Daily Archives

October 21, 2020

ଇମ୍ରାନ୍‌ ଖାଁ କ୍ଷମତାକୁ ଆସିବାର ଦୁଇ ବର୍ଷ ମଧ୍ୟରେ ପାକିସ୍ତାନରେ ସବୁଠ ଖରାପ ରାଜନୈତିକ ସଙ୍କଟ

କରାଚୀ: ରାଜନୈତିକ ବିଶୃଙ୍ଖଳା ଜଟିଳ ହେବା ସହ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗାଦିଚ୍ୟୁତ କରିବା ଉଦ୍ଦେଶ୍ୟରେ ପ୍ରତିବାଦ ବଢୁଛି ବୋଲି ପାକିସ୍ତାନର ଜଣେ ପୁଲିସ ମୁଖ୍ୟଙ୍କୁ ଅପହରଣ ଘଟଣାରୁ ଅନୁମାନ କରାଯାଉଛି। ଏହି ହାଇପ୍ରୋଫାଇଲ୍‌ ଅପହରଣ ସରାକାରୀ ପାରାମିଲିଟାରି ସୈନିକମାନଙ୍କ…
ଅଧିକ ଖବର ଦେଖନ୍ତୁ...

କୋଟିପତି ଇଂଜିନିୟର୍‌ ଗିରଫ, ଠୁଳ କରିଥିଲେ ରୋଜଗାରଠାରୁ ୨୪୧%ରୁ ଅଧିକ ସଂପତ୍ତି

ଭୁବନେଶ୍ୱର: ଭିଜିଲାନ୍‌ସ ଜାଲରେ ଫସିଯାଇଛନ୍ତି କୋଟିପତି ଇଂଜିନିୟର୍‌ ରବୀନ୍ଦ୍ର ନାଥ ପ୍ରଧାନ। ଭିଜିଲାନ୍‌ସର ଅଧିକାରୀମାନେ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ରବୀନ୍ଦ୍ର ନାଥ ପ୍ରଧାନଙ୍କୁ ଗିରଫ କରିଛନ୍ତି। ରବୀନ୍ଦ୍ର ନାଥ ନିଜର ଆୟ ତୁଳନାରେ ୨୪୧ ପ୍ରତିଶତରୁ ଅଧିକ ସଂପତ୍ତି ଠୁଳ…
ଅଧିକ ଖବର ଦେଖନ୍ତୁ...

ଦିବଂଗତ ଶିକ୍ଷକ ନେତାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଶୋକ

ବାରିପଦା: ଦିବଂଗତ ଶିକ୍ଷକ ନେତା ସ୍ବର୍ଗତଃ ପ୍ରଶାନ୍ତ ମହାନ୍ତି, ବଳରାମ ହାତୀ, ପଦ୍ମିନୀ ନାଏକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତଃ ମହାନ୍ତି ଏବଂ ବଳରାମ ହାତୀ ଜିଲ୍ଲା ସଂଘ ସହିତ ଦୀର୍ଘ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଲି ଚାଲାଣ: ୯ଟି ଟ୍ରାକ୍ଟର ଧରିଲେ ତହସିଲଦାର, ୯୦ ହଜାର ଟଙ୍କା ଜରିମାନା ଆଦାୟ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଦିନକୁ ଦିନ ବାଲି ଚୋରାଚାଲାଣ ବଢ଼ିବାରେ ଲାଗିଛି। ସରକାର ନିଲାମ କରିଥିବା ବାଲିଘାଟରୁ ବାଲି ନନେଇ ଅନ୍ୟ ଅନ୍ୟ ବାଲିଘାଟରୁ ବାଲା ଚୋରାଚାଲାଣ କରୁଛନ୍ତି। ଯାହାଫଳରେ ସରକାରଙ୍କ ରାଜସ୍ୱ ହାନି ହେଉଛି। ଆଜି ବୀରମହାରାଜପୁର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨,୫୪,୯୧୩ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରୁ ଆଜି ୨୭୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ଜରିଆରେ ସୂଚନା ଦିଆଯାଇଛି। ଆଜିର ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୨୫୪୯୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ରହିଛି। Another 2716…
ଅଧିକ ଖବର ଦେଖନ୍ତୁ...

ଚୋରା ଲୁହା ପଥର ଚାଲାଣ କରୁଥିବା ୨ ଡମ୍ଫର ଜବତ, ୫ ମାଫିଆ ଗିରଫ

ଗୋରୁମହିଷାଣୀ: ବେଆଇନ ଭାବରେ ଚାଲାଣ କରୁଥିବା ଦୁଇଟି ଲୁହାପଥର ବୋଝେଇ ଡମ୍ଫରକୁ ଜବତ କରିଛି ବହଳଦା ପୁଲିସ। ଏହା ସହ ୫ ଜଣ ପଥର ମାଫିଆଙ୍କୁ ମଧ୍ୟ ଗିରଫ କରିଛି। ଦୀର୍ଘଦିନ ଧରି ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଲୌହଖଣି ଆଖପାଖ ଅଞ୍ଚଳରୁ ବେଆଇନ ଭାବରେ ଲୌହ ପଥର ଖନନ କରି ମାଫିଆ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

କୋଭିଡ ମୁକାବିଲା: ରାଜ୍ୟରେ ଆରୋଗ୍ୟ ସଂଖ୍ୟା ଅଢେଇ ଲକ୍ଷ ଟପିଲା, କୋଭିଡ ଯୋଦ୍ଧାଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ପରିଚାଳନାର ସମୀକ୍ଷା କରି କହିଛନ୍ତି ଯେ ରାଜ୍ୟର ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୁଲିସ ପ୍ରଶାସନ ଓ କୋଭିଡ ଯୋଦ୍ଧାମାନଙ୍କ କଠିନ ପରିଶ୍ରମ ଯୋଗୁ ଏବଂ ସମସ୍ତ ସଂପୃକ୍ତ ବିଭାଗର ଉଦ୍ୟମ ଯୋଗୁ…
ଅଧିକ ଖବର ଦେଖନ୍ତୁ...

କଟକ ସହରରେ ୬୩ ନୂଆ କରୋନା ପଜିଟିଭ

କଟକ: କଟକ ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ୧୫୩ଟି କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ମହାନଗର ଅଞ୍ଚଳ(ସିଏମସି)ରୁ ୬୩ ଜଣ କରୋନା ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ କଟକରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪,୨୮୩କୁ ବୃଦ୍ଧି ପାଇଛି । ସବୁଠାରୁ ବଡ଼ କଥା ହେଲା ଆଜି କଟକ ସହରରୁ କୌଣସି କରୋନା…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପ ନିକଟରେ କାରରେ ଲାଗିଲା ନିଆଁ; ଯୁବକଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳିଳା ବଡ଼ ଧରଣର ଦୁର୍ଘଟଣା

ଭୋପାଳ: ମଧ୍ୟପ୍ରଦେଶର ବାଲାଘାଟରେ ଜଣେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ବାଲାଘାଟ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭରୁଥିବା ସମୟରେ ଏକ କାରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ନିଆଁ ହେତୁ ସ୍ଥାନୀୟ ଅଞ୍ଚଳରେ‌ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି…
ଅଧିକ ଖବର ଦେଖନ୍ତୁ...

‘ନିଟ୍‌’ରେ ୦/୭୨୦: ପୁନଃମୂଲ୍ୟାୟନ ନିମନ୍ତେ ହାଇକୋର୍ଟରେ ପିଟିସନ୍ ଦାଏର କଲେ ଅମରାବତୀ ଛାତ୍ରୀ

ମୁମ୍ବାଇ/ନାଗପୁର: ୨୦୨୦ ‘ନିଟ୍‌’ ପରୀକ୍ଷାରେ ୭୨୦ ନମ୍ବରରୁ ‘୦’ ପାଇଥିବା ଅମରାବତୀର ଜଣେ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ନାଗପୁର ଖଣ୍ଡପୀଠରେ ପିଟିସନ୍ ଦାଏର କରିଛନ୍ତି। ୭୨୦ ନମ୍ବରରୁ ୬୦୦ରୁ ଅଧିକ ନମ୍ବର ପାଇବେ ବୋଲି ଆଶା କରିଥିବା ଅମରାବତୀର ବାଳିକା ବସୁନ୍ଧରା ଭୋଜନେଙ୍କର…
ଅଧିକ ଖବର ଦେଖନ୍ତୁ...