Daily Archives

September 20, 2020

ଭୁବନେଶ୍ୱରରୁ ଆଜି ୩୨୫ କରୋନା ପିଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୮୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂଆ ପଜିଟିଭଙ୍କ ମଧ୍ୟରେ ସଂଗରୋଧରୁ ୧୦୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୧୮ ଜଣ ଆକ୍ରାନ୍ତ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

କରୋନାରୁ ସୁସ୍ଥ ହେବା ପରେ ମାସ୍କ ନ ପିନ୍ଧି ସମର୍ଥକଙ୍କ ସହ ମନ୍ଦିରରେ ଭଜନ ଗାଇବା ସହ ନୃତ୍ୟ କରିଲେ ଗୁଜୁରାଟର…

ବଡୋଦରା: ନିଜର ବିବାଦୀୟ ମନ୍ତବ୍ୟ ଏବଂ କାର୍ଯ୍ୟକଳାପ ପାଇଁ ଜଣାଶୁଣା ଗୁଜୁରାଟର ବିଜେପି ବିଧାୟକ ମଧୁ ଶ୍ରୀବାସ୍ତବ ପୁଣି ଚର୍ଚ୍ଚାରେ। ନିକଟରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବିଧାୟକ ଶ୍ରୀବାସ୍ତବ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ବଡୋଦରାର ଗଜ୍ରାଉଡି ଅଞ୍ଚଳରେ ଥିବା ଏକ ଜନଗହଳି ପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

କୃଷି ଚିଠା ଅନୁମୋଦନ ଲାଭ କରିବା କୃଷି କ୍ଷେତ୍ର ନିମନ୍ତେ ‘ଐତିହାସିକ ମୁହୂର୍ତ୍ତ’ ବୋଲି କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଲାଗି ଉଦ୍ଦିଷ୍ଟ ତିନୋଟି କୃଷି ଚିଠାରୁ ଦୁଇଟି ଚିଠା ଆଜି ରାଜ୍ୟସଭା ଅନୁମୋଦନ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍ କରି ସେ ଲେଖିଛନ୍ତି, ଭାରତୀୟ କୃଷିରେ ଏକ ଐତିହାସିକ…
ଅଧିକ ଖବର ଦେଖନ୍ତୁ...

ପାଳଲହଡ଼ା ବିଧାୟକ ମୁକେଶ ପାଳଙ୍କୁ କରୋନା, ଜାଣନ୍ତୁ ଏହା ପୂର୍ବରୁ ରାଜ୍ୟର କେଉଁ ବିଧାୟକଙ୍କୁ ହୋଇଥିଲା କରୋନା

ଭୁବନେଶ୍ୱର/ଅନୁଗୁଳ: ପାଳଲହଡ଼ା ବିଧାୟକ ମୁକେଶ କୁମାର ପାଳଙ୍କୁ କରୋନା ସଂକ୍ରମଣ ହୋଇଛି । ବିଧାୟକ ଶ୍ରୀ ପାଳ ନିଜେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ନିଜ ବାସଭବନରେ ଗୃହ ସଂଗରୋଧରେ ଅଛି । ମୁଁ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା…
ଅଧିକ ଖବର ଦେଖନ୍ତୁ...

ନିର୍ମାତା – ନିର୍ଦେଶକ ଅନୁରାଗ କଶ୍ୟପଙ୍କୁ ଗିରଫ କରିବାକୁ ଦାବି କରିଥିବା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷ ଫିଲ୍ମ ନିର୍ମାତା – ନିର୍ଦେଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ଶନିବାର ଅନୁରାଗ କଶ୍ୟପଙ୍କୁ ଗିରଫ କରିବାକୁ ଦାବି କରିଥିବା ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ କଙ୍ଗନା ରାନାୱତ ଆଜି  ଅନେକ ଟୁଇଟ୍ କରି ନିଜର…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ହସ୍ପିଟାଲ୍‌ ଇନ୍‌ସ୍ପେକ୍‌ସନ୍ ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟଙ୍କ ନିର୍ଦେଶ ପାଇବା ପରେ ସରକାରୀ ଏବଂ ଅନ୍ୟ କୋଭିଡ୍‌ ହସ୍ପିଟାଲ୍ ଇନ୍ସପେକ୍ସନ୍ ଲାଗି କେନ୍ଦ୍ର ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲ୍‌ରେ କରୋନାଭାଇରସ୍ ରୋଗୀମାନଙ୍କ ତତ୍ତ୍ବାବଧାନରେ ଅଭାବ ପରିଲକ୍ଷିତ ହେଉଥିବା କଥା…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ; ୨୩ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା; ଜାରି ହେଲା ରେଡ୍‌ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ଆଜି (ରବିବାର) ସକାଳେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ସଂପୃକ୍ତ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୩୦,୭୮୯, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ଭୁବନେଶ୍ବର: ଆଜି ରାଜ୍ୟରେ ୪୩୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୫୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭୪ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ୮୮୦କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ…
ଅଧିକ ଖବର ଦେଖନ୍ତୁ...

କେରଳ ଗାଁରେ ମଲା ବିଲାତି ଚାକୁଣ୍ଡା ଗଛକୁ ବଞ୍ଚାଇବା ଲାଗି ୧୫ ହଜାର ଟଙ୍କାରେ ଆୟୁର୍ବେଦ ଚିକିତ୍ସା

କୋଟ୍ଟାୟାମ: କୋଟ୍ଟାୟାମର ଏକ ଗାଁରେ ଡାଳ କଟା ଯାଇଥିବା ଗୋଟାଏ ମୃତ ୬୭ ବର୍ଷର ବିଲାତି ଚାକୁଣ୍ଡାଗଛକୁ ଜୀବନ୍ୟାସ ଦେବା ଲାଗି ଆୟୁର୍ବେଦ ଚିକିତ୍ସା କରାଯାଉଛି। ତିଦାନାଡ଼ ଗାଁକୁ ଚିହ୍ନାଉ ଥିବା ଏହି ବିଲାତି ଚାକୁଣ୍ଡାଗଛଟି ଗାଁମୁଣ୍ଡ ଛକକୁ ଛାଇ ପ୍ରଦାନ କରୁଥିଲା। ଏହା ମୂଳରେ ପିଣ୍ଡି…
ଅଧିକ ଖବର ଦେଖନ୍ତୁ...

ନମିତାଙ୍କ ସ୍ବପ୍ନ ପୂରଣ ହେଲା, ସଙ୍ଗୀତ ନିର୍ଦେଶକ ପ୍ରେମ ଆନନ୍ଦଙ୍କ ତତ୍ତ୍ୱାବଧାନରେ ରେକର୍ଡ ହେଲା ପ୍ରଥମ ଗୀତ

କଟକ:କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା | ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି | ନମିତାଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି। କଟକର ନିଉ ରେକର୍ଡ଼ିଂ ଷ୍ଟଡ଼ିଓରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...