Daily Archives

November 6, 2020

ପାଲଲହଡ଼ା: ୧୪୯ ନମ୍ବର ଜାତୀୟ ରାଜପଥ ପେଣ୍ଡ୍ରାବସା ଠାରେ ରାସ୍ତା ଅତିକ୍ରମ କଲେ ୧୭ଟି ବଣୁଆ ହାତୀ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଟାଉନ୍‌ ଠାରୁ ୪ କିମି ଦୂର ୧୪୯ ନମ୍ବର ଜାତୀୟ ରାଜପଥ ପେଣ୍ଡରାବସା ଠାରେ ବତି ସୁଆଁ ପଞ୍ଚାୟତର ଶ୍ରୀରାମପୁର ପାହାଡ଼ ହୁଳି ଏବଂ ଡିମିରୀୟା ପଞ୍ଚାୟତ ରଞ୍ଜ ଓ ଭେଜୀପଦା ଅଞ୍ଚଳରେ ପାଖାପାଖି ମସେ ହେଲା ୧୭ଟି ବଣୁଆ ହାତୀ ଧାନ ଫସଲକୁ ଖାଇ ନଷ୍ଟ କରି ଦେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜମ୍ମୁକାଶ୍ମୀରକୁ ଧାରା-୩୭୦ ନ ଫେରିବା ଯାଏଁ ମରିବି ନାହିଁ: ଫାରୁକ ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁକାଶ୍ମୀରରେ ଧାରା-୩୭୦ ଫେରାଇଆଣିବାକୁ ପିଡିପି ନେତ୍ରୀ ମେହବୁବା ମୁଫତିଙ୍କ ସହ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ପ୍ରାଣପଣେ ଲାଗିପଡିଛନ୍ତି | ମୁଫତି ଜାମ୍ମୁ କାଶ୍ମୀରରେ ପହଞ୍ଚିବା ପରେ ଏବେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା…
ଅଧିକ ଖବର ଦେଖନ୍ତୁ...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ପେନ୍‌ସିଲ୍‌ଭାନିଆରେ ଜିତିବା ବାଇଡେନ୍‌ଙ୍କ ପାଇଁ ନିର୍ଣ୍ଣାୟକ ହେବ

ନୂଆଦିଲ୍ଲୀ: ଶୁକ୍ରବାର ସକାଳ ସୁଦ୍ଧା ପେନ୍‌ସିଲ୍‌ଭାନିଆରେ ଜୋ ବାଇଡେନ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କଠାରୁ ପ୍ରାୟ ୯୦୦୦ରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ୨୬୪ ଖଣ୍ଡ ଇଲେକ୍ଟୋରାଲ୍‌ ଭୋଟ୍‌ ପାଇଥିବା ବାଇଡେନ୍‌ଙ୍କୁ ପେନ୍‌ସିଲ୍‌ଭାନିଆର ୨୦ଟି ଇଲେକ୍ଟୋରାଲ୍‌ ଭୋଟ୍‌…
ଅଧିକ ଖବର ଦେଖନ୍ତୁ...

ମଦ ପିଇବାକୁ ବାରଣ କରିବାରୁ ବାପା, ମା’ଙ୍କୁ ପିଟିଲା ପୁଅ

ଦେବଗଡ଼: ମଦ ପିଇବା ଏବଂ ବାହାରେ ଏଣେ‌ ତେଣେ ନ ବୁଲିବା ପାଇଁ କହିବାରୁ ପୁଅର ଆକ୍ରୋଶର ଶିକାର ହୋଇଛନ୍ତି ବାପା ଓ ମା’। ମାଡ଼ ମାରି ଗୁରୁତର ଆହତ କରି ଦେଇଛି ନିଶାସକ୍ତ ପୁଅ। ଏ ନେଇ ଆହତ ବାପା ଓ ମା’ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ଉର୍ମିଳା ମାତଣ୍ଡକରଙ୍କୁ ବିଧାନପରିଷଦ ସଦସ୍ୟ କରିବାକୁ ଶିବସେନା ରାଜି

ମୁମ୍ବାଇ: ମହାରାଷ୍ଟ୍ର ସରକାର ବଲିଉଡ ଅଭିନେତ୍ରୀ ଉର୍ମିଲା ମାତଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ତାଙ୍କ ନାମ ରାଜ୍ୟପାଳ ଭଗତ ସିଂ କୋଶାରିଙ୍କ ନିକଟକୁ ପଠାଇଛନ୍ତି। ମହାରାଷ୍ଟ୍ରର ମହା ବିକାଶ ଅଘାଡି ସରକାର ରାଜ୍ୟପାଳଙ୍କ ନିକଟକୁ ୧୨ ଜଣଙ୍କର ନାମ…
ଅଧିକ ଖବର ଦେଖନ୍ତୁ...

ବିଏମ୍‌ ହାଇସ୍କୁଲ୍‌କୁ ପୁରାତନ ଛାତ୍ର ଦେଲେ ୫୦ହଜାର ଟଙ୍କା

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ୍‌ର ପୁରାତନ ଛାତ୍ର ସୁମନ୍ତ କୁମାର ଚୋପଦାର ମୋ’ ସ୍କୁଲ୍ ଅଭିଯାନରେ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଚୋପଦାର ୧୯୭୧ ରୁ ୧୯୭୩ ମସିହା ଯାଏଁ ବ୍ରଜମୋହନ ହାଇସ୍କୁଲ୍‌ରେ ସପ୍ତମରୁ ନବମ ଶ୍ରେଣୀ ଯାଏଁ…
ଅଧିକ ଖବର ଦେଖନ୍ତୁ...

ବିସ୍ମୟକର କୁନି ପ୍ରତିଭା ରିତମ୍ଭରାକୁ ଯିଏ ଶୁଣୁଛି, ସିଏ ଆଶ୍ଚର୍ଯ୍ୟ ହେଉଛି

ସୁନ୍ଦରଗଡ଼: ରିତମ୍ଭରା, ବୟସ ମାତ୍ର ଦୁଇ। ଖନେଇଖନେଇ ଅବୁଝା ଭାଷାରେ କଥା କହିବାର ବୟସ। କିନ୍ତୁ ରିତମ୍ଭରାର ଜିଭ ଅଗରେ ଇଂରାଜି ବର୍ଣ୍ଣମାଳା ଠାରୁ ଆରମ୍ଭ କରି ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ନାଁ। କେବଳ ସେତିକି ନୁହେଁ, ଚିତ୍ର ଦେଖି ଇଂରାଜିରେ ତା’ ନାଁ ଓ ରଙ୍ଗ କହି…
ଅଧିକ ଖବର ଦେଖନ୍ତୁ...

କରୋନା କାରୁଣ୍ୟ: କାର୍ତ୍ତିକରେ ନିରବି ଯାଇଛି ମୃଦଙ୍ଗ, ଶୁଭୁନି ସ˚କୀର୍ତ୍ତନ ଗୁଞ୍ଜରଣ  

ବହ୍ମପୁର: ଧର୍ମ ହବିଷର ମାସ କାର୍ତ୍ତିକ। ଏହି ମାସରେ ଗାଁ ଗହଳି ଠାରୁ ଦେବାଳୟ ହରିନାମ ସ˚କୀର୍ତ୍ତନରେ ଗୁଞ୍ଜରିତ ହୁଏ। ଗାଁ ଗାଁରେ ଅଷ୍ଟପ୍ରହର ଓ ୨୪ ପ୍ରହର ନାମଯଜ୍ଞ ବି ହୁଏ। ହେଲେ ଚଳିତ ବର୍ଷ କରୋନା ଲାଗି ନିରବି ଯାଇଛି। ମୃଦଙ୍ଗ ଆଉ ସ˚କୀର୍ତ୍ତନରେ ଗୁଞ୍ଜରଣ ହେଉନି ଦେବାଳୟ କି ଗାଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ବୃଷ: ଜୀବନରେ ନୂଆ ସମ୍ଭାବନା ସୃଷ୍ଟି ହୋଇପାରେ। ମିଳୁଥିବା ସୁଯୋଗର ଲାଭ ନିଅନ୍ତୁ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଏଲିମିନେଟର : ହାଇଦ୍ରାବାଦ ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଆବୁ ଧାବି : ଆବୁ ଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର  ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଏହି ମ୍ୟାଚରେ ହାଇଦ୍ରାବାଦ ଦଳ ଟସ ଜିତି ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇଥିଲା । ଦଳ ଆରମ୍ଭରୁ ହିଁ…
ଅଧିକ ଖବର ଦେଖନ୍ତୁ...