Daily Archives

September 13, 2020

କଟକ ସହରରୁ ପୁଣି ୧୯୯ କରୋନା ଆକ୍ରାନ୍ତ ଚିହ୍ନଟ, ସ୍ଥାନୀୟ ସଂକ୍ରମଣ ୧୦୩ ଜଣ

କଟକ: ଆଜି କଟକ ସହରରୁ ୧୯୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ସଂଗରୋଧରୁ ୯୬ ଜଣ ଓ ସ୍ଥାନୀୟ ସଂକ୍ରମଣ ଯୋଗୁଁ ୧୦୩ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ସିଏମସି ପକ୍ଷରୁ କୁହାଯାଇଛି ଯେ, କଟକ ଜିଲ୍ଲାରେ ଆଜି ମୋଟ ୩୮୨…
ଅଧିକ ଖବର ଦେଖନ୍ତୁ...

କରୋନାଭାଇରସ୍ ସଂକ୍ରମିତ ଜୀବକୋଷର ଫଟୋ ପ୍ରକାଶ କଲେ ବୈଜ୍ଞାନିକ

ୱାସିଂଟନ୍: ବୈଜ୍ଞାନିକମାନେ ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନାଭାଇରସ୍ ଆକ୍ରାନ୍ତ ଶ୍ବାସନଳୀ ଜୀବକୋଷର ଫଟୋ ପ୍ରକାଶ କରିଛନ୍ତି। ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ ସୃଷ୍ଟି ହୋଇ ବାହାରୁଛନ୍ତି ତାହା ଏଥିରେ ଚିତ୍ରିତ ହୋଇଛି। ଶ୍ବାସନଳୀରେ…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥ ହେଲେ ୩୩୬୩ ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୩୩୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୮ ହଜାର ୬୪୨କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ମାଈ ସମ୍ବର ମୃତ, ଆଉ ରହିଲେ ୬ଟି ଅଣ୍ଡିରା ସମେତ ୧୮ଟି ସମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ପର୍ଯ୍ୟଟକଙ୍କ ଲାଗି ବନ୍ଦ ଥିବା ବେଳେ ଆଜି ଏକ ମାଈ ସମ୍ବରର ମୃତ୍ୟୁ ହୋଇଛି । ସମ୍ବରଟି କେଉଁ କାରଣରୁ ମୃତ୍ୟୁ ହୋଇଛି, ଏହାର କାରଣ ଜଣାପଡ଼ି ନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ଏଣିକି ଏହି ଗାଡ଼ି ଚଳାଇଲେ ପୁଲିସ କାଟି ପାରିବ ନାହିଁ ଫାଇନ୍

ନୂଆଦିଲ୍ଲୀ: ବାଇକ କିଣିବାକୁ ବା ଷ୍ଟାଇଲିସ ବାଇକରେ ବୁଲିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । କିନ୍ତୁ ଅର୍ଥାଭାବରୁ ଲୋକ ବାଇକ କିଣି ପାରୁନାହାନ୍ତି । କହିବାକୁ ଗଲେ ମନରେ ଅନେକ ଇଚ୍ଛା ଥିଲେ ବି ନିଜ ମନପସନ୍ଦର ବାଇକ କିଣିପାରୁନାହାନ୍ତି ଯୁବବର୍ଗ । କିନ୍ତୁ ବର୍ତ୍ତମାନ ସମୟରେ ବଜାରକୁ ଏମିତି…
ଅଧିକ ଖବର ଦେଖନ୍ତୁ...

ସାମ୍ପ୍ରତିକ ବିଶ୍ବ ସ୍ଥିତାବସ୍ଥାକୁ ଚାଲେଞ୍ଜ୍‌ କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ଚୀନ୍‌ ଓ ରୁଷ୍:…

ଲଣ୍ଡନ: ସାମ୍ପ୍ରତିକ ବିଶ୍ବ ସ୍ଥିତାବସ୍ଥାକୁ ଚାଲେଞ୍ଜ୍ କରୁଥିବା ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଚୀନ୍‌ ଓ ରୁଷ୍‌ ବୋଲି ରବିବାର ଦିନ ବ୍ରିଟେନ୍‌ର ‘ଡିଫେନ୍ସ୍‌ ଇଣ୍ଟେଲିଜେନ୍ସ’ର ମୁଖ୍ୟ କହିଛନ୍ତି। ପ୍ରତ୍ୟକ୍ଷ ବିବାଦକୁ ପ୍ରୋତ୍ସାହିତ ନ କରି ଦୁଇ ଦେଶ ଯୁଦ୍ଧ ଓ ଶାନ୍ତି ସମୟରେ ମଧ୍ୟ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଜୀବନ ହାରିଲେ ମହିଳା ଚାଷୀ, ପୁଅ ଗୁରୁତର

ଟିଟିଲାଗଡ଼: ବଜ୍ରପାତରେ ଆଜି ଅପରାହ୍ନରେ ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଳା ଥାନା ଅନ୍ତର୍ଗତ ଆମ୍ବପାଲି ପଂଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ହେଲେ ରେବତୀ ସାହୁ । ଗୁରୁତର ପୁଅ ବିଭୀଷଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ: ଦିନ ଦ୍ବିପହରରେ ଗାଡ଼ି ଉପରକୁ ଦୁର୍ବୃତ୍ତ ଚଳାଇଲେ ୮ ରାଉଣ୍ଡ ଗୁଳି: ଚାଳକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କୁ ଦିନ ଦ୍ବିପହରେ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ମଧୁ ବିହାର ଅଞ୍ଚଳରେ ଘଟିଛି। କିଛି ଅଜଣା ଲୋକ କେହି କିଛି ବୁଝିବା ପୂ୍ର୍ବରୁ ରାସ୍ତା ମଝିରେ ଛିଡ଼ା ହୋଇଥିବା ଏକ କାର ଉପରକୁ ହଠାତ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀସ୍ଥିତ ବିଶ୍ବର ବୃହତ୍ତମ କୋଭିଡ୍‌-୧୯ କେୟାର୍‌ ଫ୍ୟାସିଲିଟିରୁ ସୁସ୍ଥ ହୋଇ ବିଦା ହେଲେଣି ୨, ୪୫୪ ଆକ୍ରାନ୍ତ

ନୂଆଦିଲ୍ଲୀ: ‘ଇଣ୍ଡୋ-ତିବେତାନ୍‌ ବର୍ଡର୍‌ ପୋଲିସ୍’ (ଆଇଟିବିପି) ଦ୍ବାରା ପରିଚାଳିତ ୧୦, ୦୦୦ ଶଯ୍ୟାବିଶିଷ୍ଟ ବିଶ୍ବର ବୃହତ୍ତମ କୋଭିଡ୍‌ କେୟାର୍‌ ଫ୍ୟାସିଲିଟି ‘ସର୍ଦାର ପଟେଲ୍‌ କୋଭିଡ୍‌ କେୟାର୍‌ ସେଣ୍ଟର୍‌’ ସଫଳତାର ସହ ଚିକିତ୍ସା କରି ଏ ପର୍ଯ୍ୟନ୍ତ ୨, ୪୫୪ ଜଣରୁ ଅଧିକ ରୋଗୀ…
ଅଧିକ ଖବର ଦେଖନ୍ତୁ...

କରୋନା: ଭୁବନେଶ୍ୱରରେ ଆଜି ୩୯୫ ପଜିଟିଭ, ସୁସ୍ଥ ହେଲେ ୬୦୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୩୯୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସରକାରୀ ସଂଗରୋଧରୁ ୧୧୬ ଜଣ ଥିବା ବେଳେ ଅନ୍ୟ ୨୭୯ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...