Daily Archives

September 19, 2020

ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରୁ ଗୃହ ପରିଚାଳନା କଲେ ଓଡ଼ିଆ ସାଂସଦ

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରୁ ଆଜି ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ଭାବେ ବି‌‌ଜେଡି ସାଂସଦ ଡ.ସସ୍ମିତ ପାତ୍ର ଏକ ଘଣ୍ଟାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଓ ଉପା‌ଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଗୃହକୁ ସୂଚାରୁ ରୂପେ ପରିଚାଳନା କରିଥିଲେ। ଦୀର୍ଘ ଦୁଇ ଦଶନ୍ଧି ପରେ  ଓଡ଼ିଶାର ଜଣେ ସାଂସଦ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ପତ୍ନୀଙ୍କୁ ଚିକିତ୍ସା ପାଇଁ ନେଉଥିବା ବେଳେ ଦିବ୍ୟାଙ୍ଗଙ୍କୁ ନିସ୍ତୁକ ପିଟିଲେ କନେଷ୍ଟବଳ

ଲକ୍ଷ୍ନୗ: ଯୋଗୀ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ବି ୟୁପିରେ ପୁଲିସର କାମ ପ୍ରଶାସନ ପାଇଁ ଲଜ୍ଜାର କାରଣ ପାଲଟିଛି। ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହ ପୁଲିସ ଦୁର୍ବ୍ୟବହାର କରିଥିବାର ଏକ ତାଜା ଘଟଣା କନ୍ନୈଜ ଜିଲ୍ଲାରୁ ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ପୁଲିସ କର୍ମଚାରୀ…
ଅଧିକ ଖବର ଦେଖନ୍ତୁ...

ଧନିଆ ପତ୍ରରେ ଅଛି ଏହି ସବୁ ଉପକାରୀ ଗୁଣ, ଅନେକ ରୋଗ ପାଇଁ ଏହା ଅବ୍ୟର୍ଥ ଔଷଧ

ସବୁଜ ପନିପରିବା ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ। ଏହା ସହ ଶରୀରକୁ କୌଣସି ରୋଗ ଯେପରି ଛୁଇଁ ନ ପାରେ ସେଥିପାଇଁ ମଧ୍ୟ ଡ଼ାକ୍ତରମାନେ ସବୁଜ ପନିପରିବା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ସେଥି ମଧ୍ୟରୁ ଗୋଟିଏ ହେଲା ଧନିଆ ପତ୍ର । ଯଦି ଆପଣ ଧନିଆ ପତ୍ରକୁ କଞ୍ଚାରେ ଖାଇବା ପାଇଁ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ଭାରତରେ ବିଗତ ଅନେକ ବର୍ଷ ଧରି ଗୁପ୍ତଚରବୃତ୍ତି କରିଚାଲିଛି ଚୀନ

ନୂଆଦିଲ୍ଲୀ : ସୀମାରେ ଚୀନ ଓ ଭାରତ ମଧ୍ୟରେ ଯୁଦ୍ଧଭଳି ପରିସ୍ଥିତି ଉପୁଜିଥିବାବେଳେ  ଚୀନକୁ  ଭାରତୀୟ ପ୍ରତିରକ୍ଷା ବିଭାଗ ସହ ସମ୍ପର୍କିତ ଅତି ସଂବେଦନଶୀଳ  ତଥ୍ୟ ଯୋଗାଉଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ଫ୍ରିଲାନ୍ସ ସାମ୍ବାଦିକ ରାଜୀବ ଶର୍ମାଙ୍କୁ ଗିରଫ କରିଛି । କିଛିଦିନ ତଳେ ଖବର…
ଅଧିକ ଖବର ଦେଖନ୍ତୁ...

ସାମ୍ବାଦିକ ଗୁପ୍ତଚର ମାମଲା: ଚୀନ୍ ମହିଳାଙ୍କ ସମେତ ଆଉ ଦୁଇଜଣଙ୍କୁ ଗିରଫ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ସାମ୍ବାଦିକ ରାଜୀବ ଶର୍ମା ଜଡ଼ିତ ଗୁପ୍ତଚର ଚକ୍ରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଚୀନ୍ ମହିଳା ଓ ଜଣେ ନେପାଳୀ ପୁରୁଷଙ୍କୁ ଗିରଫ କରାଯାଇଥିବା କଥା ଶନିବାର ଦିନ ଦିଲ୍ଲୀ ପୁଲିସ କହିଛି। ଚୀନ୍‌କୁ ଗୋପନୀୟ ସୂଚନା ହସ୍ତାନ୍ତର କରିଥିବା ଅଭିଯୋଗରେ ରାଜୀବ ଶର୍ମାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର: ସୁରକ୍ଷା ବଳ ଦ୍ବାରା ୩ ଲସ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ

ଜମ୍ମୁ: ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଶନିବାର ଜମ୍ମୁ-କଶ୍ମୀରର ରାଜୌରି ଜିଲ୍ଲାରୁ ସୁରକ୍ଷା ବଳ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲସ୍କର-ଇ-ତୋଏବା ଆତଙ୍କବାଦୀଙ୍କ ନିକଟରୁ ଅନେକ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ…
ଅଧିକ ଖବର ଦେଖନ୍ତୁ...

କାମ ନ ଥିବାରୁ ସାଉଦି ଆରବରେ ଭିକ୍ଷାବୃତ୍ତି କରୁଥିବା ୪୫୦ ଭାରତୀୟଙ୍କୁ ଅଟକ କେନ୍ଦ୍ରରେ ରଖିଛନ୍ତି ସାଉଦୀ…

ହାଇଦ୍ରାବଦ: ସାଉଦି ଆରବରେ ଜୀବୀକା ଉପାର୍ଜନର ମାଧ୍ୟମ ହରାଇ ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ୪୫୦ ଜଣ ଭାରତୀୟଙ୍କୁ ଧରି ନିଆଯାଇ ‘ଅଟକ କେନ୍ଦ୍ର’ରେ ରଖାଯାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, କଶ୍ମୀର, ବିହାର, ‌ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ, ହରିୟାଣା, ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କୁ ସ୍ବୀକାର କରିବା ଦରକାର: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ: କରୋନା ମାମଲା ବଢ଼ିବା ସହିତ ରାଜଧାନୀ ଦିଲ୍ଲୀ ତଥା ଦେଶର ଅନେକ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇଛି। ଏହାକୁ କେନ୍ଦ୍ର ସ୍ବୀକାର କରିବା ଦରକାର ବୋଲି ଆଜି କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, କେବଳ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

‘ସମ୍ବାଦ’ର ରାଜ୍ୟସ୍ତରୀୟ ବାର୍ଷିକ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା -୨୦୨୦ର ଫଳାଫଳ ଘୋଷିତ 

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ଦ୍ୱାରା ଆୟୋଜିତ ସମ୍ବାଦ ରାଜ୍ୟସ୍ତରୀୟ ବାର୍ଷିକ ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତା -୨୦୨୦ର ଫଳାଫଳ ଆଜି ଘୋଷଣା କରାଯାଇଛି। ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ରେ ପୁରୁଷଙ୍କୁ ନପୁଂସକ କରାଉଛି ନୂଆ ବୀଜାଣୁ ସଂକ୍ରମଣ

ବେଜିଂ : ଉତ୍ତର ପୂର୍ବ ଚୀନ୍‌ର ଗାଁସୁ ପ୍ରଦେଶର ରାଜଧାନୀ ଲାଞ୍ଝଉରେ ଗତବର୍ଷ ଜୁଲାଇ ଓ ଅଗଷ୍ଟରେ ହଜାର ହଜାର ନାଗରିକ ‘ବ୍ରୁସେଲୋସିସ୍‌’ ନାମକ ଏକ ନୂତନ ବୀଜାଣୁ ଦ୍ବାରା ସଂକ୍ରମଣର ଶିକାର ହୋଇଛନ୍ତି। ଏହା ପୁରୁଷଙ୍କ ଅଣ୍ଡକୋଷକୁ ଫୁଲାଇ ସେମାନଙ୍କୁ ନପୁଂସକ କରିଦେଉଛି। ‘ବ୍ରୁସେଲା’ ନାମକ…
ଅଧିକ ଖବର ଦେଖନ୍ତୁ...