Daily Archives

September 29, 2020

ହଜିଗଲା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର ସେବା: ମାସକର ପାରିଶ୍ରମିକ ପାଇ ନାହାନ୍ତି ୬୦ ଛାତ୍ରଛାତ୍ରୀ

ଜୟପୁର: କୋରାପୁଟ ଜିଲ୍ଲାରୁ ହଜିଗଲା ଟ୍ରାଫିକ ଭୁଲ୍ୟୁଣ୍ଟର ସେବା। ସେବା ଯୋଗାଉଥିବା ଛାତ୍ରଛାତ୍ରୀମାନେ ଜୁନ ଓ ଜୁଲାଇ ମାସରୁ ପାରିଶ୍ରମିକ ପାଇ ନ ଥିବାବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ କାମରୁ ନିବୃତ୍ତ କରିଛି ଜିଲ୍ଲା ପୁଲିସ। ଧୀରେ ଧୀରେ ସ୍ଥିତି ସୁଧୁରୁଥିବାବେଳେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩ : ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କଲା ସନ୍‌ରାଇଜର୍ସ ହାଇଦ୍ରାବାଦ

ଆବୁଧାବି: ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ଲିଗ୍‌ର ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀ କ୍ୟାପିଟାଲସ ୧୬୩ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍‌ କରି ମ୍ୟାଚ…
ଅଧିକ ଖବର ଦେଖନ୍ତୁ...

ଗୀତାରେ କୁହାଯାଇଥିବା ଏହି ୫ଟି କଥା ନିଶ୍ଚୟ ମାନନ୍ତୁ, ଜାଣନ୍ତୁ କ’ଣ ସବୁ ସେ କଥା?

ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ଗୀତାରେ ଲୁଚିଛି ଜୀବନର ଅସଲ କଥା ସବୁ। ଗୀତାର ପ୍ରତ୍ୟେକଟି ଶବ୍ଦ ମୂଲ୍ୟବାନ। ହିନ୍ଦୁ ଧର୍ମର ମହାନଗ୍ରନ୍ଥ ଏହି ଗୀତାରେ ଯେଉଁ ୫ଟି କଥା ନିଶ୍ଚୟ ମାନି ଚଳିବା ପାଇଁ କୁହାଯାଇଛି ସେ ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି। ଯଦି ଆପଣ କୌଣସି ଦଳର ମୁଖିଆ…
ଅଧିକ ଖବର ଦେଖନ୍ତୁ...

କେରଳର ଆରତୀ ‌ରେଘୁନାଥଙ୍କ ବିଶ୍ବସ୍ତରୀୟ ରେକର୍ଡ

କୋଚି: କେରଳର  କୋଚି ନିକଟସ୍ଥ ଏଲାମାକ୍କାରାର ବାସିନ୍ଦା  ଆରତୀ ରେଘୁନାଥ ଲକ୍‌ଡ଼ାଉନ ସମୟରେ ଖାଲି ସମୟକୁ ବିନିଯୋଗ କରି ୯୦ ଦିନରେ ୩୫୦ଟି ଅନ୍‌ଲାଇନ୍‌ ‌ପାଠ୍ୟକ୍ରମ ସମାପ୍ତ କରି ୟୁନିଭର୍ସାଲ୍ ରେକର୍ଡ ଫୋରମ୍‌(ୟୁଆରଏଫ୍‌) ପ୍ରଦତ୍ତ ଏକ ବିଶ୍ୱ ରେକର୍ଡ ହାସଲ କରିଛନ୍ତି।  ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଓଲିଉଡ ଓ ବଲିଉଡ଼ କଳାକାରଙ୍କୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର ‘ରେଣ୍ଡୋ ମାଝୀ ଦି ହିଡେନ ଷ୍ଟୋରି ଅଫ ୧୮୫୩’

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସହିଦ ରେଣ୍ଡୋ ମାଝୀଙ୍କୁ ନେଇ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆରବି. ଏସପି ଫିଲ୍ମସ ପ୍ରଡକସନ ଦ୍ୱାରା ନିର୍ମାଣ ହେବାକୁ ଯାଉଥିବା ଏହି ଫିଲ୍ମ ‘ରେଣ୍ଡୋ ମାଝୀ ଦି ହିଡେନ ଷ୍ଟୋରି ଅଫ ୧୮୫୩ ।’ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଓଲିଉଡ ଓ…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ତାଙ୍କ ନାମ ଯୋଡୁଥିବା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ ମାନହାନୀ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ତାଙ୍କ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ  ତାଙ୍କ  ନାମ ଯୋଡ଼ା ଯାଉଥିବାରୁ  ମାନହାନୀ ମୋକଦ୍ଦମା କରିଛନ୍ତି ବଲିଉଡ୍‌ ତାରକା ଅରବାଜ୍‌ ଖାନ। ଏହି ମକଦ୍ଦମା ସେ କିଛି ଜଣା ଓ ଅଜଣା ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଶେଖର କପୁର

ନୂଆଦିଲ୍ଲୀ: ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ଶେଖର କପୁରଙ୍କୁ ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟର ( ଏଫଟିଟିଆଇ) ଗଭର୍ଣ୍ଣିଂ କାଉନ୍ସିଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଏଥିସହ ତାଙ୍କୁ ଏଫଟିଟିଆଇ ସୋସାଇଟିର ସଭାପତି ଭାବେ ମଧ୍ୟ ନିଯୁକ୍ତି ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଜିଲ୍ଲାପାଳଙ୍କ ନାମରେ ଅନ୍‌ଲାଇନ୍‌ ଠକେଇ ଉଦ୍ୟମ 

ନୟାଗଡ଼: ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ନାମରେ କେହି ସାଇବର ଠକ ଠକେଇ ଉଦ୍ୟମ କରୁଛି।  ଜିଲ୍ଲାପାଳଙ୍କ ନାମରେ ଏକ ମେଲ୍‌ ଆଇଡି ଖୋଲି ଏଥିରୁ କିଛି ଲୋକଙ୍କୁ ଆମାଜନ୍‌ ଗିଫ୍ଟ୍‌ କାର୍ଡ ପାଇଁ ଟଙ୍କା ପ୍ରଦାନ କରିବାକୁ ମେଲ୍‌ ପଠାଇଛି । ଜିଲ୍ଲାପାଳ ଏ ବିଷୟରେ ଅବଗତ ହେବା ପରେ ଆଜି ରାତି…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳରେ ଜଳ: ମହାକାଶ ବିଜ୍ଞାନୀମାନେ ଲାଲଗ୍ରହରେ ଆବିଷ୍କାର କଲେ ୩ଟି ପୋତି ହୋଇ ଯାଇଥିବା ହ୍ରଦ

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଯାଇଛି ଲାଲଗ୍ରହ ରୂପେ ପରିଚିତ ମଙ୍ଗଳ। ମହାକାଶ ବିଜ୍ଞାନୀ ଓ ଅନୁସନ୍ଧାନକାରୀମାନେ ସଂପ୍ରତି ମଙ୍ଗଳ ପୃଷ୍ଠରେ ଲୁଚି ରହିଥିବା ଆଉ ତିନିଟି ହ୍ରଦର ସନ୍ଧାନ ପାଇଛନ୍ତି ଏବଂ ଦୁଇ ବର୍ଷ ପୂର୍ବେ ମଙ୍ଗଳରେ ଆବିଷ୍କୃତ ହୋଇଥିବା ଅନ୍ୟ ଏକ ବୃହତ ଲୁଣିଆ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୩୧ ଯାଏଁ ଲକ୍‌ଡାଉନ ରହିବ ତାମିଲନାଡୁ, ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଲେ ସରକାର

ଚେନ୍ନାଇ: ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ତାମିଲନାଡୁ ସରକାର ମଙ୍ଗଳବାର ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଅବଧି ଅକ୍ଟୋବର ୩୧ ଯାଏଁ ବୃଦ୍ଧି କରିଛନ୍ତି। ଦେଶରେ ଅନ୍‌ଲକ ୪.୦ ଦିନକ ପରେ ଶେଷ ହେବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...