‌ କମିସନ୍ ବା ଅବସରଗ୍ରହଣ ବୟସଯାଏଁ ଚାକିରିରେ ରଖିବା ପାଇଁ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ ଦେଇଛନ୍ତି। ସେନାବାହିନୀରେ ମହିଳା ଅଫିସର୍‌ଙ୍କୁ ତିନି ମାସ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବା ନାଁରେ ବନ୍ଧମୁଣ୍ଡା ଗୀର୍ଜାରେ ଯୁବକଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଦଲାଲକୁ ଗିରଫ କଲା ପୁଲିସ୍

ରାଉରକେଲା : ସିକ୍ୟୁରିଟି ଗାର୍ଡ ଚାକିରି ଦେବା ନାଁରେ ବନ୍ଧମୁଣ୍ଡା ଗୀର୍ଜାରେ ୧୨ରୁ ଅଧିକ ଯୁବକଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଏହି  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି l  ଝାଡ଼ଖଣ୍ଡ ସିମଡେଗାର ୧୨ରୁ ଅଧିକ ଯୁବକଙ୍କୁ ଉଦ୍ଧାର କଲା…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ପାଖରେ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ୍‌ କରୁଛନ୍ତି ବାୟୁସେନାର ମିଗ୍-୧୯ ଲଢୁଆ…

ନୂଆଦିଲ୍ଲୀ: ଗଲ୍‌ୱାନ୍ ଉପତ୍ୟକା ସଂଘର୍ଷ ପରେ ବାସ୍ତବ ନିୟନ୍ତ୍ରଣ ରେଖା ଉପରେ ନଜର ରଖିବାକୁ ଭାରତ-ଚୀନ୍ ସୀମାନ୍ତ ନିକଟରେ ଥିବା ଘାଟିମାନଙ୍କରେ ଭାରତୀୟ ବାୟୁସେନାର ମିଗ୍-୨୯ ଲଢୁଆ ବିମାନ ଏବଂ ଆପାଚି ଆଟାକ୍‌ ହେଲିକାପ୍ଟର୍ ରାତ୍ରୀକାଳୀନ ପାଟ୍ରୋଲିଙ୍ଗ୍ କରୁଛି। ଭାରତ-ଚୀନ୍ ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ପ୍ରାଣ ହରାଇଲେ ଆଉ ୪ ସଂକ୍ରମିତ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଉ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଦତ୍ତ ସୂଚନା ଅନୁଯାୟୀ ୪ଜଣଯାକ ମୃତକ ପୁରୁଷ। ସେମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ସଂପୃକ୍ତ ଡାକ୍ତର ଗିରଫ

ସୁନ୍ଦରଗଡ଼: ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ବେଆଇନ ଗର୍ଭପାତ କରିଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଜଣାଯାଇଛି। ଆଜି ସକାଳେ ବୀରମିତ୍ରପୁର ଥାନାରେ ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ସଂକ୍ରମଣ ଡରରେ ପତ୍ନୀଙ୍କୁ ଘରକୁ ଛାଡ଼ିଲେ ନାହିଁ ସ୍ବାମୀ

ବେଙ୍ଗାଲୁରୁ: ମାର୍ଚ ମାସ ଶେଷ ଭାଗରେ ହଠାତ୍ ଲକ୍‌ଡାଉନ୍‌ ଯୋଗୁଁ ତିନି ମାସ ହେଲା ପରିବାର ଠାରୁ ବିଚ୍ଛିନ୍ନ ହୋଇ ଚଣ୍ଡିଗଡ଼ରେ ରହିଯାଇ ଥିବା ଜଣେ ୩୮ ବର୍ଷୀୟ ମହିଳା ବ୍ୟାକୁଳ ହୋଇ ବେଙ୍ଗାଲୁରୁରେ ଥିବା ତାଙ୍କ ୧୦ ବର୍ଷିୟ ପୁଅ ଓ ସ୍ବାମୀଙ୍କ ପାଖକୁ ଫେରି ଆସିବା ପରେ ସ୍ବାମୀ ତାଙ୍କୁ ଘରେ…
ଅଧିକ ଖବର ଦେଖନ୍ତୁ...

‘ଟିକ୍‌ଟକ୍’ ସମେତ ଚୀନର ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ନିଷେଧ କରିବାକୁ ବିଚାର କରୁଛି ଆମେରିକା

ୱାସିଂଟନ୍: ‘ଟିକ୍‌ଟକ୍’ ସମତେ ଚୀନ୍‌ର ସାମାଜିକ ଗଣମାଧ୍ୟମ ଆପ୍‌ଗୁଡ଼ିକ ନିଷେଧ କରିବାକୁ ଆମେରିକା ନିଶ୍ଚିତରୂପେ ବିଚାର କରୁଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକ୍‌ ପମ୍ପିଓ କହିଛନ୍ତି। ଏକ ସାକ୍ଷାତ୍‌କାରରେ ମାଇକ୍ ପମ୍ପିଓ କହିଛନ୍ତି, ମୁଁ ରାଷ୍ଟ୍ରପତିଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜି ୫୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଭୁବନେଶ୍ବର: ରାଜ୍ୟରେ ଆଜି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...