Daily Archives

July 12, 2020

ଭାରତରେ ମଧ୍ୟ-ଅକ୍ଟୋବର ବେଳକୁ ନିୟନ୍ତ୍ରଣକୁ ଅ‌ାସି ଯାଇଥିବ କରୋନା: ସର୍ଭେ

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା। ଗତ ଚାରି ମାସ ହେବ ଏହି କରୋନା ଭାଇରସ୍‌ ଆମ ଦେଶ ଭାରତରେ ଭୟର ଆତଙ୍କ ଖେଳାଇ ଚାଲିଛି। ପ୍ରତିଦିନ ପୁଳା ପୁଳା କରୋନା ପଜିଟିଭ୍‌ ବାହାରିିବା ଫଳରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର୍‌ କରି ସାରିଲାଣି। କେବେ ହଟିବ ଏହି ସଂକଟ? କେବେ କରୋନା…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ମୁଖ୍ୟ ଡାକ୍ତରଖାନା ନିକଟସ୍ଥ ପୁରୁଣାପଡା ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରସ୍ଥିତ ପୋଖରୀ ରେ ଏକ ବୃଦ୍ଧଙ୍କ ମୃତ ଶରୀର ଭାସୁଥିବା…
ଅଧିକ ଖବର ଦେଖନ୍ତୁ...

ଯାଜପୁରର ୨ ଡାକ୍ତରଙ୍କ ଲିଙ୍କକୁ ନେଇ ଆଳିରେ ଛନକା

ଆଳି: ଆଳି ବାସିନ୍ଦା ତଥା ଯାଜପୁର ଜିଲ୍ଲା ସରକାରୀ ଚିକିତ୍ସାଳୟର ଜନୈକ ସ୍ତ୍ରୀ ଓ ପ୍ରସୂତି ବିଭାଗ କରୋନା ଆକ୍ରାନ୍ତ ଡାକ୍ତରଙ୍କର ଆଳି ସଂପୃକ୍ତିକୁ ନେଇ ଆଳି ଅଞ୍ଚଳରେ ଛନକା ଲାଗି ରହିଥିବା ବେଳେ ଯାଜପୁରର ଅନ୍ୟ ଜଣେ ଡାକ୍ତରଙ୍କ କରୋନା ପଜିଟିଭ ଚିହ୍ନଟ ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ…
ଅଧିକ ଖବର ଦେଖନ୍ତୁ...

ସଫଳତାର ସହ ବିଶ୍ବର ପ୍ରଥମ କୋଭିଡ୍-୧୯ ଟିକାର ପରୀକ୍ଷା ସମ୍ପୂର୍ଣ୍ଣ କଲା ରୁଷୀୟ ବିଶ୍ବବିଦ୍ୟାଳୟ

ମସ୍କୋ: ‘ସେଚେନୋଭ୍ ଫାଷ୍ଟ୍‌ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟି’ରେ ଭଲ୍ୟୁଣ୍ଟର୍‌ମାନଙ୍କ ଶରୀରରେ ବିଶ୍ବର ପ୍ରଥମ କରୋନାଭାଇରସ୍ ଟିକାର ସଫଳ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବା କଥା ‘ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଟ୍ରାନ୍‌ସ୍‌ଲେସ୍‌ନାଲ୍‌ ମେଡିସିନ୍ ଆଣ୍ଡ୍‌ ବାୟୋଟେକ୍ନୋଲୋଜି’ର…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରେ ଦୋଳି ଝୁଲିବା ହାତୀକୁ ମହଙ୍ଗା ପଡ଼ିଲା: ଭିଡିଓ ଦେଖିଲେ ଆପଣ ବି ହସିହସି ବେଦମ ହୋଇଯିବେ

ନୂଆଦିଲ୍ଲୀ: ଜଙ୍ଗଲରେ ଦୋଳି ଝୁଲୁଥିବା ସମୟରେ ଏକ ହାତୀର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ, ଆପଣ ସ୍ପଷ୍ଟ ଭାବରେ ଦେଖିପାରିବେ ଯେ ହାତୀଟି ଜଙ୍ଗଲରେ ଏକ ଦୋଳି ଝୁଲିବାକୁ ଚେଷ୍ଟା କରୁଛି। କିନ୍ତୁ ସେ ଏଥିରେ ଫସି ଯାଉଛି ଏବଂ ବାହାରକୁ ବାହାରିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ସିଲ୍‌ ହେଲା ମୁମ୍ବାଇରେ ଥିବା ଅମିତାଭଙ୍କ ଚାରିଟି ବଙ୍ଗଳା; ୩୦ ଜଣ ହାଇ-ରିସ୍କ୍‌ କଣ୍ଟାକ୍ଟସ୍‌ ଚିହ୍ନଟ

ମୁମ୍ବାଇ: ଅମିତାଭ ବଚ୍ଚନ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା କଥା ଶନିବାର ଦିନ ଜଣାପଡ଼ିବା ପରେ, ‘ବିଏମ୍‌ସି’ ମୁମ୍ବାଇରେ ଥିବା ତାଙ୍କ ପରିବାରର ଚାରିଟିଯାକ ବଙ୍ଗଳା ସିଲ୍ କରିଛି। ସିଲ୍ କରାଯାଇଥିବା ବଙ୍ଗଳା ହେଉଛି- ଜଲ୍‌ସା, ୱାତ୍‌ସା, ପ୍ରତୀକ୍ଷା ଏବଂ ଜନକ। ଗଣମାଧ୍ୟମକୁ ବିଏମ୍‌ସି…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ଅଟୋରିକ୍ସାରେ ବୁହା ହୋଇ ଯାଉଛି କରୋନା ଆକ୍ରାନ୍ତଙ୍କ ମୃତଦେହ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ବୁହା ହେବା ଘଟଣା ସାମ୍ନାକୁ ଆସିଥିବା ବେଳେ ପୁଣିଥରେ କୋଭିଡ ଗାଇଡଲାଇନ୍‌ର ଉଲଂଘନ୍ନ ହୋଇଥିବାର ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ତେଲେଙ୍ଗାନାର ଗାଜିଆବାଦସ୍ଥିତ ସରକାରୀ ହସ୍ପିଟାଲରେ ଘଟିଛି। କରୋନା…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱରରେ ଦିନକରେ ପୁଣି ଆକ୍ରାନ୍ତ ହେଲେ ୧୧

ବାଲେଶ୍ବର: କରୋନା ଭୂତାଣୁ ଦ୍ବାରା ରବିବାର ବାଲେଶ୍ବର ଜିଲ୍ଲାରେ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ତେବେ ସଂମ୍ପୃକ୍ତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ଦ୍ବିତୀୟ ବ୍ୟାଚ୍‌ରେ ୭୨, ୦୦୦ ସିଗ୍ ସାଉଅର୍ ୭୧୬ ଆମେରିକାନ୍ ଆସଲ୍ଟ୍‌ ରାଇଫଲ୍ ବରାଦ ଦେବ ଭାରତୀୟ ସେନା

ନୂଆଦିଲ୍ଲୀ: ଚୀନ୍ ସହ ସୀମା ବିବାଦ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରୁ ପୁଣି ୭୨, ୦୦୦ ସିଗ୍ ସାଉଅର୍ ୭୧୬ ଆସଲ୍ଟ୍‌ ରାଇଫଲ୍ ପାଇଁ ବରାଦ ଦେବ। ପ୍ରଥମ ଛେକରେ ଆସିଥିବା ୭୨, ୦୦୦ ରାଇଫଲ୍ ଉତ୍ତର କମାଣ୍ଡ୍‌ ଏବଂ ଅନ୍ୟାନ୍ୟ ଅପରେସ୍‌ନାଲ୍ ଅଞ୍ଚଳରେ ବ୍ୟବହାର କରାଯିବାକୁ ସେନାକୁ ହସ୍ତାନ୍ତର…
ଅଧିକ ଖବର ଦେଖନ୍ତୁ...

ଆଇସୋଲେସନ୍‌ ଓ୍ଵାର୍ଡରେ କରୋନା ରୋଗୀଙ୍କ ମଦ ପିଉଥିବାର ଭିଡିଓ ଭାଇରାଲ

ପାଟନା: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିରେ ଆଇସୋଲେସନ୍‌ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓଟି ବିହାର ଗୋପାଳଗଞ୍ଜର ବୋଲି କୁହାଯାଉଛି । କରୋନା ରୋଗୀଙ୍କ ଏଭଳି ମଦ ପିଉଥିବା ଭିଡିଓ…
ଅଧିକ ଖବର ଦେଖନ୍ତୁ...