Daily Archives

January 20, 2021

ମନ୍ଦିର ଲୁଟିବା ପରେ ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୃବୁର୍ତ୍ତ

ଶିବପୁରୀ: ପ୍ରଥମେ ମନ୍ଦିର ଲୁଟିଲେ ଓ ପରେ ମନ୍ଦିର ପରିସରରେ ରହୁଥିବା ପୂଜକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଲୁଟେରା | ଉତ୍ତରପ୍ରଦେଶର ଶିବପୁରୀରେ ଏଭଳି ଏକ ଲୋମହର୍ଷକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଲଖନଉର ଶିବପୁରୀ ଗ୍ରାମରେ ଥିବା ଐତିହାସିକ ରଣବାବା ମହାଦେବ ମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଜିଲ୍ଲା କମିଟି ଘୋଷିତ: ବଳରାମ ସାହୁ ଯୁବ ସଭାପତି, ସରୋଜିନୀ କିସ୍କୁଙ୍କୁ ମହିଳା ମୋର୍ଚ୍ଚା ଦାୟିତ୍ବ

ବାରିପଦା: ଭାରତୀୟ ଜନତା ପାର୍ଟି(ବିଜେପି)ର ମୟୂରଭଞ୍ଜ ଜିଲ୍ଲା ବାରିପଦା ସାଙ୍ଗଠନିକ ଜିଲ୍ଲା କମିଟି ଆଜି ଘୋଷଣା କରାଯାଇଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ବାରିପଦା ସାଙ୍ଗଠନିକ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ ଆଜି ୨୧ ଜଣିଆ ଜିଲ୍ଲା ପଦାଧିକାରୀଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ସୃଷ୍ଟି ହେବ। ଅଫିସରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ମନୋର˚ଜନ କାର୍ଯ୍ୟରେ ପଇସା ଖର୍ଚ୍ଚ ହେବ। ବୃଷ: ଜୀବନରେ ମଉଜ ମସ୍ତି ପାଇଁ ଭଲ ଅବସର ପାଇବେ। ପ୍ରଥମେ ଯୋଜନା ତିଆରି କରି ଆଗକୁ ବଢ଼ନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ।…
ଅଧିକ ଖବର ଦେଖନ୍ତୁ...

କୂଅରେ ପଡି ଯୁବକଙ୍କର ମୃତ୍ୟୁ 

ରାଉରକେଲା: ଆଜି ଗଭୀର କୂଅ ଭିତରେ ପଡି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଲେ  ଲାଠିକଟା କଲରାଖମନର ସଞ୍ଜୟ ଏକ୍କା (୩୨)। ଲାଠିକଟା ପୁଲିସ ଶବ ଜବତ କରି ବ୍ୟବଚ୍ଛେ୍‌ଦ ପାଇଁ ପଠାଇଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଆଜି ଅପରାହ୍ନରେ ସଞ୍ଜୟ ପ୍ରାୟ ୪୦…
ଅଧିକ ଖବର ଦେଖନ୍ତୁ...

ଏଲଆଇସିର ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ହେବେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ: ନୂଆ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ନିଯୁକ୍ତି ପାଇବା ପରେ ପୁଣି ଆସିଛି ଆଉ ଏକ ଖୁସି ଖବର | ସରକାର ମଙ୍ଗଳବାର ଦିନ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସି(ଲାଇଫ ଇନ୍ସ୍ୟୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆ)ର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି | ସିଦ୍ଧାର୍ଥ ମହାନ୍ତି…
ଅଧିକ ଖବର ଦେଖନ୍ତୁ...

୧୨ଦିନ ହେବ ମଣ୍ଡିରେ ପଡ଼ିଛି ଧାନ: ତାରାଙ୍କ ନେତୃତ୍ବରେ ୭ଘଣ୍ଟା ରାସ୍ତାରୋକ

ଜୟପୁର/ବୋରିଗୁମ୍ମା: ଗତ ୧୨ଦିନ ହେବ ଜିଲ୍ଲାର ୯୯ଟି ମଣ୍ଡିରେ ପଡ଼ିଛି ୭ଲକ୍ଷ ୪୦ହଜାର ୪୬୨କୁଇଣ୍ଟାଲ ଧାନ। ଆଜି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା କଂଗ୍ରେସ କମିଟିର ନେତା ଓ କର୍ମକର୍ତ୍ତାମାନେ ଜୟପୁର ବ୍ଲକର ଜୟନ୍ତଗିରୀ ମଣ୍ଡି ଓ ବୋରିଗୁମ୍ମା ମୁଖ୍ୟଛକରେ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଲୁଟ୍ ୨୦ ହଜାର ଟଙ୍କା ସହ ସୁନା ଉଦ୍ଧାର, ୨ ଗିରଫ

ରାୟଗଡ଼ା: ରାୟଗଡ଼ାରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା। ବନ୍ଦ ଘରକୁ ଟାର୍ଗେଟ୍ କରି ବୁଲାଉଛନ୍ତି କଳାକନା। ସହରର ବିଭିନ୍ନ ସ୍ଥାନରେ ଚୋରି ବୃଦ୍ଧି ପାଇବା ପରେ ପୁଲିସ୍ ତତ୍ପର ହୋଇ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଆଜି ରାୟଗଡ଼ା ପୁଲିସ୍ ୨ ଜଣ ଆନ୍ତଃ ରାଜ୍ୟ ଲୁଟେରାକୁ ଗିରଫ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଶାଳୀକୁ ଦୁଷ୍କର୍ମ କରି ଭିଣୋଇ ଗିରଫ

ରାଉରକେଲା: ଶାଳୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ଟାଙ୍ଗରପାଲି ପୁଲିସ ଆଜି ଭିଣୋଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଜଣକ ହେଲେ ଟାଙ୍ଗରପାଲି ମାଟିଆଡେରାର ଜଗନ୍ନାଥ ପାତ୍ର (୩୦)। ପୁଲିସ ଉଭୟ ‌ ଅଭିଯୁକ୍ତ ଭିଣୋଇ ଜଗନ୍ନାଥ ଓ ତାଙ୍କ ଶାଳୀକୁ ଆର୍‌ଜିଏଚ୍‌ରେ ଡାକ୍ତରୀମାଇନା କରିଛି।…
ଅଧିକ ଖବର ଦେଖନ୍ତୁ...

ଓଳାଶୁଣୀରେ ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଚଣ୍ତିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ପ୍ରସିଦ୍ଧ ଓଳାଶୁଣୀ ପୀଠରେ ଆଜି ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ପ୍ରାକ୍ତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ରାଜନୈତିକ ଦଳ ପାଇଁ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ କୋର୍ଟରେ ହାଜର କରାଇବା ଘଟଣା : ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ…

ବାଲିପାଟଣା : ବାଲିପାଟଣା ଥାନା ଦେଉଳିଧରପୁର ଗ୍ରାମର ଜଣେ ୮ ବର୍ଷର ନାବାଳିକା ନାମରେ ୧୦୭ ଦଫା ଲାଗିବା ଏବଂ ଗତକାଲି ଭୁବନେଶ୍ୱର ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର କରାଇବା ଘଟଣା ଭିନ୍ନ ମୋଡ଼ ନେଇଛି। ଚାଇଲ୍ଡଲାଇନ ଅଧିକାରୀ ବେଣୁଧର ସେନାପତି ଆଜି ଶିଶୁ ଅଧିକାର ସୁରକ୍ଷା ଆୟୋଗ…
ଅଧିକ ଖବର ଦେଖନ୍ତୁ...