Daily Archives

October 19, 2020

ଖ‌ରସ୍ରୋତାରେ କୁମ୍ଭୀର ଆତଙ୍କ

ଯାଜପୁର/ନଠୁଆବର : ଯାଜପୁରରୋଡ ଥାନା ଅନ୍ତର୍ଗତ ଯୋକଡ଼ିଆ ନିକଟରେ ଖରସ୍ରୋତା ନଦୀରେ ଆଜି ଏକ କୁମ୍ଭୀର ଆତଙ୍କ ସୃଷ୍ଟି କରିଛି। ପୂର୍ବାହ୍ଣରେ କୁମ୍ଭୀରଟି ନଦୀର ଅପରପାର୍ଶ୍ବରେ କୁଆଖିଆ ଥାନା ଅନ୍ତର୍ଗତ ଶ୍ରୀବନ୍ତପୁର ନଦୀବନ୍ଧ ନିକଟରେ କୂଳକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ଦେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନ ଆଗରେ ୧୨୬ ରନର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

ଆବୁ ଧାବି : ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ରାଜସ୍ଥାନ ଆଗରେ ୧୨୬  ରନର ବିଜୟ ଲକ୍ଷ୍ୟ ରଖିଛି । ଆଜି ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଇନିଂସ ଆରମ୍ଭରୁ ଫାଫ ଡୁ ପ୍ଲେସିସଙ୍କ ଓ୍ବିକେଟ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତାରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସଂଖ୍ୟା ୨୩ ଛୁଇଁଲା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅଧୀନ ପ୍ରତାପରୁଦ୍ରପୁର ପଞ୍ଚାୟତରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ୪୫ ବର୍ଷୀୟ ଏହି ଯୁବକ ଜଣକ କିଛି ଦିନ ପୂର୍ବରୁ ଜ୍ବରରେ ପୀଡ଼ିତ ହୋଇ ସୁସ୍ଥ ହୋଇଯାଇଥିଲେ । ହେଲେ ଗତକାଲି ରାତିରେ ସେ ହଠାତ ଖୁବ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ବନ୍ଦୀଙ୍କ ମୃତ୍ୟୁ, କନ୍ଧମାଳ ଦଙ୍ଗାରେ ଗିରଫ ହୋଇଥିଲେ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ କୁଶ ବେହେରା(୬୦) ବୋଲି ପୁଲିସ କହିଛି। କୁଶ କନ୍ଧମାଳ ଦଙ୍ଗାରେ ସଂଶ୍ଲିଷ୍ଟ ରହି ଫେରାର୍‌ ରହିଥିବା ବେଳେ ୱାରେଣ୍ଟ୍‌ ବଳରେ ପୁଲିସ ତାଙ୍କୁ ଗତ ଜାନୁଆରି ୨୮ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରମୁଖୀ ନିକଟରେ ବର୍ଷକ ବାରମାସ ପୋହଳା ପୋଡ଼ାମାଛ ବଳି ମୁଖ୍ୟ ପରମ୍ପରା

ବାଲିଅନ୍ତା: ଐତିହ୍ୟ ସଂପନ୍ନ ସ୍ଥାନୀୟ ଉତ୍ତରମୁଖୀ ଠାକୁରାଣୀଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଉତ୍ସବ ରୀତିନୀତି ସ୍ୱତନ୍ତ୍ର ଭାବେ ପାଳିତ ହେଉଛି। ଏହି ଅବସରରେ ପୀଠରେ ମା’ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଯାଇଥିବାରୁ ଅଖଣ୍ଡ ଦୀପ ଜଳିବାର ବିଧି ରହିଛି। ଉତ୍ତରମୁଖୀ ଦେବୀଙ୍କ ନିକଟରେ ବର୍ଷକ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା ମଇଁଷି ଉପରେ ବସି ନିର୍ବାଚନ ପ୍ରଚାର; ଫସିଗଲେ ନେତା……..

ପାଟଣା: ବିହାରରେ ଅକ୍ଟୋବର ୨୮ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ | ଏ ନେଇ ସବୁ ଦଳ ପ୍ରଚାର କାମ ଆରମ୍ଭ କରିଛନ୍ତି | କିଏ ଘୋଡା ଗାଡିରେ ତ କିଏ କାରରେ ବସି ପ୍ରଚାର କରୁଛି | କିନ୍ତୁ ଗୟାରୁ ପ୍ରାର୍ଥୀ ହୋଇଥିବା ମହମ୍ମଦ ପରବେଜ ମନସୁରୀ ନିର୍ବାଚନୀ ପ୍ରଚାର ପାଇଁ ମଇଁଷି ଉପରେ ବସିବା…
ଅଧିକ ଖବର ଦେଖନ୍ତୁ...

ଆଶ୍ବସ୍ତି: ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା…

ନୂଆଦିଲ୍ଲୀ: କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ପଜିଟିଭିଟି ହାର ୮% ତଳକୁ ହ୍ରାସ ପାଇଛି । ଲଗାତର ଚତୁର୍ଥ ଦିନ ପାଇଁ ଏହି ଧାରା ଜାରି ରହିଛି । ପଜିଟିଭିଟି ହାର ଏବେ ୭.୯୪% ରହିଛି ଏବଂ ଏହା ନିରନ୍ତର ଭାବେ କମିବାରେ ଲାଗିଛି। ଦେଶସାରା ବ୍ୟାପକ…
ଅଧିକ ଖବର ଦେଖନ୍ତୁ...

ଜେନେକ୍ସ ସଂଗଠନର ବଡ ପଦକ୍ଷେପ: ଝିଅ ଜନ୍ମ ହେଲେ ମିଳିବ ୧୧ ହଜାର ଟଙ୍କା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ?

ନୂଆଦିଲ୍ଲୀ: ଝିଅମାନଙ୍କୁ ସଶକ୍ତ କରାଇବା ପାଇଁ ବଡ଼ ପଦକ୍ଷେପ ନେଇଛି ଜେନେକ୍ସ ସଂଗଠନ । କନ୍ୟାସନ୍ତାନ ଜନ୍ମ ହେଲେ ଜେନେକ୍ସ ଦେବ ୧୧ ହଜାର ଟଙ୍କା । ଜେନେକ୍ସ ନିଜ ଶିଶୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଏହି କାମ ଆରମ୍ଭ କରିଛି । ଝିଅ ଜନ୍ମ ହେଲେ ୧୧ ହଜାର ଟଙ୍କାର ଫିକ୍ସ ଡିପୋଜିଟ ସୁବିଧା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୨୭୩୮ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରୁ ଆଜି ୨ ହଜାର ୭୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୯ ହଜାର ୫୭୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ଆଜି ଏକ ଶୁଖିଲା ଗଛରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ଏହା ଏକ ଆତ୍ମହତ୍ୟା ଏହାର କାରଣ ଜଣାପଡ଼ି ନାହିଁ। ପ୍ରାପ୍ତ ସୂଚନାରୁ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...