Daily Archives

September 29, 2020

କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ ଆଚାର୍ଯ୍ୟ ଗିରଫ, ୪୨ ହଜାର ଟଙ୍କା ଜବତ

ଭୁବନେଶ୍ୱର: କୁଖ୍ୟାତ ଏଟିଏମ୍‌ ଲୁଟେରା ସମ୍ଭବ କୁମାର ଆଚାର୍ଯ୍ୟକୁ ଭୁବନେଶ୍ୱର କମିସନରେଟ ପୁଲିସ ଆଜି ଗିରଫ କରିଛି। ପୁଲିସ ତାଠାରୁ ନଗଦ ୪୨ ହଜାର ଟଙ୍କା, ୩ଟି ମୋବାଇଲ ଓ ୬ଟି ଏଟିଏମ୍‌ କାର୍ଡ ଜବତ କରିଛି। ସମ୍ଭବ ନାଁରେ ଓଡ଼ିଶାର ବିଭିନ୍ନ ଥାନାରେ ମୋଟ ୧୯ଟି ମାମଲା ଥିବା ପୁଲିସ କହିଛି।…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ଏଭଳି ଭିଡିଓ ଦେଖି ଖପ୍ପା ହେଲେ ଅଙ୍କିତା‌; ତୁରନ୍ତ ଡିଲିଟ କରିବାକୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଚାରି ମାସ ବିତିଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ଲଗାତର ପୋଷ୍ଟ ସେୟାର କରି ସୁଶାନ୍ତଙ୍କୁ ସବୁବେଳେ ମନେପକାଉଛନ୍ତି। ଏହି କ୍ରମରେ ସୁଶାନ୍ତଙ୍କୁ ନେଇ ଏକ ଭିଡିଓ ସେୟାର କରାଯାଇଥିଲା। ଯାହାକୁ ଦେଖି ଅଙ୍କିତା ଲୋଖଣ୍ଡେ ଖପ୍ପା…
ଅଧିକ ଖବର ଦେଖନ୍ତୁ...

ଆପୋଷ ବୁଝାମଣା ପରେ ଜାମିନରେ ଆସିଲେ ବୌଦ୍ଧ ଡେପୁଟି କଲେକ୍ଟର

ଝାରସୁଗୁଡ଼ା: ସ୍ତ୍ରୀଙ୍କୁ ମାଡ଼ ମାରିବା ଓ ହତ୍ୟା ଧକମ ଦେବା ଭଳି ସଂଗୀନ ମାମଲାରେ ଗିରଫ ହୋଇଥିବା ବୌଦ୍ଧ ଜିଲ୍ଲା ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଆଜି ଜାମିନ ମିଳିଛି। ଗତ ୨୭ ତାରିଖ ଦିନ ତାଙ୍କ ସ୍ତ୍ରୀ ଡାଲିଆ ଦେବନାଥ ଝାରସୁଗୁଡ଼ା ଥାନା ବିଟିଏମ୍ ଫାଣ୍ଡିରେ ଏକ ମାମଲା ଦାୟାର କରିଥିଲେ।…
ଅଧିକ ଖବର ଦେଖନ୍ତୁ...

୩ ଲକ୍ଷ ଟଙ୍କାର ଗଞ୍ଜେଇ କୋରାପୁଟରୁ ଛତିଶଗଡ଼ ଚାଲାଣ ବେଳେ ଧରାପଡ଼ିଲେ ୩ ଅଭିଯୁକ୍ତ

ଜୟପୁର: ସ୍ଥାନୀୟ ବାଲିଆ ବ୍ରିଜ ନିକଟରେ ବିନା ନମ୍ବର ଥିବା ବୋଲେରୋରେ ଗଞ୍ଜେଇ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଜୟପୁର ସଦର ପୁଲିସ। ପାଖାପାଖି ୫୬ କେଜି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ତିନିଜଣଙ୍କୁ ଗିରଫ କରିଛି। ଧରା ପଡିଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ପ୍ରାୟ ୩ ଲକ୍ଷ ଟଙ୍କା ହେବ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଫି ଛାଡ଼ ମାମଲା ଶୁଣାଣି ଶେଷ: ଗଣଶିକ୍ଷା ସଚିବଙ୍କ ରିପୋର୍ଟ ଦାଖଲ, ୭ଟି ପର୍ଯ୍ୟାୟରେ ସ୍କୁଲ ଫି ଛାଡ଼ ପାଇଁ…

କଟକ: ସ୍କୁଲ ଫି’ ଛାଡ ସଂପର୍କିତ ମାମଲାରେ ଆଜି ସରକାରଙ୍କ ପକ୍ଷରୁ  ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ସଂପର୍କରେ ରିପୋର୍ଟ ଦାଖଲ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି,…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଖାତା ଅଚଳ ହେବା ପରେ ଭାରତରେ ନିଜର କାର୍ଯ୍ୟକଳାପ ବନ୍ଦକଲା ଆମନେଷ୍ଟି ଇଣ୍ଟରନ୍ୟାସନାଲ 

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଆମନେଷ୍ଟି ଇଣ୍ଟରନ୍ୟାସନାଲର ବ୍ୟାଙ୍କ ଖାତା ଅଚଳ କରିଦିଆଯିବା ପରେ ଏହି ଅନ୍ତର୍ଜାତୀୟ ସଂଗଠନ ଭାରତରେ ନିଜର ଅଫିସ ବନ୍ଦ କରିବାକୁ ଯୋଜନା କରୁଛି । ସଂସ୍ଥା ପକ୍ଷରୁ ନିଜର ଭାରତୀୟ ଅପରେସନ ବନ୍ଦ କରିବାକୁ ଆଜି ସଂକେତ ଦିଆଯାଇଛି । ତେବେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୬୫୭ ଜଣଙ୍କ ସମେତ ରାଜ୍ୟରୁ ଆଜି କରୋନାରୁ ସୁସ୍ଥ ହେଲେ ୩୮୯୬ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୫୭ ଜଣଙ୍କ ସମେତ ଆଜି ରାଜ୍ୟରୁ ମୋଟ୍‌ ୩ ହଜାର ୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଭାଇରସ ମହାମାରୀରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୧ ହଜାର ୪୮୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନକୁ ନେଇ ଏତେ ଉଷ୍ମତା କାହିଁକି ?

ଆସନ୍ତା ନଭେମ୍ବର ୨୯ ତାରିଖରେ ଆମ ରାଜ୍ୟର ତିର୍ତ୍ତୋଲ ଓ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ। ନଭେମ୍ବର ୨୯ ତାରିଖ ସୁଦ୍ଧା ସମଗ୍ର ଦେଶରେ ସମୁଦାୟ ୬୫ଟି ଲୋକସଭା କିମ୍ବା ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେଉଛି। ଓଡ଼ିଶା ଭଳି ପ୍ର‌ାୟ ସବୁସ୍ଥାନରେ ଉପନିର୍ବାଚନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ବୋଟରେ ଚଢ଼ି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ଯୁବକଙ୍କୁ ମହଙ୍ଗା ପଡ଼ିଲା; ମୁହଁରେ ପଡ଼ିଲା ଗୋଇଠା ପାହାର

ନୂଆଦିଲ୍ଲୀ: ବୋଟରେ ଚଢ଼ି ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେବା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଘଟଣାର ଭିଡିଓଟି ଥିଓ ଶାନ୍ତାନୋସ ଟୁଇଟରରେ ସେୟାର କରିଛନ୍ତି। ଭିଡିଓ ସେୟାର ‌ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଛି। ଭିଡିଓରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୦ର ୧୧ଶ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମିଳିଥିବା ସର୍ବଶେଷ ସୂଚନା ଅନୁସାରେ ଦିଲ୍ଲୀ ଦଳ ଟସ ଜିଣି ବୋଲିଂ ନିଷ୍ପତ୍ତି ନେଇଛି । ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ଗତ ୩ଟି…
ଅଧିକ ଖବର ଦେଖନ୍ତୁ...