Daily Archives

November 13, 2020

ଲଭ, ସେକ୍ସ-ଧୋକା, ଜୟପୁରରେ ଯୁବକ ଗିରଫ

ଜୟପୁର: ମହଙ୍ଗା ପଡିିଲା ଲକଡାଉନ୍‌ ପ୍ରେମ। ବନ୍ଦୀ ହୋଇ ଜେଲ୍‌ ଯାଇଛନ୍ତି ଜଣେ ପ୍ରେମିକ। ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି କୋରାପୁଟ ଜିଲ୍ଲା ଜୟପୁର ମହିଳା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକର ନାମ ହେଲା ଆକାଶ ବେନିଆ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଚକୋଲେଟ ଭିତରୁ ବାହାରୁଛି ପୋକ

ନୂଆଦିଲ୍ଲୀ: ଛୋଟ ପିଲାମାନଙ୍କର ଚକୋଲେଟ ପ୍ରିୟ ହୋଇଥିବା ବେଳେ ଅନେକ ବଡ଼ଲୋକ ବି ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଚକୋଲେଟ ପ୍ୟାକେଟ ଭିତରୁ ପୋକ ବାହାରିଥିବା ଏକ ଘଟଣା ସାମ୍ନାକୁ ଆସିଛି। ୟୁକେର ୨୯ବର୍ଷୀୟା ମହିଳା ଏମା ହୁଟ୍ଟୋ ଚକୋଲେଟ ଖାଇବାକୁ ପସନ୍ଦ କରିଥାଆନ୍ତି।…
ଅଧିକ ଖବର ଦେଖନ୍ତୁ...

ନୂଆ ରୂପ ପାଇବ ପାତାଳୀ ଶ୍ରୀକ୍ଷେତ୍ର: ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ହେଲା ଭୂମିପୂଜନ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୋଟସମଲାଇ ଗାଁର ଛଳିଆ ପାହାଡ଼ରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ନୂଆ ରୂପ ପାଇବ। ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ। ପାହାଡ ତଳେ ପିଲାଙ୍କ ପାଇଁ ଶିଶୁ ଉଦ୍ୟାନ ନିର୍ମାଣ ଓ ପାହାଡ଼ ଉପରେ ଥିବା ଗୁମ୍ପାଗୁଡ଼ିକର ମରାମତି କାମ କରାଯିବ।…
ଅଧିକ ଖବର ଦେଖନ୍ତୁ...

ଜାଲରେ ଫସିଲା ୨୮କେଜିର ଭେକ୍‌ଟି ମାଛ, ୪ ଲକ୍ଷରେ କିଣିଲା କୋଲକାତାର ଔଷଧ କମ୍ପାନି

ଭୋଗରାଇ: ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗର ଦୀଘା ମୁହାଣରେ ଗୁରୁବାର ଏକ ୨୮ କେଜି ଓଜର ବିରଳ ଭେକ୍‌ଟି ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିଲା। ଉକ୍ତ ମାଛକୁ କେଜି ପ୍ରତି ୧୬ହଜାର ଟଙ୍କା ମୂଲ୍ୟରେ ଆଜି କୋଲକାତାର ଏକ ଔଷଧ ତିଆରି କମ୍ପାନି କିଣିଥିବା ଜାଣିବାକୁ ମିଳିଛି। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଫଳ ପ୍ରକାଶର ୬ ଦିନ ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କୁ…

ନୂଆଦିଲ୍ଲୀ: ନଭେମ୍ବର ୭ରେ ପ୍ରକାଶ ପାଇଥିଲା ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ। ରିପବ୍ଲିକାନ ଦଳର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇ ବିଜୟ ହାସଲ କରିଥିଲେ ​ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ୍ । ଫଳାଫଳ ଆସିବା ପରେ ବିଭିନ୍ନ ଦେଶର ବଡ଼ ବଡ଼ ନେତା ରାଷ୍ଟ୍ରପତି ବାଇଡେନ ଏବଂ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଇନ୍‌ଫ୍ରାଟେକ୍‌ରୁ ଇସ୍ତଫା ଦେଲେ ସିନିୟର ଲ୍ୟାଣ୍ଡ ଏକଜିକ୍ୟୁଟର ଶିବ ପ୍ରସାଦ ଶ୍ରୀଚନ୍ଦନ

ଭୁବନେଶ୍ୱର: ଓଡ଼ିଶା ଇନ୍‌ଫ୍ରୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡର ସିନିୟର ଲ୍ୟାଣ୍ଡ ଏକଜିକ୍ୟୁଟର ଶିବ ପ୍ରସାଦ ଶ୍ରୀଚନ୍ଦନ ଇସ୍ତଫା ଦେଇଛନ୍ତି। ଚାକିରିରୁ ଇସ୍ତଫା ଦେବା ପରେ ଶିବ ପ୍ରସାଦ କହିଛନ୍ତି, କୌଣସି ଦୁର୍ନୀତି ନ କରି ଜେଲରେ ରହିବା ମୋତେ ବ୍ୟଥିତ କରିଛି। ତେଣୁ କଂପାନିରୁ ଇସ୍ତଫା ଦେବାକୁ…
ଅଧିକ ଖବର ଦେଖନ୍ତୁ...

ସୀମାରେ ମୁତୟନ ଥିବା ଯବାନଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳିବାକୁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀପାବଳି ଅବସରରେ ସୀମାରେ ମୁତୟନ ଥିବା  ଯବାନମାନଙ୍କ ପାଇଁ ଘରେ ଦୀପ ଜାଳିବାକୁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ କରି ସେ ଦେଶବାସୀଙ୍କୁ ଏହି ଆହ୍ବାନ ଦେଇଛନ୍ତି। ଟୁଇଟରେ ଏକ ଭିଡିଓ ସେୟାର କରି କ୍ୟାପସନରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବିଧାନସଭା ଭାଙ୍ଗିବାକୁ ରାଜ୍ୟପାଳଙ୍କୁ ସୁପାରିସ କଲେ ନୀତୀଶ କୁମାର

ପାଟନା:  ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କ ସହ ସାକ୍ଷାତ ସମୟରେ ନୀତୀଶ କୁମାର କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ଏହି ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ନୀତୀଶ କୁମାରଙ୍କୁ ନୂତନ ସରକାର ଗଠନ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୫୦୪ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧ ହଜାର ୫୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୨୪୫କୁୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାରୁଅ ଜମି ଦୁର୍ନୀତି ମାମଲା : ଓଡ଼ିଶା ଇନଫ୍ରାଟେକ୍ ଆବେଦନର ଶୁଣାଣି ଶେଷ, ଜାଗି ଓ ବୈଜୟନ୍ତ ପଣ୍ଡାଙ୍କ ଅନ୍ତରୀଣ…

କଟକ : ସାରୁଅରେ ଜମି ଦୁର୍ନୀତିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା (ଇଓଡବ୍ଳୁ) ପକ୍ଷରୁ କରାଯାଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଆଜି ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଏଥି ସହିତ କମ୍ପାନିର…
ଅଧିକ ଖବର ଦେଖନ୍ତୁ...