Daily Archives

October 21, 2020

ଆଇପିଏଲ୍‌: ବାଙ୍ଗାଲୋର ବିପକ୍ଷରେ ଟସ୍‌ ଜିଣି କୋଲକାତାର ବ୍ୟାଟିଂ ନିଷ୍ପତ୍ତି

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍‌ କୋଲକାତା ନାଟଇ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେଉଛି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ର ସସ୍ମିତା: କୁକୁର ପ୍ରେମରେ ବନ୍ଧା ତାଙ୍କ ଜୀବନ

ସୁନ୍ଦରଗଡ଼: ନିଜକୁ ବିତ୍ତଶାଳୀର ପରିଚୟ ଦେବାକୁ ହେଉ ଅବା ଚୋର ଭୟ, ସହରରେ ବିଦେଶୀ କୁକୁର ରଖିବା ଅନେକଙ୍କ ସଉକ। କିନ୍ତୁ ଏଠି ଯଦି ଦେଶୀ ବୁଲା କୁକୁରର କଥା କୁହାଯିବ, ପ୍ରାୟ ସମସ୍ତେ ଘୃଣାରେ ନାକ ଟେକିବେ। ସ୍ବତଃ ମୁହଁରୁ ବାହାରି ପଡ଼ିବ, ବୁଲା କୁକୁରଙ୍କୁ କେହି କ'ଣ ପାଳେ। ସତରେ କଥା କହି…
ଅଧିକ ଖବର ଦେଖନ୍ତୁ...

ସରକାର ଶୁଣିଲେନି; ୫ ମାସ ହେବ ଶଯ୍ୟାଶାୟୀ ଥିବା ଅସହାୟ ପ୍ରତିଭାଙ୍କୁ ସୁସ୍ଥ କରିବାକୁ ଆଗେଇ ଆସିଲେ ସୋନୁ ସୁଦ୍

ନୂଆଦିଲ୍ଲୀ: ୩ ମାସ ହେଲାଣି ମୁଁ ବହୁତ କଷ୍ଟ ପାଇଲିଣି…ମୋ ମେରୁଦଣ୍ଡ ଭାଙ୍ଗିଯାଇଛି… ମୋତେ ସାହାଯ୍ୟ କରିବାକୁ କେହି ବି ନାହାନ୍ତି…ଚିକିତ୍ସା କରିବା ପାଇଁ ମୁଁ ଏତେ ଟଙ୍କା ଆଣିବି କେଉଁଠୁ…ମୁଁ ମୋ ଗୋଡରେ ଛିଡା ହେବାକୁ ଚାହୁଁଛି, ମୋତେ ସାହା ହୁଅ ସରକାର । ମୁଖ୍ୟମନ୍ତ୍ରୀ..ମୋ ଗୁହାରି…
ଅଧିକ ଖବର ଦେଖନ୍ତୁ...

ଆଇନ ଛାତ୍ରୀ ୪୦୪୨ଟି ଚାଉଳ ଦାନାରେ ଲେଖିଲେ ପୂରା ‘ଭାଗବତ ଗୀତା’

ହାଇଦ୍ରାବାଦ: ଚାଉଳ ଦାନାରେ ଗୋଟିଏ ଅକ୍ଷର ବି ଲେଖିବା ବହୁତ କଷ୍ଟକର ହୋଇଥାଏ। କିନ୍ତୁ ନିକଟରେ ହାଇଦ୍ରାବାଦର ଆଇନ ବିଭାଗର ଜଣେ ଛାତ୍ରୀ ୪୦୪୨ଟି ଚାଉଳ ଦାନାରେ ପୂରା ଭାଗବତ ଗୀତା ଲେଖି ଚର୍ଚ୍ଚାରେ ରହିଛନ୍ତି। ଆଉ ଏହା ‌ଦେଖିବାକୁ ବି ବହୁତ ସୁନ୍ଦର ଲାଗିବା ସହିତ ଲୋକମାନଙ୍କୁ ବେଶ…
ଅଧିକ ଖବର ଦେଖନ୍ତୁ...

ପାହାଡ଼ରୁ ପଥର ଖଣ୍ଡ ଖସି ବିଜୟୱାଡ଼ା କନକଦୁର୍ଗା ମନ୍ଦିର ପରିସରରେ ଥିବା ଘର ଧ୍ବଂସ, କିଛି ଲୋକ ପୋତିହୋଇ ପଡ଼ିଥିବା…

ହାଇଦ୍ରାବାଦ: ପାହାଡ଼ ଉପରୁ କେତେଗୁଡ଼ିଏ ପ୍ରକାଣ୍ଡ ପଥର ଖଣ୍ଡ ଗଡ଼ି ଆସିବାରୁ ବୁଧବାର ଦିନ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଥିବା ପ୍ରସିଦ୍ଧ କନକଦୁର୍ଗା ମନ୍ଦିର ପରିସରସ୍ଥିତ ଏକ ଘର ଭାଙ୍ଗି ପଡ଼ିଛି। ସେହି ଘରର ଭଗ୍ନାଂଶ ତଳେ ଅନ୍ୟୂନ ଦୁଇଜଣ ପରିମଳ କର୍ମଚାରୀଙ୍କ ସମେତ ଚାରିଜଣ ପୋତି…
ଅଧିକ ଖବର ଦେଖନ୍ତୁ...

ଆସିକାରେ ଆଇପିଏଲ୍‌ ବେଟିଂ: ୩ ଗିରଫ, ୧ ଲକ୍ଷ ୨୭ ହଜାର ଟଙ୍କା ଜବତ

ଆସିକା: ଦୁବାଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣରେ ୮ଟି ଟିମ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। କିନ୍ତୁ ଗଂଜାମ ଜିଲ୍ଲା ଆସିକା ଥାନା ଅଂଚଳରେ ଚାଲିଥିବା ଆଇପିଏଲ ବେଟିଂରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଆଜି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ଗିରଫ…
ଅଧିକ ଖବର ଦେଖନ୍ତୁ...

କୁଚିଣ୍ଡା ଅଂଚଳରେ ଚାଞ୍ଚଲ୍ୟ : ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ; ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା

କୁଚିଣ୍ଡା: ଗାଁର ଯାତ୍ରା ମଣ୍ଡପରେ ରକ୍ତର ଧାର ବହିଛି। ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମର ଯାତ୍ରା ମଣ୍ଡପରେ ଆଜି ଦିନ ଦ୍ୱିପ୍ରହରରେ ୨ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ସେମାନଙ୍କର ପରିବାରର ଅନ୍ୟ ଜଣେ ସଦସ୍ୟଙ୍କୁ ନିକଟସ୍ଥ ଚାଷ ଜମିରେ କୁରାଢ଼ୀରେ ହାଣି ଦିଆଯାଇଛି । ଜମିବାଡ଼ି ବିବାଦ ଓ…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ: ବଣୁଆ ହାତୀ ମାରିଥିବା ରେଳ ଇଞ୍ଜିନ୍‌କୁ ଜବତ କଲେ ଆସାମ ବନ ଅଧିକାରୀ

ଗୌହାଟି: ସେପ୍ଟେମ୍ବର ମାସରେ ଗୋଟାଏ ମାଈହାତୀ ଏବଂ ତା’ର ଛୁଆକୁ ଚାପି ମାରି ପକାଇଥିବା ଏକ ରେଳ ଇଞ୍ଜିନ୍‌କୁ ଆସାମ ବନ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖ ରାତିରେ ଆସାମର ହୋଜାଇ ଜିଲ୍ଲା ଅନ୍ତର୍ଗତ ଲୁମଡିଙ୍ଗ୍‌ରେ ଗୋଟାଏ ଦ୍ରୁତଗାମୀ ମାଲଗାଡ଼ି ଚାପାରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ବିଭିନ୍ନ ସ୍ଥାନରେ ୬୧ତମ ପୁଲିସ ସହିଦ ଦିବସ ପାଳିତ; ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

ଭୁବନେଶ୍ବର:  ରାଜ୍ୟର  ବିଭିନ୍ନ ସ୍ଥାନରେ ଆଜି ପୁଲିସ ବିଭାଗ ପକ୍ଷରୁ ୬୧ତମ ସହିଦ ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ପାରଳାଖେମୁଣ୍ଡି ବେତାଗୁଡାସ୍ଥିତ ପୁଲିସ ରିଜର୍ଭ ପଡ଼ିଆଠାରେ ଥିବା ସହିଦ ସ୍ତମ୍ଭରେ ପୁଷ୍ପ ଅର୍ପଣ କରିବା ସହ ମହାମାହିମ ରାଜ୍ୟପାଳ ଏବଂ ମାନ୍ୟବର ଓଡିଶା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୨୩୯ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୨୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୩ ଜଣ ସଂଗରୋଧ ଓ ୧୭୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...