Daily Archives

January 13, 2021

ବାଲେଶ୍ବର ଓ ଝାରସୁଗଡ଼ାରେ ପହଞ୍ଚିଲା କୋଭିଡ୍‌ ଟିକା

ବାଲେଶ୍ୱର/ଝାରସୁଗୁଡ଼ା: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବାଲେଶ୍ବର ଓଝାରସୁଗୁଡ଼ାକୁ କୋଭିଡ ଟିକା ପହଂଚିଛି। ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଏହି ‘କୋଭିସିଲ୍ଡ ଭେକ୍ସିନ୍’ ବୁଧବାର ସଂଧ୍ୟାରେ କଡ଼ା ସୁରକ୍ଷାବ୍ୟବସ୍ଥାରେ ବାଲେଶ୍ବରରେ ପହଞ୍ଚିଥିବା ପରେ ସେଗୁଡ଼ିକୁ…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେବା ଘଟଣା: ଜଣା ପଡ଼ିଲା ସାନ ପୁଅର କାରନାମା

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ହରିଓମ ବିହାରରେ ଘରେ ଶୋଇଥିବା ବେଳେ ପେଟ୍ରୋଲ୍‌ ଢାଳି ଜାଳିଦେବା ଘଟଣାର ରହସ୍ୟ ଉନ୍ମୋଚନ ହୋଇଛି। ସମ୍ପତ୍ତି ଲୋଭ ଏବଂ ପତ୍ନୀକୁ ସ୍ବୀକୃତି ନ ମିଳିବାରୁ ପରିବାରର ସାନପୁଅ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ମେଡିକାଲ କୋଚିଂ ପାଇଁ ଜଣାଶୁଣା ଆକାଶ ଇନଷ୍ଟିଚ୍ୟୁଟକୁ କିଣିପାରେ ବାଇଜୁ!

ନୂଆଦିଲ୍ଲୀ: ମେଡିକାଲ କୋଚିଂ ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଜଣାଶୁଣା ଶିକ୍ଷାନୁଷ୍ଠାନ ଆକାଶ ଇନଷ୍ଟିଚ୍ୟୁଟକୁ କିଣିପାରେ ବାଇଜୁ | ଦେଶର ସର୍ବବୃହତ ଅନଲାଇନ ଲର୍ଣ୍ଣିଙ୍ଗ କମ୍ପାନୀ ବାଇଜୁ, ଇଂଜିନିୟରିଂ, ଡାକ୍ତରୀ ପରୀକ୍ଷା ପାଇଁ କୋଚିଂ ଦେଉଥିବା ଆକାଶ ଟ୍ୟୁଟୋରିଆଲ୍ ସର୍ଭିସେସକୁ ହାସଲ…
ଅଧିକ ଖବର ଦେଖନ୍ତୁ...

‘୧୫ ବର୍ଷ ବୟସରେ ଝିଅ, ଛୁଆ ଜନ୍ମ କରିପାରନ୍ତି’ ବୋଲି ବିବାଦୀୟ ବୟାନ ଦେଲେ ଏହି କଂଗ୍ରେସ ନେତା

ଇନ୍ଦୋର: ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜନ ସିଂ ବର୍ମା ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ଝିଅମାନଙ୍କର ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର: ୟୁନିଟ୍‌-୬ ଗଙ୍ଗନଗର ବସ୍ତିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୧୦ ଦୁର୍ବୃତ୍ତ

ଭୁବନେଶ୍ବର: କ୍ୟାପିଟାଲ ଥାନା ଅଞ୍ଚଳରେ ପୁଣି ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ୟୁନିଟ୍‌-୬ରେ ଗଙ୍ଗନଗର ବସ୍ତିରେ ୧୦ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ୧୦ ଜଣ ମିଶି ଖଣ୍ଡାରେ ହାଣି ପକାଇଥିବାରୁ ଯୁବକର ବାମ ହାତରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ…
ଅଧିକ ଖବର ଦେଖନ୍ତୁ...

କରୋନା କାଳରେ ଚାକିରି ଠକେଇ; ଥାନାର ଦ୍ବାରସ୍ଥ ହେଲେ ଛାତ୍ରଛାତ୍ରୀ

କୋରାପୁଟ: କରୋନା କାଳରେ କୋରାପୁଟ ଜିଲ୍ଲାରେ ମାତିଛନ୍ତି ଜାଲି ଚାକିରିଦାତା। ଧରାପଡିଯିବା ଭୟରେ ଜିଲ୍ଲାର ବଡବଡ ସହରକୁ ଛାଡି ଏବେ ସେମାନେ ଗାଁ ମୁହଁ। ଗାଁର ଶିକ୍ଷିତ ଯୁବକ ଯୁବତୀଙ୍କୁ ମୋହରା ବନାଇ ଲୁଟୁଛନ୍ତି ଟଙ୍କା। ଆଉ ଟଙ୍କା ଦେଇ ଭାଣ୍ଡିଆ ହେଉଛନ୍ତି କୋରାପୁଟ ଜିଲ୍ଲାର ଶିକ୍ଷିତ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରଲୋଭନ ଦେଖାଇ ଧର୍ଷଣ ମାମଲା: ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ଖୋର୍ଦ୍ଧା : ଡିସେମ୍ବର ୧୯ ତାରିଖରେ ଖେର୍ଦ୍ଧା ଲୋକେଶ୍ୱରପୁରରେ ଘଟିଥିବା ବିବାହ ପ୍ରଲୋଭନରେ ଧର୍ଷଣ ମାମଲାରେ ଆଜି ଏଜିଜେ-୨ୟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଅଭିଯୁକ୍ତ ସୁଶୀଲ କୁମାର ରାୟ ୬୪୯/୨୦୨୦ରେ ନିଜର ଜାମିନ ଆବେଦନ କରିଥିଲେ । ୧୧ ତାରିଖରେ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅଳ୍ପ ବୁଦ୍ଧିରେ ବି କେମିତି ଠକେଇ କରନ୍ତି ଜାମତାରା ଗ୍ୟାଙ୍ଗ, ରିସର୍ଚ୍ଚ କରିବ ଆମେରିକା

ନୂଆଦିଲ୍ଲୀ: ସାରା ଦେଶରେ ଫୋନ କରି ଲୋକଙ୍କୁ ଠକେଇ କରିବାରେ ଜାମତାରା ଗ୍ୟାଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡ଼ଖଣ୍ଡର ଏହି ଜିଲ୍ଲା ସହ ଜଡିତ ଥିବାବେଳେ ଜାମତାରାରେ ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକାମିର ଶିକାର କରିଥାଏ | ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ହସଖୁସି ବଢ଼ିବ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ଅଫିସର ପରିବେଶ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।…
ଅଧିକ ଖବର ଦେଖନ୍ତୁ...

ଭୀମକୁଣ୍ଡରେ ହେବ ନାହିଁ ମକର ମେଳା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍‌ରେ ଥିବା ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ଚଳିତବର୍ଷ ହେବ ନାହିଁ ମକର ମେଳା। ୩୧ ତାରିଖ ପର୍ଯ୍ୟନ୍ତ ଜନ ଗହଳି ଓ ସମାବେଶ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। ତେଣୁ ଚଳିତବର୍ଷ ଏଠାରେ ମକର ମେଳା ବନ୍ଦ କରାଯାଇଛି। ଭୀମକୁଣ୍ଡରେ ମକର…
ଅଧିକ ଖବର ଦେଖନ୍ତୁ...