Daily Archives

October 19, 2020

ସାଣ୍ଟ୍ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ଭୁବନେଶ୍ୱର/ଚାନ୍ଦିପୁର : ସୋମବାରଦିନ ଡିଆରଡିଓ ପକ୍ଷରୁ ଓଡ଼ିଶା ଉପକୂଳରୁ ଆକାଶରୁ ସ୍ଥଳ ଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ଷ୍ଟାଣ୍ଡ ଅଫ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ(ଏସଏଏନଟି ବା ସାଣ୍ଟ୍)ର ସଫଳ ପରୀକ୍ଷଣ କରାଯାଇଛି । ଏହି ମିସାଇଲକୁ ଭାରତୀୟ ବାୟୁସେନାର ଏକ ଯୁଦ୍ଧ ବିମାନରୁ ନିକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ଉଦ୍ଧାର ନବଜାତ ଶିଶୁକନ୍ୟାକୁ ପାଳିବେ ଆଶାଦିଦି ପଙ୍କଜିନୀ!

ପାଟଣାଗଡ଼: ପୁଣି ଥରେ ଶିଶୁକନ୍ୟା ଅଲୋଡା ହୋଇଛି। ଜନ୍ମଦାତ୍ରୀ ମା’ ଶିଶୁକନ୍ୟାର କୁଆଁକୁଆଁ ଡାକକୁ ଏଡେଇ ଚାଲିଯାଇଛି। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଓ ଚକାମାଲ ଗ୍ରାମ ମଧ୍ୟରେ ଥିବା ଏକ ପାହାଡିଆ ଜଙ୍ଗଲ ନିକଟରେ ଥିବା ବୁଦାମୂଳରୁ ଆଜି ଏହି ନବଜାତ ଶିଶୁକନ୍ୟା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ‘ମୋ ବିଦ୍ୟୁତ’ ମୋବାଇଲ ଆପ୍ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ‘ମୋ ବିଦ୍ୟୁତ୍‌’ ମୋବାଇଲ୍‌ ଆପ୍ ର ଲୋକାର୍ପଣ କରିଛନ୍ତି । ୫-ଟି ପଦକ୍ଷେପ ଅଧିନରେ ଆରମ୍ଭ  କରାଯାଇଥିବା ଏହି ଆପ୍‌ ମାଧ୍ୟମରେ ବିଦ୍ୟୁତ୍ ଗ୍ରାହକମାନେ ଅନଲାଇନରେ ବିଭିନ୍ନ ସେବା ‌ ଯଥା ବିଦ୍ୟୁତ୍‌ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ଜିଲ୍ଲାରୁ ୧୪୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେ‌ଳେ କଟକ ସହରରୁ ମୋଟ ୬୪ଜଣ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚିହ୍ନଟ ୬୪ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଂଚଳରୁ ୨୫ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୮ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୫ ଜଣ ସ୍ଥାନୀୟ ଅଞ୍ଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।  ଭୁବନେଶ୍ୱରରୁ ଆଜି ୩୦୭ ଜଣ କରୋନା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଆବୁଧାବି : ଚଳିତ ଆଇପିଏଲର ୩୭ତମ ମ୍ୟାଚ ଆଜି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି । ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନେବାକୁ ନିଷ୍ପତ୍ତି ନେଇଛି । ଆଇପିଏଲର ଚଳିତ ସଂସ୍କରଣରେ ଉଭୟ ଚେନ୍ନାଇ ଓ ରାଜସ୍ଥାନ ଦଳର…
ଅଧିକ ଖବର ଦେଖନ୍ତୁ...

ଖଡ଼ିଆଳ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କୋଭିଡରେ ମୃତ୍ୟୁ

ନୂଆପଡା: ଖଡ଼ିଆଳ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁଙ୍କ ଆଜି ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପ୍ରଫୁଲ୍ଲ କୁମାର ସାହୁ ଖଡ଼ିଆଳ ଠାରେ ନିର୍ବାହୀ ଅଧିକାରୀ ଭାବରେ କାମ କରି ଜଣେ ସଚ୍ଚୋଟ ଯୋଦ୍ଧା ଭାବରେ ନିଜ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ଫେରିଲା ଟିକ ଟକ: ଚୀନକୁ ଡ଼ରି ଟିକ-ଟକ ଉପରୁ ନିଷେଧାଦେଶ ହଟାଇଲା ପାକିସ୍ତାନ

ନୂଆଦିଲ୍ଲୀ: ଅକ୍ଟୋବର ୧୦ରେ ଚାଇନିଜ ସର୍ଟ ଭିଡିଓ ଆପ ଟିକ-ଟକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ | ଅଶ୍ଳୀଳ ବିଷୟବସ୍ତୁ ଏଥିରେ ଛଡ଼ାଯାଉଥିବାରୁ ପାକିସ୍ତାନର ଦୂରସଂଚାର କର୍ତ୍ତୃପକ୍ଷ ଟିକ-ଟକ ଆପ୍‌କୁ ନିଷିଦ୍ଧ କରିଥିଲେ | କିନ୍ତୁ ୧୦ଦିନ ନହେଉଣୁ ପାକିସ୍ତାନ ଟିକ-ଟକ…
ଅଧିକ ଖବର ଦେଖନ୍ତୁ...

ବିବେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରଶଂସା: ରାସ୍ତାରୁ ପାଇଥିବା ୨୨ ହଜାର ଫେରାଇ ଥିଲେ, ସମ୍ମାନିତ କଲେ…

ସୁନ୍ଦରଗଡ଼: କରୋନା ମହାମାରୀ ସମୟର ଅଭାବରେ ବି ଲୋଭ ନକରି ହେମଗିର ବ୍ଲକ୍‌ କନ୍ଦାଧୁଡ଼ା ଗାଁର ବିବେକ ମଲ୍ଲିକ (୨୦) ରାସ୍ତାରୁ ପାଇଥିବା ୨୨ ହଜାର ଟଙ୍କା ଫେରାଇଥିବା ଖବର ଗତ ୧୬ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଚର୍ଚ୍ଚାକୁ ଆସିଥିଲେ। ବିବେକଙ୍କ ବିବେକକୁ ଲୋକେ ସାଧୁବାଦ ଜଣାଇଥିଲେ।…
ଅଧିକ ଖବର ଦେଖନ୍ତୁ...

୨୨ ତାରିଖ ସୁଦ୍ଧା ଡିପ୍‌-ଡିପ୍ରେସନରେ ପରିଣତ ହେବ ଲଘୁଚାପ : ସ୍କାଏମେଟ୍‌

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ଆସନ୍ତା ୨୧ ଅକ୍ଟୋବର ସୁଦ୍ଧା ଏକ ଡିପ୍ରେସନ ଓ ୨୨ ତାରିଖ ସୁଦ୍ଧା ଏକ ଡିପ୍‌-ଡିପ୍ରେସନରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି । ସ୍କାଏମେଟ୍‌ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...