Daily Archives

November 26, 2020

ବାଇକ୍ ଦୁର୍ଘଟଣାରେ ସ୍ବାମୀ- ସ୍ତ୍ରୀ ଗୁରୁତର

ଭଞ୍ଜନଗର: ଗାଙ୍ଗପୁର ଥାନା ଅଧିନ କଣ୍ଟେଇପଲ୍ଲୀ ନିକଟସ୍ଥ ବନଦୁର୍ଗା ମନ୍ଦିର ନକଟରେ ଏକ ବାଇକ ଦୁର୍ଘଟଣାରେ ସ୍ବାମୀ ସ୍ତ୍ରୀ ଗୁରୁତର ଭାବେ ଆହାତ ହୋଇଛନ୍ତି। ସୂଚନାଯୋଗ୍ୟ, ଫୁଲବାଣୀର ପ୍ରଭାତ ମହାରଣା(୩୧) ତାଙ୍କ ପତ୍ନୀ କବିତା ମହାରଣା(୨୭)ଏବଂ ପୁଅ ସାଇକୁ ସାଙ୍ଗରେ ନେଇ ଶ୍ବଶରୁ ଘର…
ଅଧିକ ଖବର ଦେଖନ୍ତୁ...

ସୁନାବେଡ଼ାରେ ୧୧ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ଜଣେ ଗିରଫ, ଦୁଇ ସହଯୋଗୀ ଫେରାର୍

ସୁନାବେଡ଼ା: କୋରାପୁଟ ଜିଲ୍ଲାର ସୁନାବେଡା-୧ସ୍ଥିତ ପନ୍ଥିକା ନିକଟରେ ପୁଲିସକୁ ଏକ ସଫଳତା ମିଳିଛି। ବିଶେଷ ସୂତ୍ରରୁ ଖବର ପାଇ ସକାଳୁ  ସୁନାବେଡ଼ା ପୁଲିସ୍ ପନ୍ଥିକା ନିକଟରେ ଚଢଉ କରି ହାଡିଗୁଡା ଗ୍ରାମର ଗଞ୍ଜେଇ ମାଫିଆ ଗୋବିନ୍ଦ ଖରାଙ୍କୁ ଗିରଫ କରିଛି। ଗୋବିନ୍ଦଙ୍କ ନିକଟରୁ ୨୧୧କେଜି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରେ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ, ୧ ଲକ୍ଷ ୪୪ ହଜାର ଗଛ କାଟିଲା ଅବକାରୀ ବିଭାଗ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ତ୍ବାବଧାନରେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନର ଆଜି ତୃତୀୟ ଦିନରେ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ କୁଚକୁର ଗାଁ ଅଭ୍ୟନ୍ତରୀଣ ଜଙ୍ଗଲରେ ୧ ଲକ୍ଷ ୪୪ ହଜାର ଗଂଜେଇ ଗଛ କଟାଯିବା ପରେ ପୋଡ଼ି ନଷ୍ଟ କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା

କଟକ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ପ୍ରଥମ ମାମଲାଟି ଗତ ବୁଧବାର ଦିନ ହାଇକୋର୍ଟର ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଦ୍ବିତୀୟ ମାମଲାଟି ଆଜି ଭାରତୀୟ ବିକାଶ ପରିଷଦ…
ଅଧିକ ଖବର ଦେଖନ୍ତୁ...

କରୋନା କଷଣ: ଦିଲ୍ଲୀର ପାଣି ପାଇପ୍‌ କାରିଗର ଏବେ ଗାଁର ତେଜରାତି ଦୋକାନୀ

ପଟ୍ଟାମୁଣ୍ତାଇ: ମହାମାରୀ କରୋନାର କାରୁଣ୍ୟ ଅସୁମାରୀ। କରୋନା କେତେ ଯେ ଲୋକଙ୍କ ଜୀବନ ଜୀବିକା ବଦଳାଇ ଦେଇଛି ତାହା କହିବା ମୁସ୍କିଲ। ରାଜ୍ୟ ବାହାରେ କାମ କରି ଦୁଇ ପଇସା ରୋଜଗାର କରୁଥିବା ମଣିଷକୁ ଫେରିବାକୁ ପଡିଛି ନିଜ ଭିଟାମାଟିକୁ। ଏଠି କାମ ଦାମ ନ ଥିବାରୁ କିଏ ଦିନ ମଜୁରିଆ ସାଜିଛି ତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଆସୁଛି ପ୍ରବାସୀ ଓଡ଼ିଆଙ୍କ ମୃତଦେହ

ଚାନ୍ଦବାଲି: ଗତ ୧୬ ତାରିଖରେ ମ୍ୟାନ୍‌ ହୋଲ୍‌ରେ ମରାମତି କାମ ଚାଲିଥିବାବେଳେ ଦେବାଶିଷଙ୍କ ସମେତ ୩ ପ୍ରବାସୀ ଭାରତୀୟ ମିଥେନ୍ ଗ୍ୟାସ୍ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଆଉ ଏମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିଲେ | ତେବେ ଦୀର୍ଘ ୧୧ଦିନ ପରେ ବିଦେଶରୁ ଓଡିଆ ଯୁବକଙ୍କ…
ଅଧିକ ଖବର ଦେଖନ୍ତୁ...

ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାର ସଂପୂର୍ଣ୍ଣ ରୂପାନ୍ତରଣ ପାଇଁ ୮୩ଟି ନୂତନ ଯାନ ବ୍ୟବହାର

ରାଉରକେଲା: ସହରର ପରିମଳ ବ୍ୟବସ୍ଥା ପରିଚାଳନା ଦିଗରେ ରାଉରକେଲା ମହାନଗର ନିଗମ ଏକ ବଳିଷ୍ଠ ପଦକ୍ଷେପ ନେବାକୁ ଯାଉଅଛି। ନିଜସ୍ୱ ବ୍ୟବସ୍ଥା ତଥା ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ସୁନ୍ଦରଗଡ଼ଙ୍କ ଆର୍ଥିକ ସହଯୋଗରେ ନିଗମ ୮୩ଟି ନୂତନ ଯାନ ସାମଗ୍ରିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ବ୍ୟବହାର…
ଅଧିକ ଖବର ଦେଖନ୍ତୁ...

ବନ୍ୟାର ୩ ମାସ ପରେ ବିପନ୍ନଙ୍କ ଦୁଃଖ; ବନ୍ଧହୁଡ଼ାରେ ପଲିଥିନ୍ ତଳେ କଟୁଛି ଶୀତରାତି

ଦଶରଥପୁର: ବନ୍ୟାର ୩ ମାସ ପରେ ବି ବଦଳିନି ବିପନ୍ନଙ୍କ ଚିତ୍ର। ଏବେ ବି ବନ୍ୟା କ୍ଷତିଗ୍ରସ୍ତ ଲୋକମାନେ ବନ୍ଧହୁଡ଼ାରେ ପଲିଥିନ୍‌ ପଲା ମାରି ମୁଣ୍ଡ ଗୁଞ୍ଜିଛନ୍ତି। ଭାଙ୍ଗିଯାଇଥିବା ରାସ୍ତା ସେମିତି ପରିତ୍ୟକ୍ତ ହୋଇ ରହିଛି। ପାନୀୟଜଳ ମିଳୁନି। ବିଜୁଳି ବତି ଜଳୁନାହିଁ। ସଞ୍ଜ ନଇଁଲେ ଗାଁ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗର : କୋଇଲା ଖଣି ଶ୍ରମିକଙ୍କ ଧର୍ମଘଟ, ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ 

ବ୍ରଜରାଜନଗର : କୋଇଲା ଖଣିରେ କାର୍ଯ୍ୟରତ ୩ ପ୍ରମୁଖ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ୧୨ ଦଫା ଦାବି ନେଇ ୨୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବ୍ରଜରାଜନଗରରେ ଥିବା  ସମଲେଶ୍ବରୀ କୋଇଲା ଖଣି ସମେତ ଲଜକୁରା, ଓରିଏଣ୍ଟ କ୍ଷେତ୍ରର ହୀରାଖଣ୍ଡ, ବୁନ୍ଦିଆ, ୨ ଓ ୩ ନମ୍ବର କୋଇଲା ଖଣି,…
ଅଧିକ ଖବର ଦେଖନ୍ତୁ...

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ: ୮୦୦୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନା ମୂଲ୍ୟ

ନୂଆଦିଲ୍ଲୀ: ସୁନା କିଣିବାର ସୁବର୍ଣ୍ଣ ସୁଯୋଗ । ହ୍ରାସ ପାଇଛି ସୁନା ମୂଲ୍ୟ । ନଭେମ୍ବରରେ ସୁନା ୪ ପ୍ରତିଶତରୁ ଅଧିକ ଶସ୍ତା ହୋଇଥିବା ବେଳେ ଗତ ଏକ ସପ୍ତାହ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ୨.୫ ପ୍ରତିଶତ ଏବଂ ୩.୫ ପ୍ରତିଶତ ହ୍ରାସ ପାଇଛି। ସୁନା ପ୍ରାୟ ୮୦୦୦ ଟଙ୍କା ଶସ୍ତା ହୋଇଛି। ୨୦୨୦…
ଅଧିକ ଖବର ଦେଖନ୍ତୁ...