Daily Archives

December 6, 2020

ମୃତ୍ୟୁ ପୂର୍ବରୁ ପଡୋଶୀଙ୍କ ନାମରେ କରିଦେଲେ ୫୫ କୋଟି ଟଙ୍କାର ସମ୍ପତ୍ତି

ବର୍ଲିନ: ସାଧାରଣତଃ ଅଧିକାଂଶ ପରିବାର ମଧ୍ୟରେ ଯଦି କୌଣସି ବିବାଦ ହୋଇଥାଏ, ତେବେ ତାହା ସମ୍ପତ୍ତି ପାଇଁ ହିଁ ସୃଷ୍ଟି ହୋଇଥାଏ | ସମ୍ପତ୍ତି ପାଇଁ ହତ୍ୟାକାଣ୍ଡ, ରାଗରୁଷାର ଅନେକ ଉଦାହରଣ ଆପଣ ଶୁଣିଥିବେ | କିନ୍ତୁ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପଡୋଶୀଙ୍କ ନାମରେ କରିଦେବା ଭଳି…
ଅଧିକ ଖବର ଦେଖନ୍ତୁ...

ବିବାହ ଭୋଜିରେ ପଶି ଲୁଟ୍‌ପାଟ୍‌, ମାଡମାରି ନେଇଗଲେ ସୁନାଗହଣା

ରାଉରକେଲା: ଉଦିତନଗର ବିରଜାପାଲି କୋର୍ଟ ନିକଟ ମାହେଶ୍ବରୀ ଭବନରେ ଚାଲିଥିବା ବିବାହ ଭୋଜିରେ ଲୁଟ୍‌ପାଟ୍‌ ହୋଇଛି। କିଛି ଅସାମାଜିକ ଯୁବକ ଜୋରଜବରଦସ୍ତ ପଶି ଉଭୟ ପୁରୁଷ ଓ ମହିଳାଙ୍କୁ ମାଡମାରି ଭୟଭୀତ କରିଥିଲେ। ଲାଠି, ଭୁଜାଲି ଦେଖାଇ ସୁନାଗହଣା ଲୁଟି ନେଇଥିଲେ। ଉଦିତନଗର ପୁଲିସ ପହଞ୍ଚି…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟଅଫିସରେ ଆପଣଙ୍କ ଜମା ଖାତା ଅଛି କି? ଏହା ନ କଲେ ଦେବାକୁ ପଡିପାରେ ଫାଇନ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ ଆପଣଙ୍କର ଜମାଖାତା ଅଛି କି ? ଯଦି ହଁ, ତେବେ ଡାକଘର ଜମାଖାତା ପାଇଁ ବଦଳିଥିବା ଏହି ନିୟମ ବାବଦରେ ଆପଣ ଜାଣିବା ଜରୁରୀ | କାରଣ, ଡାକଘର ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ୫୦୦ ଟଙ୍କା ବାଲାନ୍ସ ରଖିବା ବାଧ୍ୟତାମୂଳକ କରାଯାଇଛି। ୧୧ ଡିସେମ୍ବର ୨୦୨୦ ପରେ,…
ଅଧିକ ଖବର ଦେଖନ୍ତୁ...

ହୋଟେଲରୁ କୋଭିଡ଼ ଡାକ୍ତରଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର: କେନ୍ଦଝର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ତିଆ ନିକଟସ୍ଥ ହୋଟେଲ ପ୍ରିନ୍ସର ୩୦୬ନଂ ରୁମ ଭିତ଼ରେ ଜଣେ କୋଭିଡ଼ ଡାକ୍ତରଙ୍କ ମୃତଦେହ ପୁଲିସ ଜବତ କରିଛି । ମୃତକ ଡାକ୍ତର ଜଣଙ୍କ ହେଲେ ଜାମଦା ଗ୍ରାମର ଆଶା ଚରଣ ମାଝି(୫୫)। ଶ୍ରୀ ମାଝି ରାଙ୍କିସ୍ଥିତ କୋଭିଡ଼ ଡ଼ାକ୍ତରଖାନାରେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି କଷ୍ଟଦାୟକ ସାବ୍ୟସ୍ତ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ବୃଷ: ଅତୀତର କୌଣସି କଥାକୁ ନେଇ ମନକୁ କଷ୍ଟ ହେବ। ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିଥିବା ଯୁବକ ଗିରଫ, ପିଆରଏମରେ ଚିକିତ୍ସାଧୀନ ଅଛନ୍ତି ଛାତ୍ରୀ

ବାରିପଦା: ଜଣେ ନାବାଳିକା ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିଥିବା ଅଭିଯୋଗରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ରାଜେଶ ବାଙ୍କରା (୩୦) ନାମକ ଜଣେ ଯୁବକକୁ ଗିରଫ କରିଛି। ଘାଗରବେଡ଼ା ଥାନା ଅଞ୍ଚଳର ଅଭିଯୁକ୍ତ ରାଜେଶ ପୀଡ଼ିତା ନାବାଳିକାଙ୍କୁ କରୋନାଜନିତ ଲକ୍‌ଡାଉନ ଆରମ୍ଭ ହେବା ସମୟରେ ହିଁ…
ଅଧିକ ଖବର ଦେଖନ୍ତୁ...

ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’

ନୂଆଦିଲ୍ଲୀ: ‘ବୁରେଭି’ ଓ ‘ନିଭାର’ ପରେ ତାମିଲନାଡୁରେ ଆଉ ଏକ ସାମୁଦ୍ରିକ ବାତ୍ୟାର ପ୍ରକୋପ ଅନୁଭୂତ ହେବ ବୋଲି ସୂଚନା ମିଳିଛି। ଏହାର ନାମ ‘ଅର୍ଣ୍ଣବ’ ବୋଲି ଜଣାଯାଇଛି। ଏହାଦ୍ୱାରା ତାମିଲନାଡୁ ବିଶେଷ ପ୍ରଭାବିତ ହୋଇପାରେ। ‘ଅର୍ଣ୍ଣବ’ ମିଆଁମାର, ଇରାନ, ଓମାନ, ପାକିସ୍ଥାନ, କତାର ଏବଂ…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଧମକ ଦେବା ଏମବିଏ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମ ହୋଇଥିବା ବ୍ରିଟିଶ ଅଭିନେତ୍ରୀ ସଲମା ଆଗାଙ୍କ ଝିଅ ଜାରା ଖାନ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ତାଙ୍କୁ ଇନଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ମିଳିଥିବା ଅଭିଯୋଗ କରିଛନ୍ତି। ଜାରା ଅଭିଯୋଗ କରି କହିଛନ୍ତି, ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌କୁ ଓଭରଟେକ୍‌ କରିବା ଉଦ୍ୟମ ମହଙ୍ଗା ପଡ଼ିଲା, ବାଇକ୍‌ ଆରୋହୀ ମୃତ 

ଉମରକୋଟ: ଟ୍ରକ୍‌କୁ ଓଭର ଟେକ୍‌ କରିବା ଉଦ୍ୟମ ଜଣେ ବାଇକ୍‌ ଆରୋହୀଙ୍କୁ ମହଙ୍ଗା ପଡ଼ିଛି। ଆଜି ନବରଂଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଗ୍ରାମ ଠାରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେଇଛି। ଘଟଣାସ୍ଥଳରେ ହିଁ ବାଇକ୍‌ ଚାଳକ ସତ୍ୟ ସର୍ଦ୍ଦାରଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଅଶୋକ ଗେହଲଟଙ୍କ ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ଦେଲେ ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ

ଭୋପାଳ: ବିଜେପି ତାଙ୍କ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବାର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଅଭିଯୋଗ କରିବା ପରେ ବିଜେପି ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...