Daily Archives

October 5, 2020

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କିଣାବିକା କାମ ସ˚ପୂର୍ଣ୍ଣ ହେବ। ଧନଲାଭର ଯୋଗ ରହିଛି। ଭାଇମାନଙ୍କ ସହିତ ସୌହାର୍ଦ୍ଦ୍ୟ ବଢ଼ିବ। ଘରେ ଖୁସିର ପରିବେଶ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ବୃଷ: ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ପୁରୁଣା ବନ୍ଧୁଙ୍କ ସହିତ କଥା ହେବାର ଅବସର ପାଇବେ। ରାଜନୀତିକ ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜି ରାତିରେ ରାଜ୍ୟମାନଙ୍କୁ ୨୦, ୦୦୦ କୋଟି ଟଙ୍କାର ‘କମ୍ପେନ୍‌ସେସନ୍ ସେସ୍‌’ ହସ୍ତାନ୍ତର କରିବେ କେନ୍ଦ୍ର ସରକାର:…

ନୂଆଦିଲ୍ଲୀ: ଆଗାମୀ କେତେ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ଏବର୍ଷ ସଂଗ୍ରହ ହୋଇଥିବା ‘କମ୍ପେନ୍‌ସେସନ୍ ସେସ୍’ ହସ୍ତାନ୍ତର କରିବେ ବୋଲି ସୋମବାର ଦିନ ୪୨ତମ ‘ଜିଏସ୍‌ଟି’ ପରିଷଦ୍‌ ବୈଠକରେ ଅଧ୍ୟକ୍ଷତା କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋର ଆଗରେ ୧୯୭ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ୨୦୨୦ର ୧୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୯୭ ରନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବୋଲିଂ କରିବାକୁ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ଅସହ୍ୟ ହେଲା ପଡ଼ୋଶୀଙ୍କ କଟୁ କଥା, ରଶି ଲଗାଇ ଜୀବନ ହାରିଲେ ମହିଳା

ରାୟଗଡ଼ା: ପଡ଼ୋଶୀଙ୍କ କଟୁ କଥା ଅସହ୍ୟ ହେବା ପରେ ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ଜନୈକା ମହିଳା। ମହିଳାଙ୍କ ମୃତ୍ୟୁ ପରେ ମା’ ଛେଉଣ୍ଡ ହୋଇ ପଡିଛନ୍ତି ୩ ଶିଶୁ। ଏଭଳି ଅଭାବନୀୟ ଘଟଣା ଘଟିଛି ମୁନିଗୁଡ଼ା ଥାନାର ମୁନିଖୋଲ ଗ୍ରାମରେ। ପୁଲିସ୍ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍‌ ; ଚାଳକ ମୃତ

ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନେମାଳ ଥାନା ନିକଟରେ ଥିବା ନଗସପୁର-ପୁନ୍ଦାଳ କେନାଲରେ ଏକ କାର ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ଫଳରେ ଏହି କାର ଚଲାଉ ଥିବା ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଛି। ମୃତକ ଚାଳକଙ୍କ ନାମ ସୈାମ୍ୟରଞ୍ଜନ ସାହୁ । ସେ ନେମାଳ ଗାଁରେ ବସବାସ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୧୫ ପରେ ସ୍କୁଲ୍ ଖୋଲିବା ଲାଗି ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍କୁଲ୍ ଖୋଲିବା ନିମନ୍ତେ ଆଜି ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଏବଂ ଶିକ୍ଷାମନ୍ତ୍ରାଳୟ ‘ଏସ୍‌ଓପି’ ତଥା ‘ଗାଇଡ୍‌ଲାଇନ୍‌’ ଜାରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍ ‘ନିଶଙ୍କ’ ଟୁଇଟ୍ କରି ଏ ସଂକ୍ରାନ୍ତରେ ଘୋ‌ଷଣା କରିଛନ୍ତି। ଅକ୍ଟୋବର ୧୫…
ଅଧିକ ଖବର ଦେଖନ୍ତୁ...

ଲକଡାଉନରେ ଭିକ ମାଗି ଭୋକିଲା ପିଲାଙ୍କୁ ଖାଇବାକୁ ଦେଉଥିବା ପତ୍ନୀଙ୍କୁ ତିନ ତଲାକ ଦେଲା ସ୍ବାମୀ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ଲାଗି ସମଗ୍ର ଦେଶରେ ଲକଡାଉନ ଜାରି କରାଯାଇଥିଲା। ଏହି ଲକଡାଉନ ସମୟରେ ଜଣେ ମହିଳା ଭିକ ମାଗି ଭୋକିଲା ପିଲାଙ୍କୁ ଖାଇବାକୁ ଦେଉଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ତିନ ତଲାକ୍ ଦେଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ସ୍ୱାମୀଙ୍କ ବିରୋଧରେ ଏକ…
ଅଧିକ ଖବର ଦେଖନ୍ତୁ...

ରକ୍ତ ଦେଇ ମା’ଙ୍କ ଜୀବନ ବଞ୍ଚାଇବା ପରେ ରକ୍ତଦାନକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି ପବନ କୁମାର

କଦପା: ୩୧ ବର୍ଷୀୟ ପଟ୍ଟୁପୋଗୁଲା ପବନ କୁମାର। ପେସାରେ ଜଣେ ଇଞ୍ଜିନିୟର। କୋଭିଡ଼-୧୯ରସମୟରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରି ଚର୍ଚ୍ଚାରେ ରହିଛନ୍ତି ସେ।  ‘ବ୍ଲଡ ୨ ଲାଇଭ’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା ପବନ କୁମାର। ଉକ୍ତ ସଂଗଠନ ୭୦୦…
ଅଧିକ ଖବର ଦେଖନ୍ତୁ...

ପ୍ରକାଶ ପାଇଲା ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଆଜି ରାଜ୍ୟର ବିଭିନ୍ନ ଜୁନିଅର କଲେଜଗୁଡ଼ିକର ବିଭିନ୍ନ ବିଭାଗର ଯୁକ୍ତଦୁଇ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ତାଲିକା ପ୍ରକାଶ କରିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଞ୍ଚଟି ଭିନ୍ନ ପାଠ୍ୟକ୍ରମରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଦୁଇ ଭାଇଙ୍କ ରେକର୍ଡ

କଣ୍ଟାବାଞ୍ଜି (ପୁଷ୍ପକେତୁ ବେହେରା): ଆଜି ଜେଇଇ ଆଡଭାନ୍ସ ସର୍ବଭାରତୀୟ ପରୀକ୍ଷାର ଫଳ ବାହାରିଛି । ଏହି ପରୀକ୍ଷାରେ କଣ୍ଟାବାଞ୍ଜିରେ ଗୋଟିଏ ପରିବାର ଦୁଇ ଭାଇ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ରେକର୍ଡ କରିଛନ୍ତି । ସର୍ବଭାରତୀୟ ସ୍ତରରେ ରୌନକ ଡାଲମିଆ ୫୨ ସ୍ଥାନ ପାଇଥିବା ବେଳେ ତାଙ୍କ ସାନ…
ଅଧିକ ଖବର ଦେଖନ୍ତୁ...