Daily Archives

October 2, 2020

ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲ ସମୟସୀମା ଡିସେମ୍ବର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଚାକିରିରୁ ଅବସର ନେଇ ପେନସନ ପାଉଥିବା ବୟସ୍କ ଲୋକମାନଙ୍କ ପାଇଁ ଏକ ଭଲ ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖ କେନ୍ଦ୍ର ସରକାର ପେନସନଭୋଗୀ ପ୍ରତି ବର୍ଷ ପ୍ରଦାନ କରୁଥିବା ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ ମିଆଦକୁ ଡିସେମ୍ବର ୩୧…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତ ହେଲେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଥିବା ବିଜେପି ନେତା ଏବେ ନିଜେ ଆକ୍ରାନ୍ତ

କୋଲ୍‌କାତା: କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଥିବା ପଶ୍ଚିମବଙ୍ଗର ବିଜେପି ନେତା ଅନୁପମ ହଜରା କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରୁ ବିଜେପିର ନୂଆ ଜାତୀୟ ସମ୍ପାଦକ ହୋଇଥିବା ଅନୁପମ ହଜରା…
ଅଧିକ ଖବର ଦେଖନ୍ତୁ...

କରୋନା ପାଇଁ ଗୁଜୁରାଟ ସରକାର କମାଇଲେ ୨୫ ପ୍ରତିଶତ ସ୍କୁଲ ଫି

ଅହମ୍ମଦାବାଦ: କରୋନା ମହାମାରୀ ମଧ୍ୟରେ ଗୁଜରାଟ ସରକାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପାଇଁ ଆଶ୍ବସ୍ତିର ଖବର ଆଣିଛନ୍ତି | ଗୁଜୁରାଟ ସରକାର ସ୍କୁଲ ଫିରେ ୨୫ ପ୍ରତିଶତ ହ୍ରାସ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗ ବିଦ୍ୟାଳୟର ଶିକ୍ଷା ଶୁଳ୍କକୁ ୨୫ ପ୍ରତିଶତ ହ୍ରାସ କରିଥିବାବେଳେ ବିଦ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ୍ ଜରିଆରେ କିଣାଯାଇଥିବା ୪୦୦୦ ପୋଷା ଜୀବ ଶ୍ବାସରୁଦ୍ଧ ହୋଇ ମରିଗଲେ

ଚୀନ: ଚୀନରେ ଅନଲାଇନ ଜରିଆରେ କିଣାଯାଇଥିବା ପ୍ରାୟ ୪୦୦୦ରୁ ଅଧିକ କୁକୁର, ବିଲେଇ ଓ ଅନ୍ୟ ପୋଷା ଜୀବଜନ୍ତୁ ବାକ୍ସ ଭିତରେ ଶ୍ବାସରୁଦ୍ଧ ହୋଇ ମରି ଯାଇଥିବା ନେଇ ଏକ ପଶୁ କଲ୍ୟାଣ ସମୁହ ନିକଟରେ ସୂଚନା ଦେଇଛି। ଗୋଟେ ସପ୍ତାହ ପର୍ଯ୍ୟନ୍ତ ଚୀନର ଲଜିଷ୍ଠିକ୍ ହବରେ ଉକ୍ତ ଜୀବଗୁଡ଼ିକ ମୃତ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ କରୋନା ସଂକ୍ରମିତ ହେବା ପରେ ସାରା ବିଶ୍ୱର ଷ୍ଟକ ବଜାରରେ ହଇଚଇ

ନୂଆଦିଲ୍ଲୀ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ପଜିଟିଭ ବାହାରିବା କେବଳ ଆମେରିକା ନୁୁହେଁ; ବରଂ ସମଗ୍ର ବିଶ୍ୱ ଅର୍ଥନୀତି ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି । ଆଜି ଟ୍ରମ୍ପ କରୋନା ସଂକ୍ରମିତ ହେବା…
ଅଧିକ ଖବର ଦେଖନ୍ତୁ...

ପୂଜାପର୍ବାଣି ଉପଲକ୍ଷେ ଅକ୍ଟୋବର ୧୫ ଠାରୁ ଆଉ ୨୦୦ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବ ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ଆଗାମୀ ପୂଜାପର୍ବାଣି ଉପଲକ୍ଷେ ଯାତ୍ରୀଭିଡ଼ ମୁକାବିଲା ଓ ପରିଚାଳନା କରିବାକୁ ଆଉ ୨୦୦ଟି ସ୍ବତନ୍ତ୍ର ରେଳ ଚଳାଇବାକୁ ଭାରତୀୟ ରେଳବାଇ ସ୍ଥିର କରିଛି । ଅକ୍ଟୋବର ୧୫ ତାରିଖ ଠାରୁ ଏହି ଟ୍ରେନ୍ ସବୁ ଚଳାଚଳ କରିବ। ଗୁରୁବାର ଦିନ ରେଳବାଇ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗର ୬ ଅଭିଯୁକ୍ତ, ୪୫ଟି ବାଇକ୍‌ ଜବତ

ପୁରୀ: ଡେଲାଙ୍ଗ ଥାନା ପୁଲିସ ଏକ ବଡ଼ ଧରଣର ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଇକ୍‌ ଲୁଟେରା ଗ୍ୟାଙ୍ଗର ୬ଜଣ ଅଭିଯୁକ୍ତକୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ୪୫ଟି ବାଇକ୍‌ ଜବତ କରିଛି। ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ରଣପୁର…
ଅଧିକ ଖବର ଦେଖନ୍ତୁ...

ଚାଇନିଜ ନାମ ବଦଳାଇ ମାଲିକ ରେସ୍ତୋରାଁର ନାମ ରଖି‌ଲେ ସୋନୁ ସୁଦ

ନୂଆଦିଲ୍ଳୀ: ଅଭିନେତା ସୋନୁ ସୁଦ ଲକଡାଉନ୍ ପରେ ପ୍ରବାସୀ ଓ ନିରାଶ୍ରୟ ଲୋକମାନଙ୍କୁ ସାହାଯ୍ୟ କରି ପ୍ରକୃତ ହିରୋ ସାଜିଥିବା ବେଳେ କିଛିଲୋକ ତାଙ୍କୁ ଏଭଳି କାମ ପାଇଁ ଦେବତା ଭଳି ପୂଜା କରିବା ବି ଆରମ୍ଭ କରି ଦେଇଥିଲେ। ଏହି କ୍ରମରେ ସୋନୁ ସୁଦଙ୍କ ଜଣେ ପ୍ରଶଂସକ ତାଙ୍କ ‌ହୋ‌ଟେଲର ନାମ…
ଅଧିକ ଖବର ଦେଖନ୍ତୁ...

କମିଚାଲିଛି ସୁନାଦର, ଗତ ୫ ଦିନରେ ୪ର୍ଥ ଥର ପାଇଁ କମିଲା

ନୂଆଦିଲ୍ଲୀ : ଭାରତରେ ଗତ ୫ ଦିନ ହେବ ସୁନା ଦର କମିଚାଲିଛି । ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ଆଜି ସକାଳ ସୁଦ୍ଧା ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୫୦୪୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୦୦ ଟଙ୍କା ଥିଲା । ଏହା ଗତକାଲିର ଦର…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ କରୋନା ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି, ଆଜି ୩୧୨ ଜଣ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଛି। ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୨ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୫୮ ଜଣ ସଂଗରୋଧ ଓ ୨୫୪ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ…
ଅଧିକ ଖବର ଦେଖନ୍ତୁ...